• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Dhenkanal

 Man allegedly kills wife and performs ritualistic worship in dhenkanal
ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ପିଶାଚ ସ୍ୱାମୀ, ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା...

ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।

Alcohlic man set fire to his house, and the whole village burnt
ମଦ ନିଶାରେ ନିଜ ଘରେ ନିଆଁ ଲଗାଇଦେଲା, ପୋଡ଼ିଗଲା ସାରା ଗାଁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥର ଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ବଖରା ଘର ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜାଣିଲେ ଆପଣ ତାଜୁବ ହେବେ।

Colleage
କଲେଜ୍‌ରେ ଟିଙ୍କ ଟେନସନ୍‌ : ଆସିବାକୁ ଡରିଲେଣି ପିଲା

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।

Joranda mela
ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ !

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।

Crime
ଅବୋଧ ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।

Padma Awards
କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?

ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।

Saraswati Puja
ସରସ୍ୱତୀ ପୂଜାରେ ହାଇ ଡ୍ରାମା ! ସ୍କୁଲ ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।

Former MLA Navin Nanda Performs Daughter-In-Law's Second Marriage After Son's Death
ବୋହୂର ଦ୍ୱିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ନିଜ ବୋହୂର ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।

accident
ବ୍ରିଜ୍‌ ତଳକୁ ଖସିଲା ବସ୍‌ : ୨ମୃତ, ୩୦ ଆହତ

ବୁଲିବାକୁ ଯାଇଥିଲେ, ହେଲେ ବାଟରେ ଚାଲିଗଲା ଜୀବନ

Winter to break all records in Delhi
ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।

Cold Wave
ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।

Police Arrest BJD Leader After Spurious Liquor Factory Allegedly Busted In Dhenkanal
ସାମ୍ନାକୁ ଆସିଲା ବିଜେଡି ନେତାଙ୍କ କଳା କାରନାମା, ଘରେ ଚଲାଉଥିଲେ ନକଲି ମଦ କାରଖାନା...

ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

BJP
ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।

newly wed woman dies in dhenkanal
ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ। 

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

These Odisha villagers alleges Naveen Patnaik govt fails to fulfil bridge demand
ଗାଁ ଲୋକଙ୍କ ଅଭିଯୋଗ- ଆମ ବ୍ରିଜ୍‌ ନିର୍ମାଣ ଦାବି ପୂରଣ କରିପାରୁ ନାହାନ୍ତି ୨୨ ବର୍ଷର ନବୀନ ସରକାର

ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।

Deadbody Found After 10 Years In Dhenkanal
୧୦ ବର୍ଷ ହେଲା ନିଖୋଜ ଥିଲେ, ମାଟି ଖୋଳିବା ପରେ ମିଳିଲା ମୃତଦେହ

ହତ୍ୟା କରି ମାଟିରେ ପୋତି ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ୧୦ ବର୍ଷ ପରେ ମାଟିତଳୁ ପୋଲିସ ଉଦ୍ଧାର କରିଛି। ହତ୍ୟା ପରେ ମୃତଦେହ ପୋତାଯାଇଥିବା ସ୍ଥାନକୁ ଦୁଇ ଦିନ ଧରି ପୋଲିସ ଜେସିବି ସାହାଯ୍ୟରେ ଖୋଳିଥିଲା।

gi
GI ଟ୍ୟାଗ୍ ପାଇବ ଢେଙ୍କାନାଳର ମଗଜି ଲଡୁ !

୨୦୨୦ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା ଓୟୁଏଟି

Demolition drive at Joranda Gadi in Dhenkanal
କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ।

IAS officer
IAS ହେବା ପାଇଁ ଚା’ ବିକି ଟଙ୍କା ଯୋଗାଡ଼ କରୁଛନ୍ତି ଶୁଭଲକ୍ଷ୍ମୀ

ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍‌ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ

Special story
ମହିମା ଗାଦି ପରିସରରେ ଚାଲିଲା ଜେସିବି ! ଧୂନି ଏବଂ ବତୀ ମନ୍ଦିର ଭାଙ୍ଗିଲା ପ୍ରଶାସନ

ମନ୍ଦିରରେ ୫ ପ୍ଲାଟୁନ ଫୋର୍ସ ମୁତୟନ; ଉପଜିଲ୍ଲାପାଳ, ଏଏସପି ଉପସ୍ଥିତ

Jail Inmates
ଏଣିକି ଜେଲ୍‌ରୁ ବାହାରିଲେ କଏଦୀଙ୍କୁ ମିଳିବ ଋଣ !!

କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍‌ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ.