• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diesel Price

Petrol And Diesel Price May Cheaper
ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ୍‌, ୱିଣ୍ଡଫଲ୍‌ ଟ୍ୟାକ୍ସ ହ୍ରାସ ପରେ ମିଳିଲା ଏମିତି ସଙ୍କେତ...

ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍‌ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

Petrol And Diesel Prices May Hike
ସାଧାରଣଜନତାଙ୍କୁ ଝଟ୍‌କା ! ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦାମ୍‌

କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

Fuel Prices Cut In Maharashtra
ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି। 

Oil Price
ତେଲ ଉପରୁ ରାଜ୍ୟ ଭାଟ୍ କମାଇବାକୁ ଦାବି କଲା ବିଜେପି ଓ କଂଗ୍ରେସ

ପେଟ୍ରୋଲ, ଡିଜେଲ୍ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବାପରେ ଆଜିଠୁ କମିଛି ତେଲ ଦର। ସେପଟେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାପରେ ରାଜ୍ୟ ସରକାର ମଧ୍ୟ ଟ୍ୟାକ୍ସ୍ କମାଇବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ

Petrol Diesel Price Hike
ପେଟ୍ରୋଲ୍ ପୁଣି ବଢିଲା। ଘର ମ୍ୟାନେଜ୍ କେମିତି ହେବ

ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।

Petrol Diesel Price
ନିର୍ବାଚନ ସରୁ ସରୁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର ! ରୋଷେଇ ଘରେ ବି ହେଲା ପ୍ରହାର

ଆନ୍ତର୍ଜାତିକ ବଜାର ଦର ଅନୁସାରେ ଆଜିଠୁ ନିଇତି ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ଏସମ୍ପର୍କରେ ପେଟ୍ରୋଲିୟମ ଡିଲର ସଂଘର କହିବା କଥା, ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିଛି ।

Petrol Diesel Prices
ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍ ହ୍ରାସ, ମଧ୍ୟରାତ୍ରରୁ ଲାଗୁ ହେଲା ନୂଆ ଦର

ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍‌ ହ୍ରାସ କରାଯାଇଛି।

Slash In Fuel Price
ଦାମ୍‌ କମିବା ପରେ ମଧ୍ୟ କାହିଁକି ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ପେଟ୍ରୋଲ ଓ ଡିଜେଲ ?

ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍‌ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ  ହ୍ରାସ କରିଥିବାରୁ ଏହାର ଦାମ୍‌ କମିଛି।

Petrol, Diesel Prices Cut
୯ ରାଜ୍ୟରେ ଆହୁରି ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ

ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍‌ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। 

petrol price hike
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍‌ ଓ ଡ଼ିଜେଲ୍‌ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି। କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ […]

petrol price hike
ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]

oil-p
୮୦ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଲଗାତର ୧୬ ଦିନ ଧରି ତୈଳ ଦର ବୃଦ୍ଧି ପାଇଛି। ସୋମବାର ପେଟ୍ରୋଲ ଲିଟର୍ ପିଛା ୩୩ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୮ ପଇସା ବୃଦ୍ଧି ପାଇଛି। ଯାହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୨୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୭୮.୮୫ ପଇସାରେ ପହଞ୍ଚିଛି। ତେବେ ବଡ଼ କଥା ହେଉଛି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୮୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱରରେ […]

petrol
ପେଟ୍ରୋଲ ପରେ ଏବେ ୧୦୦ ଟପିବ ଡିଜେଲ ଦର

ତୈଳ ଦରରେ ଲାଗୁନି ଲଗାମ ।  ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ପେଟ୍ରୋଲ ପରେ ଏବେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟପିବ । ପେଟ୍ରୋଲ, ଡିଜେଲ ମୂଲ୍ୟ ଏବେ ସୁଦ୍ଧା…