ନଦୀ ପାଣି ପାଲଟି ଯାଇଛି ବିଷ। ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। କିଛିଦିନ ତଳେ ଯେଉଁ ନଦୀ ପାଣି ଗ୍ରାମବାସୀଙ୍କ ଜୀବନ ଧାରା ପାଲଟିଥିଲା। ଆଜି ସେଇ ନଦୀକୂଳେ ଛିଡାହେବା ମଧ୍ୟ ମୁସକିଲ ହୋଇପଡିଛି।
ଶୀତ ରାତିରେ ଭଙ୍ଗା ଦୋକାନ ବାରଣ୍ଡାରେ ପଡ଼ିରହିଛନ୍ତି । କେଇଖଣ୍ଡ ଛିଣ୍ଡା କପଡ଼ାରେ ଗୁଡେଇ ହୋଇ ଥରୁଛନ୍ତି । ହାଡ଼ ଭଙ୍ଗା ଜାଡ଼ ରାତିରେ ଏମିତି ଜୀବନ ସହ ଯୁଝୁଛନ୍ତି...ଶୀତ ଦିନେ କିପରି ଏ ଥଣ୍ଡାରୁ ରକ୍ଷା ପାଇବେ କିଛି ବୁଝିପାରୁନାହାନ୍ତି । ଦିନେ ରାଜଗାଙ୍ଗପୁର ସହରରେ ରିକ୍ସା ଚଳାଉଥିଲେ...ଆଜି ବାସହରା....
ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।
ସ୍ୟାଣ୍ଡ ଆନିମେଶରେ ଅରିନ୍ଦମଙ୍କ କଳାକୃତି କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁନ୍ଦରଗଡ଼ର ବାଲୁକାଶିଳ୍ପୀ ରାଜୁ ସାହୁ