• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ ଅଭିଯୋଗ । ଗତକାଲି ସୁବାସଙ୍କ ଫେସବୁକ୍ ଷ୍ଟାଟସ୍ ରେ ଏକ ଅଶ୍ଲୀଳ ପୋଷ୍ଟ୍ ସେୟାର କରାଯାଇଥିଲା । ଏହାକୁ ନେଇ ନାନା ଚର୍ଚ୍ଚା ଭିତରେ ପୁରା ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସୁବାସ । ତାଙ୍କ ଫେସବୁକ୍ ହ୍ୟାକ୍ ହୋଇଯାଇଥିଲା । ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।