ସ୍କୁଲ ବାରଣ୍ଡାରେ ଚୁଲି ଜଳୁଛି, ଶ୍ରେଣୀ ଗୃହରେ ଶେଯ ପଡ଼ିଛି। ଏଣେତେଣେ ଆସବାବପତ୍ର ଓ ବାସନକୁସନ। ୨୦୧୯ ଫନି ବାତ୍ୟାରେ ଘର ଭାଙ୍ଗିବା ପରେ, ଗାଁର ଏକ ପୁରୁଣା ସ୍କୁଲରେ ଆଶ୍ରୟ ନେଇଛନ୍ତି ସ୍ବର୍ଣ୍ଣଲତା ।
ଗ୍ରୀନ ମ୍ୟାନ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦିନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ପରିଚିତ ହୋଇଛନ୍ତି ।
ପ୍ରଚାରରେ କମ୍ପୁଛି ଜଟଣୀ ମଇଦାନ। ସମର୍ଥକଙ୍କୁ ଧରି ଚଳାଇଛନ୍ତି କ୍ୟାମ୍ପେନ୍ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀ । କିନ୍ତୁ ଦୌଡ଼ର ପଛରେ ପଡ଼ି ନାହାଁନ୍ତି ସ୍ୱାଧୀନ ପ୍ରାର୍ଥୀ ।
ଏଥର ରୋଚକ ହେବ ଜଟଣୀ ପଲିଟିକ୍ସ । ତିନି ପ୍ରମୁଖ ରାଜନୈତିକ ଦଳଙ୍କୁ ଟକ୍କର ଦେବାକୁ ସ୍ବାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ ।
କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।
କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।
ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।
୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।