କୁକୁର ଓ ମଣିଷର ବନ୍ଧୁତା ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ବି ନିର୍ମାଣ ହୋଇଛି। ତେବେ ରିୟଲରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ କନ୍ଦାଇଦେବ। ମାଲିକର ମୃତ୍ୟୁ ପରେ ବି ବିଶ୍ୱସ୍ତ କୁକୁର ତାଙ୍କ ଫେରିବାର ବାଟକୁ ଚାହିଁ ରହିଛି।
ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।
ଦିଲ୍ଲୀର ଏକ ଦମ୍ପତି ତାଙ୍କର ନିଖୋଜ କୁକୁରକୁ ଖୋଜି ଦେବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।
ପିଟବୁଲକୁ ଦୁନିଆର ସବୁଠାରୁ ହିଂସ୍ର କୁକୁର କୁହାଯାଏ। ତେବେ ଏହି କୁକୁର ଏବେ ସୋସିଆଲ ମିଡିଆରେ ହିରୋ ପାଲଟିଯାଇଛି। ଅହିରାଜ ପରି ବିଷାକ୍ତ ସାପ ସହ ଲଢେଇ କରି ନିଜ ମାଲିକର ପିଲାଙ୍କ ଜୀବନ ରକ୍ଷା କରିଛି।
କୁକୁରଟିର ଅସୁସ୍ଥ ମାଲିକଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଛି । ହେଲେ ବିଶ୍ୱସ୍ତ କୁକୁରଟି ମାଲିକଙ୍କୁ ପାଖରୁ ଛାଡ଼ିବାକୁ ନାରାଜ ।
କମଲେଶଙ୍କ କହିବାନୁଯାୟୀ, ମହାରାଜକୁ ସର୍ବଦା ଭଜନ ଶୁଣିବାକୁ ଭଲ ଲାଗେ । ଏଥର ସେ ମୋ ସାଙ୍ଗରେ ମହାବାଲେଶ୍ୱର ନିକଟ ଜ୍ୟୋତିବା ମନ୍ଦିରକୁ ପଦଯାତ୍ରାରେ ଯାଇଥିଲା ।
ଟାଇଗର୍ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ ।
କୁକୁର ହିଁ ହେଉଛି ମଣିଷର ବିଶ୍ୱସ୍ତ ବନ୍ଧୁ । ମଣିଷ ସହ କୁକୁର ସମ୍ପର୍କ କାହିଁ କେଉଁ କାଳରୁ । ଅନାବିଳ ସ୍ନେହ ଦ୍ୱାରା ପଶୁକୁ ମଧ୍ୟ ବାନ୍ଧି ଦିଆଯାଇପାରେ, ଏହା ପ୍ରମାଣ କରିସାରିଛି ମଣିଷ । ମଣିଷ ଓ କୁକୁରର ସଂପର୍କକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଗତ ରବିବାର ଦିନ ଏହି ଘଟଣା ସାମ୍ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ ।
ବିଶ୍ୱାସ, ଭରସା ଓ ଭଲପାଇବାର ନିଆରା କାହାଣୀ । ପୁଣି ଥରେ ସେ ପ୍ରମାଣିତ କରିଛି ନିଜ ବିଶ୍ୱସ୍ତ ବନ୍ଧୁର ପରିଚୟ। ଆମେ କହୁଛୁ କେରଳ କନ୍ନୁର ଅଞ୍ଚଳର ଗୋଟିଏ କୁକୁର ରାମୁ କଥା । ଯିଏ ୪ ମାସ ହେଲା ଅପେକ୍ଷା କରି ରହିଛି ଏକ ହସ୍ପିଟାଲର ଶବଗୃହ ପାଖରେ ।
ଚାଲିଗଲା ବୁଢା କୁକୁର.. ଛାଡ଼ିଗଲା ଅନେକ ସ୍ମୃତି.. ଏଇ କଲେଜକୁ ନିଜର ଘର, ଛାତ୍ରଛାତ୍ରୀ ଆଉ କର୍ମଚାରୀମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବୁଥିଲା.. ବିନା ଦରମାରେ ସମସ୍ତଙ୍କୁ ଜଗୁଥିଲା.. ତାର ଏକାଦଶାହରେ ସାରା କଲେଜ ଆଜି ତାକୁ ଝୁରୁଛି..
କାନ୍ଥରେ ଲାଗିଥିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ।
କୁକୁର-ବିଲେଇଙ୍କ ନିଆରା ପ୍ରେମ କାହାଣୀ । କେହି କାହାରିକୁ ଦଣ୍ଡେ ଛାଡୁନାହାନ୍ତି । କୁକୁର ସହ ଦିନରାତି ଖେଳୁଛି ବିଲେଇ । ୟାଙ୍କ ବନ୍ଧୁତା ଦେଖିଲେ ଆପଣ ବି କହିବେ, ପାରିବେନି କେହି ଅଲଗା କରି ।
ରାଜଧାନୀରେ ଆନିମଲ କ୍ରୁଏଲଟିରେ ମାମଲା ରୁଜୁ । ବ୍ରହ୍ମପୁରରେ କୁକୁର ଗୋଡାଇବାରୁ ଗାଡ଼ିରୁ ଖସି ୩ ଆହତ ।
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ହସ୍ପିଟାଲରେ ହିଁ ସୁରକ୍ଷିତ ନୁହେଁ ଜୀବନ . .
କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ।
ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।
ଅଣ୍ଟା, ଗୋଡ଼, ବେକ ଆଦିରୁ କାମୁଡ଼ି ମାଂସ ଛିଣ୍ଡାଇବାକୁ ଲାଗିଲେ କୁକୁର ।
ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ।
ପୁରା ଘଟଣାଟି ହେଲା ତାମିଲନାଡ଼ୁ ଡିଣ୍ଡିଗୁଲ ଜିଲ୍ଲାର ।
ଆପଣ ଭାବୁଥିବେ, ଏମିତି କେଉଁ ପ୍ରଜାତିର କୁକୁର, ଯାହାର ଦାମ୍ ଆଶାଠୁ ବି ଅଧିକ ।
ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ