• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Balijatra

Balijatra
ଗେଟ-ଲେଜର ସୋ-ସବୁଜ ବାଣ ଫୁଟାଇବାରେ ହୋଇଛି ବଡ଼ ଲୁଟ !

ଗେଟ, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ ହୋଇଥିବା ମୋକିମ୍ ଅଭିଯୋଗ କରିଛନ୍ତି।

Mahatma Gandhi Statue
ଗାନ୍ଧି ବେଶରେ ଭିକ୍ଷାବୃତ୍ତି କେତେ ଗ୍ରହଣୀୟ?

ବାଲିଯାତ୍ରାରେ ଗାନ୍ଧି ବେଶ ଧାରଣ କରି ଭିକ୍ଷାବୃତ୍ତି କରିବା କେତେ ଗ୍ରହଣୀୟ?

Balijatra
ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳ ମାଳ ଦୁର୍ନୀତି ? 

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି ।

Balijatra
ବାଲିଯାତ୍ରାରେ ମହାଦୁର୍ନୀତି ! ବାଉଁଶ ଓ କାଗଜ ବୋର୍ଡ ତୋରଣର ମୂଲ୍ୟ ୧୬ ଲକ୍ଷ

ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ..

Fish Net
ଜମୁଛି କଟକ ବାଲିଯାତ୍ରା; କୋଲକାତା ମାଛଜାଲର ସ୍ୱତନ୍ତ୍ର ଚାହିଦା

ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ ।

Tatoo Trend
ବାଲିଯାତ୍ରାରେ ଟାଟୁର କ୍ରେଜ୍; ବିଭିନ୍ନ ଡିଜାଇନର ଟାଟୁ ତିଆରୁଛନ୍ତି ଟାଟୁଶିଳ୍ପୀ

ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର ।

BaliJatra
ମାଛ ଆମ୍ୱିଳ ସହ ବରା, ତା ସହ ପୁଣି ବୋତଲ ପ୍ୟାକିଂ ଟଙ୍କ ତୋରାଣି ..

ବରା ତ ଖାଇଥିବେ ହେଲେ କେବେ ମାଛ ଆମ୍ବିଳ ସହ ବରା ଖାଇଛନ୍ତି? ଟଙ୍କ ତୋରାଣି ତ ପିଇଥିବେ ହେଲେ ବୋତଲରେ ପ୍ୟାକିଂ ହେବା କେବେ ଦେଖିଛନ୍ତି ?

Dry Fish
ବାଲିଯାତ୍ରାରେ ଭେରାଇଟି ଶୁଖୁଆ; ଗ୍ରାହକଙ୍କ ପସନ୍ଦ ଇଲିସି, ଖଅଙ୍ଗା, ଚିଙ୍ଗୁଡ଼ି ଶୁଖୁଆ

ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ ।

Tea Stall
ବାଲିଯାତ୍ରାରେ ଗବ୍ବର ସିଂ ଚାଏର ମଜା; ନାଁ ଯେମିତି ଭିନ୍ନ, ସ୍ୱାଦ ବି ଭିନ୍ନ

ଜମୁଛି କଟକର ଐତିହାସିକ ମେଳା । ଦିନ ଗଡ଼ିବା ସହ ମେଳାରେ ବଢ଼ି ବଢ଼ି ଚାଲିଛି ଭିଡ ।

Balijatra
ବାଲିଯାତ୍ରା: ଚା ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ

ବାଲିଯାତ୍ରାରେ ଗବ୍ବର ସିଂ ଚାଏର ମଜା। ଶୀତୁଆ ପାଗରେ ଜମୁଛି ଗବ୍ବର ଚା। ଚା ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ। ନାଁ ଯେମିତି ଭିନ୍ନ, ସେତିକି ଅଧିକ ସ୍ୱାଦ ।

BALI JATRA
ବାଲିଯାତ୍ରାରେ କାମ କରୁନି ଇଣ୍ଟରନେଟ୍, ଲାଗୁନି କଲ...

ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Pitha
ବାଲିଯାତ୍ରାରେ ଭଳିକି ଭଳି ପାରମ୍ପରିକ ପିଠା; ଆରିସା, ମଣ୍ଡା,ଚକୁଳି ଆହୁରି କେତେ କ’ଣ...

ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।

Balijatra 2023
ଜମୁଛି କଟକ ବାଲିଯାତ୍ରା; ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ ସାଙ୍ଗକୁ ମିଳିବ ଗାଁର ଅନୁଭୂତି

ଜମୁଛି କଟକ ବାଲିଯାତ୍ରା । ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।

Aquarium
ବାଲିଯାତ୍ରା ଆସନ୍ତୁ ସମୁଦ୍ର ତଳେ ବୁଲନ୍ତୁ, ରଙ୍ଗୀନ ମାଛ-କୁନି ସାର୍କ-ଜେଲି ଫିସ୍ ଲାଇଭ ଦେଖନ୍ତୁ

ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ ।

Balijatra Wastefood
ଯୋଉଠି ବାସି ଆଉ ଖରାପ ଖାଦ୍ୟ ଦେଖିଲେ, ସବୁ ଫିଙ୍ଗିଲେ

ବ୍ୟବସାୟୀଙ୍କୁ ସିଏମସି ଟିମ ତାଗିଦ କରିବା ସହ ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି।

Baliyatra
ମନ ମୋହୁଛି ‘କଟକ ଇନ୍‌ କଟକ’ ! ଚାଳଘର-ମାଛପୋଖରୀ-ଭାଗବତ ଟୁଙ୍ଗି ଦେଖି ଲୋକେ ଖୁସ୍

କଟକ ଇନ୍ କଟକରେ ଗ୍ରାମ୍ୟ ପରିବେଶ । ଛୋଟ ପିଲାଙ୍କୁ ଦେଉଛି ନିଆରା ଅନୁଭୂତି ।

Balijatra stands as a witness of Odisha’s boat trade
BaliJatra 2023: ଉତ୍କଳୀୟ ନୌବାଣିଜ୍ୟର ମୁକସାକ୍ଷୀ ଭାବେ ଠିଆ ହୋଇଛି ବାଲିଯାତ୍ରା

ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।

When and why did Balijatra start in Cuttack
Balijatra 2023: କଟକରେ କେବେ ଓ କାହିଁକି ଆରମ୍ଭ ହେଲା ବାଲିଯାତ୍ରା; କ’ଣ କୁହେ ଲୋକମତ ଆଉ ଇତିହାସ

କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…

Balijatra
କାହିଁକି ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା ?

ଆଗାମୀ ଦିନରେ ସଂସଦରେ ଏ ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ମେୟର ।

Balijatra
ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ...

ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି। 

Balijatra
ଏଥର ବାଲିଯାତ୍ରାରେ ରେକର୍ଡ ସଂଖ୍ୟାରେ ବେପାର

ଦେଶୀ ସାମଗ୍ରୀରୁ କାଶ୍ମୀର ଶଲ୍ । ହାତ ତିଆରି ମାଣିଆବନ୍ଧ ଶାଢିରୁ ବନାରସୀ ପାଟ । ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଛି ବାଲିଯାତ୍ରାରେ । ସେଥିପାଇଁ ତ ଏଥର ଜମିଛି ନାହିଁ ନଥିବା ଭିଡ । ବ୍ୟବସାୟ ହେଉ ଅବା ଗ୍ରାହକଙ୍କ ଗହଳି ।

Balijatra
ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ, ୧୦ ଦିନରେ ୨ଶହ କୋଟି ବ୍ୟବସାୟ..!

ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ ।

Balijatra
ବାଲିଯାତ୍ରା: ଦୋଳି ପାଇଁ ଜମୁଛି ଗହଳି

ଭୟରେ ବି, ଖୁସିରେ ବି । ଏ ମଜା ଥରେ ଯିଏ ପାଇଛି, ସେ ଦୋଳି ପ୍ରେମରେ ପଡ଼ିଛି ।

Cuttack Baliyatra 2022
ଐତିହ୍ୟ ଓ ସଂସ୍କୃତିର ରୂପାୟନ-ବାଲିଯାତ୍ରା

ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।

BJD Corporators create ruckus at CMC meeting
CMC ମିଟିଂରେ ବିଜେଡି କର୍ପୋରେଟରଙ୍କ ହୋ ହାଲ୍ଲା, ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ...

ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ।