ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…
ଟ୍ରେନ୍ ଇଞ୍ଜିନରେ ୧୯୦ କିମି ଯାତ୍ରା କଲେ ଯୁବକ, ଆଉ ତା ପରେ...