• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Baliyatra

BaliJatra
ମାଛ ଆମ୍ୱିଳ ସହ ବରା, ତା ସହ ପୁଣି ବୋତଲ ପ୍ୟାକିଂ ଟଙ୍କ ତୋରାଣି ..

ବରା ତ ଖାଇଥିବେ ହେଲେ କେବେ ମାଛ ଆମ୍ବିଳ ସହ ବରା ଖାଇଛନ୍ତି? ଟଙ୍କ ତୋରାଣି ତ ପିଇଥିବେ ହେଲେ ବୋତଲରେ ପ୍ୟାକିଂ ହେବା କେବେ ଦେଖିଛନ୍ତି ?

gabbar tea stall in cuttack baliyatra
କଟକ ବାଲିଯାତ୍ରାରେ ଗବ୍ବର ଚା’...ଓଃ ! କି ଟେଷ୍ଟି...

ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି ।

BALI JATRA
ବାଲିଯାତ୍ରାରେ କାମ କରୁନି ଇଣ୍ଟରନେଟ୍, ଲାଗୁନି କଲ...

ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Balijatra 2023
ଜମୁଛି କଟକ ବାଲିଯାତ୍ରା; ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ ସାଙ୍ଗକୁ ମିଳିବ ଗାଁର ଅନୁଭୂତି

ଜମୁଛି କଟକ ବାଲିଯାତ୍ରା । ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।

Balijatra Wastefood
ଯୋଉଠି ବାସି ଆଉ ଖରାପ ଖାଦ୍ୟ ଦେଖିଲେ, ସବୁ ଫିଙ୍ଗିଲେ

ବ୍ୟବସାୟୀଙ୍କୁ ସିଏମସି ଟିମ ତାଗିଦ କରିବା ସହ ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି।

Baliyatra
ମନ ମୋହୁଛି ‘କଟକ ଇନ୍‌ କଟକ’ ! ଚାଳଘର-ମାଛପୋଖରୀ-ଭାଗବତ ଟୁଙ୍ଗି ଦେଖି ଲୋକେ ଖୁସ୍

କଟକ ଇନ୍ କଟକରେ ଗ୍ରାମ୍ୟ ପରିବେଶ । ଛୋଟ ପିଲାଙ୍କୁ ଦେଉଛି ନିଆରା ଅନୁଭୂତି ।

Special arrangement for cuttack baliyatra
କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି କି ? ଛୋଟ ପିଲାଙ୍କ ପକେଟ୍‌ରେ ଫୋନ୍‌ ନମ୍ବର ରଖିବାକୁ ପରାମର୍ଶ...

ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।

Balijatra stands as a witness of Odisha’s boat trade
BaliJatra 2023: ଉତ୍କଳୀୟ ନୌବାଣିଜ୍ୟର ମୁକସାକ୍ଷୀ ଭାବେ ଠିଆ ହୋଇଛି ବାଲିଯାତ୍ରା

ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।

When and why did Balijatra start in Cuttack
Balijatra 2023: କଟକରେ କେବେ ଓ କାହିଁକି ଆରମ୍ଭ ହେଲା ବାଲିଯାତ୍ରା; କ’ଣ କୁହେ ଲୋକମତ ଆଉ ଇତିହାସ

କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…

Balijatra
କାହିଁକି ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା ?

ଆଗାମୀ ଦିନରେ ସଂସଦରେ ଏ ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ମେୟର ।