ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ପିଏଚ୍ଡି କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। PhD କରିବାକୁଥିବା ବ୍ୟକ୍ତିଙ୍କ ପାଇଁ JNU ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କରିଛି।
ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।
JNUରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୩୮୮ ପଦବୀ ପାଇଁ ନିଯୁକ୍ତିର ଆବେଦନ ତାରିଖ ବୃଦ୍ଧି ପାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍ ପଡ଼ିପାରେ।
ସରକାରଙ୍କ କିଛି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁମାନେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଏବେଠାରୁ ଆବେଦନ କରିପାରିବେ । HPSC, JNU ଓ IWST ପରି ଅନେକ ବିଭାଗରେ ଚାକିରି କରିବାର ସୁଯୋଗ ମିଳିବ ।
ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତକାଲି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ।
ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର ।
ଗତକାଲି ସନ୍ଧ୍ୟାରେ ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ BBCର ଡକ୍ୟୁମେଣ୍ଟାରୀକୁ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଯୋଜନା କରିଥିଲେ।
ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦେବକୁ JNU କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ସକାଳୁ ଉଗ୍ରତା ଥମିଥିଲେ ବି ଉତ୍ତେଜନା ଜାରି ରହିଛି । ଉଭୟ ପକ୍ଷରୁ ବସନ୍ତକୁଞ୍ଜ ଥାନାରେ ଏତଲା ହୋଇଛି । ତେଣେ ଛାତ୍ରଛାତ୍ରୀଙ୍କୁ ଏଭଳି ହିଂସାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି ଜେଏନ୍ୟୁ କର୍ତ୍ତୃପକ୍ଷ ।
ଆମିଷ ଖିଆକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଏହି ସଂଘର୍ଷ ହୋଇଛି।
ଆଫ୍ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ । ଆମେରିକା ଦେଇଥିବା ପ୍ରତିଶ୍ରୁତି ମୁତାବକ କାଲି ହେଉଛି ଉଦ୍ଧାର କାର୍ଯ୍ୟର ଶେଷ ଦିନ । ଏହି ସମୟସୀମାକୁ ବୃଦ୍ଧି କରିପାରେ ଆମେରିକା ବୋଲି JNU ର ପ୍ରଫେସର୍ ଅଶ୍ୱିନୀ କୁମାର ମହାପାତ୍ର ଆଶା କରୁଛନ୍ତି।