ବେଆଇନ୍ ଉଚ୍ଛେଦ ଅଭିଯାନ ବେଳେ ଘରେ ନିଆଁ ଲଗାଇ ଦେବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମା’ ଓ ଝିଅକୁ ହତ୍ୟା କରାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି।
ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶୁଛି ଅଖଣ୍ଡ ବତୀ ମନ୍ଦିର। ବୁଲଡୋଜର ଆଞ୍ଚୁଡ଼ାରେ ଧୂଳିସାତ୍ ହେଉଛି ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ର ଯୋରନ୍ଦା ଆଶ୍ରମରେ ଧରାଶାୟୀ ହୋଇଛି କୌପିନଧାରୀ ମହିମା ସନ୍ୟାସୀଙ୍କ ତପସ୍ୟାର ସ୍ଥଳୀ
ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ।