• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack

Odisha Train Tragedy
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆହତ ଯାତ୍ରୀ

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜଣେ ଆହତଙ୍କ କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Today Rain Alert For 7 Districts Of Odisha
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୩ ଘଣ୍ଟା ପାଇଁ ୭ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।

Harassment slur on singer Sourin Bhatt
'ଦୁର୍ବଳ ମୁହୂର୍ତ୍ତର ଫଟୋ ଓ ଭିଡିଓ ରଖି ବ୍ଲାକମେଲ କରୁଥିଲେ ସୌରୀନ'

ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍‌ଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।

Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।

Twin city reels under intense heat wave
ଆଜି କଟକ, ଭୁବନେଶ୍ୱରରେ ଅଗ୍ନି ବର୍ଷା !

ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

Cuttack BJD
କଟକ ବିଜେଡିରେ ଫାଟ ଜଳ ଜଳ ! ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ

ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।

800 SIM  Seized From Cuttack
୮୦୦ ସିମ୍ ଜବତ କଲା ପୋଲିସ, ୩୦୦ ଥିଲା ପ୍ରି-ଆକ୍ଟିଭେଟେଡ୍

ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ କରାଯାଇଛି ।

Price pulses burn holes in consumers pockets in Odisha
୩ ମାସରେ କିଲୋ ପିଛା ୪୫ ଟଙ୍କା ବଢ଼ିଲାଣି ହରଡ ଡାଲି ଦର

ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି।

Series of accidents
ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତକାଣ୍ଡ, କଟକରେ ଘଟାଇଲା ସିରିଜ ଦୁର୍ଘଟଣା

ରାଜେନ୍ଦ୍ର ନଗରରେ ପିଛା କରି ଡ୍ରାଇଭରକୁ କାବୁ ସହ ନିସ୍ତୁକ ମାଡ଼

Mamata Banerjee
କେତେ ରଖିଛନ୍ତି କଳାଧନ ! ମମତା ବାଣ୍ଟିଲେ ୨୦୦୦ ଟଙ୍କିଆ ନୋଟ...

ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍‌ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।

Free Bus Service To Kolkata
ଓଡ଼ିଶାର ଏହିସବୁ ସ୍ଥାନରୁ କୋଲକାତାକୁ ମାଗଣାରେ ବସ୍‌ରେ ଯାଇପାରିବେ...

କୋଲକାତାକୁ ମାଗଣା ବସ୍। ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍‌ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ଖେଳିବାକୁ ଯାଇଥିଲା...ଆଉ ଫେରିଲାନି । ଖୋଜିଖୋଜି ନୟାନ୍ତ ହେଲେଣି ପରିବାର ଲୋକେ...ପୁଅ କେମିତି ଫେରିବ ସେଇଥି ପାଇଁ ତୁଳସୀ ମୂଳେ ଦୀପ ଜାଳୁଛି, ବରଗଛ ପୂଜା କରୁଛି ମାଆ

prisoner flees from hospital during treatment
ମହିଳା ବେଶରେ ଛୁ' ମାରିଲେ ବିଚାରାଧୀନ ବନ୍ଦୀ

ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି।

kalashi
ଗାଁରେ ଲାଗିଛି କାଳଶି; ଆଶ୍ଚର୍ଯ୍ୟ କରୁଛି ନିଆଁ ଗିଳା ସହ ନିଆଁରେ ଚାଲିବା ଦୃଶ୍ୟ

ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି ।

cuttack box drain
କେବେ ପଶିବ ଚେତା ? କଟକ ସହରରେ ବେପରୱା ଢଙ୍ଗରେ ଚାଲିଛି ନିର୍ମାଣ କାମ

ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ ।

Khandua pata
ସ୍ନାନ ଯାତ୍ରାକୁ ୨ ଦିନ: ଖଣ୍ଡୁଆପାଟ ବୁଣିବାରେ ବ୍ୟସ୍ତ କାରିଗର

ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।

cuttack box drain
ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ ! ମେୟର ଓ କମିଶନରଙ୍କୁ ଘେରି ଜବାବ ମାଗିଲେ ଲୋକେ

ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।

Cuttack box drain tragedy
କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା।

Cuttack box drain mishap
ବକ୍ସଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

କଟକ ବକ୍ସ ଡ୍ରେନ୍ ଟ୍ରାଜେଡି ପାଇଁ ଦାୟୀ କିଏ? ଦୁଇ ଦିନରେ ଦୁଇଟି ଅଘଟଣରେ ଗଲା ଦୁଇ ଜଣଙ୍କ ଜୀବନ। ଏଥିପାଇଁ ବଢ଼ୁଛି ଅସନ୍ତୋଷ। 

cuttack
‘ଜାଣିଶୁଣି.. ଏମାନେ କଟକକୁ ମରଣଯନ୍ତାରେ ପରିଣତ କରିଛନ୍ତି’

ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।

Odisha CHSE Plus 2 Result 2023
ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।

Odisha Plus 2 Results
ଖୋଲୁନି ୱେବସାଇଟ୍‌; ଦେଢ଼ ଘଣ୍ଟା ହେଲା ରେଜଲ୍ଟ ଦେଖି ପାରୁନାହାନ୍ତି ପିଲା

ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ରେଜଲ୍ଟ ଦେଖିହେଉନି ।

Deadbody Of RI Found Hanging From Tehsildar Office In Cuttack
ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ

ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ। ନିଶ୍ଚିନ୍ତକୋଇଲି ତହସିଲ ଅଫିସ୍‌ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Minor girl succumbs to injuries after falling into box drain in Odisha’s Cuttack
କଟକରେ ଦୁଇ ଦିନରେ ଦୁଇ ଦୁଇଟି ଅଘଟଣ; ଆକ୍ସନ ମୋଡରେ ପ୍ରଶାସନ

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି ।

Bribe In Digital Mode
ଆଉ ନାହିଁ ଟେବୁଲ ତଳିଆ କାରବାର, ଫୋନ ପେ’ରେ ଘୁସ୍ ନେଲେ ଟାଟା ପାୱାର କର୍ମଚାରୀ

ଲାଞ୍ଚ ଦିଆନିଆରେ ଡିଜିଟାଲ ଫଣ୍ଡା । ବ୍ଲାଙ୍କ ଚେକ୍ ରେ ୧୨ ଲକ୍ଷ ନେଇ ବନ୍ଧା ହେଲେ ତହସିଲଦାର ।