ଜେଲ୍ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ । ବାଜିଲା ଏମର୍ଜେନ୍ସି ସାଇରନ୍, ଜେଲ୍ରେ ଲକ୍ଷ୍ମୀସାଗର ପୋଲିସ ।
କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ.
ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍। ଛତ୍ରପୁର ସବଜେଲରେ କଏଦୀଙ୍କୁ ପ୍ରଥମେ ଫୁଲ ଝାଡୁ ନିର୍ମାଣ କରିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏନେଇ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ।