• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Dhenkanal

Cold Wave
ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।

Police Arrest BJD Leader After Spurious Liquor Factory Allegedly Busted In Dhenkanal
ସାମ୍ନାକୁ ଆସିଲା ବିଜେଡି ନେତାଙ୍କ କଳା କାରନାମା, ଘରେ ଚଲାଉଥିଲେ ନକଲି ମଦ କାରଖାନା...

ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

BJP
ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।

newly wed woman dies in dhenkanal
ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ। 

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

These Odisha villagers alleges Naveen Patnaik govt fails to fulfil bridge demand
ଗାଁ ଲୋକଙ୍କ ଅଭିଯୋଗ- ଆମ ବ୍ରିଜ୍‌ ନିର୍ମାଣ ଦାବି ପୂରଣ କରିପାରୁ ନାହାନ୍ତି ୨୨ ବର୍ଷର ନବୀନ ସରକାର

ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।

Deadbody Found After 10 Years In Dhenkanal
୧୦ ବର୍ଷ ହେଲା ନିଖୋଜ ଥିଲେ, ମାଟି ଖୋଳିବା ପରେ ମିଳିଲା ମୃତଦେହ

ହତ୍ୟା କରି ମାଟିରେ ପୋତି ଦିଆଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ୧୦ ବର୍ଷ ପରେ ମାଟିତଳୁ ପୋଲିସ ଉଦ୍ଧାର କରିଛି। ହତ୍ୟା ପରେ ମୃତଦେହ ପୋତାଯାଇଥିବା ସ୍ଥାନକୁ ଦୁଇ ଦିନ ଧରି ପୋଲିସ ଜେସିବି ସାହାଯ୍ୟରେ ଖୋଳିଥିଲା।

gi
GI ଟ୍ୟାଗ୍ ପାଇବ ଢେଙ୍କାନାଳର ମଗଜି ଲଡୁ !

୨୦୨୦ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା ଓୟୁଏଟି

Demolition drive at Joranda Gadi in Dhenkanal
କୋହ ସମ୍ଭାଳି ପାରିଲେନି କୌପିନଧାରୀ ଅଲେଖ ସନ୍ୟାସୀ

ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ।

IAS officer
IAS ହେବା ପାଇଁ ଚା’ ବିକି ଟଙ୍କା ଯୋଗାଡ଼ କରୁଛନ୍ତି ଶୁଭଲକ୍ଷ୍ମୀ

ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍‌ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ

Special story
ମହିମା ଗାଦି ପରିସରରେ ଚାଲିଲା ଜେସିବି ! ଧୂନି ଏବଂ ବତୀ ମନ୍ଦିର ଭାଙ୍ଗିଲା ପ୍ରଶାସନ

ମନ୍ଦିରରେ ୫ ପ୍ଲାଟୁନ ଫୋର୍ସ ମୁତୟନ; ଉପଜିଲ୍ଲାପାଳ, ଏଏସପି ଉପସ୍ଥିତ

Jail Inmates
ଏଣିକି ଜେଲ୍‌ରୁ ବାହାରିଲେ କଏଦୀଙ୍କୁ ମିଳିବ ଋଣ !!

କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍‌ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ.

Man Burn
ଭାଗ୍ୟରେ ଦୁଃଖ ଲେଖାଥିଲେ ମଣିଷ କରିବ ବା କ’ଣ ! ପଢ଼ନ୍ତୁ ଏହି ମାଆ ପୁଅଙ୍କ କାହାଣୀ..

ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍‌ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ?

Fire Breakout In Various Places Across Odisha On The Eve Of Diwali
ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...

ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ। 

Elephant
ଟ୍ରେନ୍‌ ଲାଇନ୍‌କୁ ଯିବେନି ହାତୀ ! ବନ ବିଭାଗ ଲଗାଇଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ତାର

ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ ।  ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।

Birds Shelter
ଗେଣ୍ଡାଳିଆଙ୍କ ପାଇଁ ଜନ୍ନତ ଷଡ଼ଙ୍ଗୀ ଗାଁ, ଲୋକେ ସନ୍ତାନ ଭଳି ନେଇଥାନ୍ତି ଯତ୍ନ

ଗେଣ୍ଡାଳିଆଙ୍କୁ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରନ୍ତି ସ୍ଥାନୀୟ ଲୋକ । କାରଣ ବିଶ୍ୱାସ ରହିଛି ଏମାନେ ରହୁଥିବା ସ୍ଥାନରେ ଭଲ ବର୍ଷା ହେବ ।

Tragedy
୪ ଶିଶୁ କନ୍ୟାଙ୍କୁ ନେଇ କେମିତି ଚଳିବେ ମମତା ? ହସଖୁସିର ସଂସାର ଏବେ ଦୁଃଖର ପାହାଡ଼ ତଳେ...

ମମତା ଏବେ ପରଦୁଆରେ ମୂଲ ଲାଗିବା ସହିତ ବିଲରେ କାମ ବି କରୁଛନ୍ତି । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଉଛନ୍ତି ।

ମୁନା ସେଠୀ ଓ ତାଙ୍କ ପରିବାର
ପୁଅ OAS ହେବା ଶୁଣି ବାପା ମା'ଙ୍କ ଆଖିରେ ଖୁସିର ଲୁହ

ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ପର ଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି।

Low pressure forms over BoB
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Rain Forecast During Durga Puja
ପୂଜା ମଉଜକୁ ଫିକା କରିବ ବର୍ଷା ! କାଲିଠୁ ଅଷ୍ଟମୀ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨ ତାରିଖରୁ ଅର୍ଥାତ୍‌ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Modern-day Shravan Kumar
ନିଜର ସବୁ ସ୍ୱପ୍ନକୁ ଚୁର୍‌ମାର୍‌ କରି ବାପାଙ୍କ ଆଶାବାଡ଼ି ସାଜିଛି ପୁଅ

ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍‌ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା ।

Doctor Scarcity
ବାଃରେ ବାଃରେ ବ୍ୟବସ୍ଥା; ଡାକ୍ତର ନଥିବାରୁ ମେଡିକାଲ ବନ୍ଦ..!

ଡାକ୍ତର ଛୁଟିରେ ଥିବାରୁ ୧୩ ସେପ୍ଟେମ୍ବର ଠାରୁ ୬ ନଭେମ୍ବର ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ । 

Sarapancha Trainning
ସରପଞ୍ଚ ପଢ଼ୁଛନ୍ତି ବିକାଶର ପାଠ, ଏଣିକି ପଞ୍ଚାୟତ ପାଲଟିବ ସୁନା

ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ ତାଲିମ୍‌ ନେବା, ଆଉ ନିଜ ପଂଚାୟତକୁ ଜିଲ୍ଲା ତଥା ରାଜ୍ୟରେ ଶ୍ରେଷ୍ଠ କରିବା ।

Sarpanch training programme in Dhenkanal
ଏଣିକି ଗ୍ରାମାଞ୍ଚଳରେ ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା

ପଞ୍ଚାୟତର ବିକାଶ ପାଇଁ ନବ ର୍ନିବାଚିତ ସରପଞ୍ଚ ଶିକ୍ଷାଲାଭ କରୁଛନ୍ତି। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନମୂଳକ କାମ କିଭଳି ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଛି। 

Dhenkanal Gajalaxmi Puja
୭୪ ବର୍ଷରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଏଥର କୁଲା-ଚଲା-ଫୁଲଝୁଡ଼ିରେ ହେବ ତୋରଣ

ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ଜୋରସୋର ପ୍ରସ୍ତୁତି । ବାଉଁଶରେ ତିଆରି ହେଉଛି ୬୫ ଫୁଟ୍ ଉଚ୍ଚର ତୋରଣ ।