ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।
ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।
ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।
ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଚାଲିଛି। ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ରାଜାଙ୍କ ଅଫିସରେ ରେଡ୍ ଜାରି ରହିଛି।
ଭୁବନେଶ୍ବରସ୍ଥିତ EOW ଅଫିସରେ ତାଙ୍କୁ ଦିନ ୧୧ଟାରୁ ଜେରା ଚାଲିଥିବା ସୂଚନା ମିଳିଛି। ପ୍ରାୟ ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ରାଜା ଚକ୍ରଙ୍କୁ ଜେରା ହେଉଥିବା ଜଣାପଡ଼ିଛି।
ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ହାଟ ପାଇଁ ରାସ୍ତାରୋକ ଏମିତି ଏକାଧିକ ମାମଲା ପରେ, ଶେଷରେ ଯାଜପୁରର ପାୱାରଫୁଲ ଲିଡର ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ୍।
ଗିରଫ ହେଲେ ବବିଙ୍କ ଭାଇ ଭବ। ବାବହଳପୁର ବାସଭବନରୁ ଭବଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଭବଙ୍କ ବିରୋଧରେ ଲାଗିଛି BNSର ୧୧୫ (୨), ୨୯୬, ୩(୫), ୩୦୩(୨), ୩୨୪(୪) ଧାରା। ଏହା ବାଦ୍ ବିରଜା ହାଟ ଗଣ୍ଡଗୋଳକୁ ନେଇ ଭବଙ୍କ ନାଁରେ ରହିଛି ଏକାଧିକ ମାମଲା।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
ବିଜେଡିର ୨୫ ବର୍ଷର ସରକାର ଧରାଶାୟୀ ହେବା ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଚାଲିଯିବା ଦୁଃଖକୁ ସହିପାରି ନଥିଲେ ଏଲିନା । କାନ୍ଦି କାନ୍ଦି ନିଜ କଥା କହିଥିଲେ ଓଡ଼ିଶାବାସୀଙ୍କୁ ।
ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ ଘର ।
ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।
ଭଦ୍ରକ ଜିଲ୍ଲାରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ଥାନାରେ ଏତଲା ହୋଇଛି । ସହରରେ ବାଇକ୍ ରାଲି, ଡିଜେ ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେସନ କରାଯାଇଥିଲା ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି।
ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା ପାଇଁ ବିଜେଡି ନେତା ଟଙ୍କା ମାଗିବାର ଅଡିଓ ଭାଇରାଲ, ଡିଜିପିଙ୍କୁ ଭେଟିଲା ବିଜେପି, ଟାର୍ଗେଟରେ ବିଧାୟକ ପ୍ରତାପ ଜେନା...
ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍ର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ପୁଣି ଥରେ ସେ(ସୌମ୍ୟରଞ୍ଜନ ପଟ୍ଟନାୟକ) ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ହେବା ଲାଳସାରେ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି।
ସରକାରୀ ଜମି, ହେଲେ ଘର କରି ମାଡି ବସିଛନ୍ତି ଶାସକଦଳର କର୍ମୀ । ସତ ସାମ୍ନାକୁ ଆସିବା ପରେ କହୁଛନ୍ତି ଆମେ ଘର କରିବା ପରେ ଜାଣିଲୁ ଏଇଟା ସରକାରୀ ଜାଗା
ନକ୍ସଲଙ୍କ ଲାଗି ବଟି ଆଦାୟ କରୁଛନ୍ତି ବିଜେଡି ନେତା । ପ୍ରତିମାସ ମାଲିକ ଦେଉଛନ୍ତି ୫ ହଜାର ! ବର୍ଷେ କି ୨ ବର୍ଷ ନୁହେଁ ବରଂ ୪୦ ବର୍ଷର ହିସାବ ମାଗିଲା ବେଳକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ବିଜେଡି ନେତା ଏନ.ଭାସ୍କର ରାଓ
ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାର ଅନ୍ୟ ଏକ ବିଜେଡି ଗୋଷ୍ଠୀ ସଭା କରିଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।
ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ ।
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।
ଯେହେତୁ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍ ମନେ କରୁନଥିବା ମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଦାୟୀ ନେଇ ପୂର୍ବରୁ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା।
ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।