• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Dhenkanal

Mother-Son Duo
ଚଢ଼ିଗଲା ଟ୍ରକ୍‌; ଚାଲିଗଲା ମା’ ପୁଅଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ୪ଜଣ

ପରିବାରର ସମସ୍ତ ସଦସ୍ୟ ଗାଁ ଯାତ୍ରା ପଡ଼ିଆ ନିକଟରେ ଶୋଇଥିବାବେଳେ ବାଘମୁଣ୍ଡା ଗାଁରୁ ବାଲି ଅନଲୋଡ଼ କରି ଆସୁଥିବା ଏକ ଟ୍ରକ ମାଡି ଯାଇଥିଲା ।

Accident
ପୋଲରୁ ଖସି ଝୁଲିଲା ୧୬ ଚକିଆ ଟ୍ରଲର; ଡେଇଁ ପଡିଲେ ଡ୍ରାଇଭର ଓ ହେଲପର

ଉଭୟ ଡ୍ରାଇଭର ଓ ହେଲପର ଉତ୍ତର ପ୍ରଦେଶ ରାମପୁରର ବୋଲି ଜଣାପଡିଛି । ପୂର୍ବରୁ ଏହି ସ୍ଥାନରେ କିଛି ମାସ ତଳେ ଏକ ବସ୍ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Mortal remains of Jawan Saroj Das will arrive in Odisha today
ସଲାମ୍‌ ସରୋଜ: କାନ୍ଦୁଛି ଘର, କାନ୍ଦୁଛି ଗାଁ...ଆଜି ସହିଦ ସରୋଜ ଦାସଙ୍କ ଶେଷକୃତ୍ୟ

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଢେଙ୍କାନାଳର ସରୋଜ ଦାସଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶା ଆସିବ।

Dhenkanal youth missing in Sikkim
‘ମୋ ପୁଅକୁ ଖୋଜି ଆଣନ୍ତୁ’...ନିଖୋଜ ପୁଅକୁ ଉଦ୍ଧାର ଲାଗି ଜିଲ୍ଲାପାଳଙ୍କୁ ପରିବାର ଲୋକଙ୍କ ଗୁହାରି

ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ ଯୁବକ ଜଣକ।

Odia Jawan martyred in Sikkim Flood
ସିକ୍କିମ ପ୍ରଳୟଙ୍କରୀ ବନ୍ୟା: ଓଡ଼ିଆ ଯବାନ ସହିଦ

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍‌ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି।

Family in deep agony for Odia jawan who goes missing in Sikkim flood
ପୁଅକୁ ଖୋଜୁଛନ୍ତି ମା’, ବାପା...ସ୍ତ୍ରୀ ପାଟିରୁ କଥା ବାହାରୁନି, ଘରେ ଏବେ କାନ୍ଦ ବୋବାଳି

ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି। 

Yellow warning
ଆଜି ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...

Vigilance nabs OSAP commandant with ill-gotten bribe money in Bhubaneswar
ଲାଞ୍ଚ ଟଙ୍କା ସହ OSAP କମାଣ୍ଡାଣ୍ଟଙ୍କୁ ଧରିଲା ଭିଜିଲାନ୍ସ, ବେଆଇନ୍‌ ଭାବେ ଲକ୍ଷାଧିକ ଟଙ୍କା ପାଖରେ ରଖିଥିଲେ...

ବେଆଇନ୍‌ ଉପାୟରେ ସଂଗୃହୀତ ଲକ୍ଷାଧିକ ଟଙ୍କା ସହ ରଙ୍ଗେ ହାତ୍ ଧରା ପଡ଼ିବା ଅଭିଯୋଗରେ OSAP କମାଣ୍ଡାଣ୍ଟ ଗିରଫ ହୋଇଛନ୍ତି।

Vigilance Raid In Battalion Commandant House
ଲାଞ୍ଚ ଟଙ୍କା ଧରି ସରକାରୀ ଗାଡ଼ିରେ ଯାଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌...

ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।

Heavy Rainfall Alert Till Oct 3 In Odisha
ଆଜିଠୁ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା  ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। 

murder
ହତ୍ୟାକାଣ୍ଡର ଅଭିଯୁକ୍ତକୁ ବୀଭତ୍ସ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଆଳତୁମା ଗାଁର ରେଳୱେ ଓଭର ବ୍ରିଜ ନିକଟରେ ମର୍ଡର.. ମୃତକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ଗୁଳି ଜବତ

medical road
ଗାଈ ଘଉଡାଇଲେ ଗାଡିରେ ଯିବେ...ହେଲେ କାହିଁକି ?

ଏଇଟା ରାସ୍ତା ନୁହେଁ ଗୋ-ଶାଳା । ସକାଳୁ ସଂଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲପର ବାହାରି ଗାଈ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି

lightning attack
ଏହି ଗୋଟିଏ ଗଛ...ବଜ୍ରଘାତରୁ ବଞ୍ଚାଇ ଦେବ

ବିଜୁଳି ନେଉଛି ଜୀବନ । ଆକାଶରେ ମେଘ ଆସିଲେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି..କାରଣ ପ୍ରତି ମୁହୂର୍ତ୍ତରେ ଜୀବନ ଯିବାର ଭୟ ରହୁଛି । ହେଲେ ଆଉ ଡରନ୍ତୁନି...ବରଂ ଏହି ଗଛ ଲଗାଇଲେ ବଜ୍ରଘାତରୁ ଦେବ ସୁରକ୍ଷା

Heavy to very heavy rain likely in 6 districts of odisha
ବଙ୍ଗୋପସାଗରରେ ଲଘୁଚାପ: ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶଃ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ସକ୍ରିୟ ଥିବାରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Heavy Rainfall Alert To 10 Districts Of Odisha
ଆଜି ୧୦ ଜିଲ୍ଲାରେ ପ୍ରବଳ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

budha pahada
ବୈଚିତ୍ରମୟ ବୁଢ଼ା ପାହାଡ଼...ଏଇଠି ପୂଜା କଲେ ହୁଏ ବର୍ଷା

ଆଜି ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ଗାଁରେ କେବେ ବିପତ୍ତି ଆସି ନାହିଁ । ଲୋକମାନେ ପ୍ରତିବର୍ଷ ଏକଜୁଟ ହୋଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଗାଁର ମଙ୍ଗଳ କାମନା କରନ୍ତି ।

The educational institution has been transformed from a two-room asbestos house into a mahadrum
Teacher’s Day 2023: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି ଗୁରୁ ଦିବସ ଅବସରରେ ତାଙ୍କ ବିଷୟରେ ଜାଣିନେବା।

Mid Day Meal
ହୃଦୟବାନ ଚୋର: ଅଧା ଚାଉଳ ନେଲା, ଅଧା ରଖିଦେଲା

ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।

Kapilash Temple
ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍‌...ଚମକିବ କପିଳାସ ପୀଠ

ମନ୍ଦିର ଗର୍ଭଗୃହରୁ ବାହାରୁଥିଲା ପାଣି । ଏବେ ମନ୍ଦିରରେ ପହଞ୍ଚିଲା ASI ଟିମ୍‌...ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍‌ । ଖୁବଶୀଘ୍ର ଆରମ୍ଭ ହେବ କାମ...ଚମକିବ ମହାଦେବଙ୍କ ମନ୍ଦିର

Heavy Rainfall Alert To 5 Districts Of Odisha
ଆଜିଠୁ ପୁଣି ୫ ଦିନ ଯାଏ ବର୍ଷିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Woman tortured for dowry in Jagatsinghpur, husband and mother-in-law arrested
ଯୌତୁକ କରିଦେଲା ଅନ୍ଧ; ବୋହୂକୁ ତତଲା ତାୱା ଚେଙ୍କ ଦେଲେ ଅଧ୍ୟାପିକା ଶାଶୂ !

ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ।

Rain Alert To 14 Districts Of Odisha
ଆହୁରି ଦୁଇ ଦିନ ବଡ଼ ବର୍ଷା ! ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା...

ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Viswakarma Scheme
୧୮ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ

ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ପୂର୍ବରୁ ୫୦ ଶ୍ରମିକ ବର୍ଗଙ୍କ ପାଇଁ ରାଜ୍ୟ ଆଣିଛି ଯୋଜନା ।

Love Dhoka
ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ... ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦେଲେ

ଘର ଲୋକ ରାଜି ନଥିଲେ, ତଥାପି ନେଇ ଗଲେ । ଗୋଟିଏ ଘରେ ରହିଲେ, ଶାରିରୀକ ସମ୍ପର୍କ ବି ରଖିଲେ । ଏବେ ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦେଲେ । ବାହା ହେବା ଜିଦ୍‌ରେ ଅଟଳ ଯୁବତୀ..ସେପଟେ ଯୁବକ କହୁଛନ୍ତି ଏକାଠି ରହିବା ପରେ ବି ଆମର ନଥିଲା ଶାରିରୀକ ସମ୍ପର୍କ।

 har ghar tiranga campaign in Dhenkanal
ହର୍ ଘର୍ ତ୍ରିରଙ୍ଗାରେ ସାମିଲ ହେଲେ SHG ମହିଳା: ତିଆରି କଲେ ୧୦ହଜାରରୁ ଉର୍ଦ୍ଧ୍ୱ ପତାକା

ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି SHG ଗ୍ରୁପର ମହିଳା ମାନେ।