ଓଡ଼ିଶାର ପୁରାତନ ଓ ସ୍ବର୍ଣ୍ଣିମ ନୌବାଣିଜ୍ୟର ଐତିହ୍ୟ ବହନ କରୁଥିବା କଟକ ବାଲିଯାତ୍ରା ମହୋତ୍ସବକୁ ଖୁବଶୀଘ୍ର ଜାତୀୟ ମାନ୍ୟତା ଦେବା ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବିଧାନସଭାରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି, ସଂସ୍କୃତି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ସରକାର ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।
ପ୍ରତିଶ୍ରୁତି ପୂରଣକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି ।
ମଟନ, ଚିକେନ, ପନିର, ଛତୁ, ବୈଡ୍, ବିରିୟାନୀ... କୌଣସି ଖାଦ୍ୟ ବାଦ୍ ପଡିନି ବାସି ଲିଷ୍ଟରୁ ।
ଆଜିଠୁ ଆରମ୍ଭ ହେଲା କଟକ ପ୍ରସିଦ୍ଧ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି ।
ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ ।