• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Balijatra
ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ...

ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି। 

Kali Puja
Kali Puja 2023: ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ହେବ ପୂଜାର୍ଚ୍ଚନା

ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।

ATM Van
ଫିଲ୍ମ ଷ୍ଟାଇଲରେ ATM ଭ୍ୟାନ୍ ଅଟକାଇଲେ, ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଉଠାଇନେଲେ

ମୁଖାପିନ୍ଧି ଆସିଲେ, ଟଙ୍କା ଟ୍ରଙ୍କ ଧରି ଚମ୍ପଟ ମାରିଲେ । ATM ଭ୍ୟାନ୍ କୁ ରାସ୍ତାରେ ଅଟକାଇ ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ ।

EV Scooters Fires
ହୁ ହୁ ହୋଇ ଜଳିଗଲା ଇଭି ଗାଡ଼ି ସୋ’ ରୁମ୍

ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି ।

ATM Van Lootera
ATM ପହଞ୍ଚିବା ପୂର୍ବରୁ ଲୁଟ୍‌; ବନ୍ଧୁକ ମୁନରେ ଲୁଟି ନେଲେ ଦେଢ଼ କୋଟି ଟଙ୍କା

କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Firecrackers
ଦୀପାବଳି ପାଇଁ ବାଣକୁ ନେଇ ଦ୍ୱନ୍ଦ୍ୱ; ଗ୍ରୀନ୍ କ୍ରାକର୍ କ'ଣ... ଚିହ୍ନିବେ କେମିତି ?

ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।

Ollywood
ବୈଠକକୁ ଆସିଲେନି ମନୋଜ; ନିରାଶ ହେଲା OFDC

ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ।

Father and step mother arrested for assaulting minors in Athagarh
ବନ୍ଧାହେଲେ ବାପା, ସାବତ ମା’...ସାମାନ୍ୟ ବିସ୍କୁଟ ପାଇଁ ପିଲାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ

ଭାଇ,ଭଉଣୀଙ୍କୁ ନିର୍ଯାତନା ଘଟଣାରେ ବାପା ଓ ସାବତ ମା’ଙ୍କୁ ପୋଲିସ୍‌ ଗିରଫ କରିଛି । ବିସ୍କୁଟ ଖାଇଦେଲେ ବୋଲି ଭାଇ, ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସାବତ ମା’ ।

Cuttack in Cuttack lies in defunct condition
ବର୍ଷେ ନପୁରୁଣୁ ବଦଳିଗଲା ଚିତ୍ର: ବାଲିଯାତ୍ରାରେ ଆକର୍ଷଣ ସାଜିଥିଲା କଟକ ଇନ୍‌ କଟକ, ହେଲେ ଆଜି ଜରାଜୀର୍ଣ୍ଣ...

ଗତବର୍ଷ ବାଲିଯାତ୍ରା ସମୟରେ କଟକ ଇନ୍‌ କଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାକୁ ନବବଧୂ ଭଳି ସଜା ଯାଇଥିଲା । ହେଲେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ । 

ଶ୍ରୀହୀନ ଚୌଦ୍ବାର
ହଜିବାକୁ ବସିଲାଣି ଚୌଦ୍ୱାର ଶିଳ୍ପାଞ୍ଚଳ; OTMରେ ଝୁଲୁଛି ତାଲା

ଓଟିଏମରେ ତାଲା, କାଗଜ କଳରେ ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା ।

Stepmom Brands Minor
ସୈତାନ ହେଲା ସାବତ ମା’; ଥରଥର ଓଠରେ ନିର୍ଯାତନାର କାହାଣୀ ବଖାଣିଲେ ଭାଇ-ଭଉଣୀ

ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି।

Ram Pathara
କେନାଲରେ ଭାସୁଥିଲା ପଥର, ଲୋକେ କାଢ଼ି ଆଣି କରୁଛନ୍ତି ପୂଜାର୍ଚ୍ଚନା...

କେନାଲରେ ପଶି ପଥରକୁ ବାହାରକୁ ଆଣିଲେ । ତାପରେ ଦେଖିଲେ ସତରେ ଏଇ ପଥରଟି ଭାସୁଛି । ତାପରେ ଆରମ୍ଭ ହେଲା ପୁଜାର୍ଚ୍ଚନା ।

ଅବହେଳିତ ଅବସ୍ଥାରେ ସ୍ମୃତି
ସେ ଗୀତିନାଟ୍ୟର ସମ୍ରାଟ, ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଜୀବନ ସମର୍ପିତ

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।

Swarup Nayak Funeral
ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁଖାଗ୍ନି ଦେଲେ ବଡ଼ ଝିଅ ନିବୃତ୍ତି ନାୟକ ।

Odia Music Director Swaroop Nayak
ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ।

Plot Booking To Begin For Cuttack Baliyatra From Oct 30
ଆସନ୍ତା ୩୦ରୁ କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।

Anubhav Vs Manoj
ମନୋଜ-ଅନୁଭବ କଳି ! ଓଲିଉଡ୍ ବାଦ୍ ବ୍ୟକ୍ତିଗତ ପ୍ରସଙ୍ଗ ନେଇ ମୁହାଁମୁହିଁ

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ଓଲିଉଡ୍ ଦୁଇଫାଳ । ତେଜିବାରେ ଲାଗିଛି ଓଲିଉଡ୍ କଳାକାରଙ୍କ କଳି ।

Moquim, Congress MLA
‘ମୋ ଉପରୁ ଖୁବଶୀଘ୍ର ନିଲମ୍ବନ ହଟିବ, ମୁଁ କଂଗ୍ରେସ ଟିକଟରୁ ଲଢ଼ିବି’

କାଲି କଟକରେ ପିସିସି ସଭାପତି- ମୋକିମ୍‌ଙ୍କମଧ୍ୟରେ ହୋଇଥିଲା ଭେଟ।

Cuttack Collector
ବଦଳିଲେ କଟକ ଜିଲ୍ଲାପାଳ, କାହାକୁ ମିଳିଲା ନୂଆ ଦାୟିତ୍ୱ ?

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର

Durga Puja 2023
ଧରାପୃଷ୍ଠରୁ ବିଦାୟ ନେଲେ ମହିଷାମର୍ଦ୍ଦିନୀ; କଟକ ଓ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ

ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି ।

Goddess Durga immersion ceremony
ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି...

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି ।

Vijayadashami celebrated with great fanfare across India
ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।

commissionerate police issued traffic guidelines for cuttack durga puja bhasani
କଟକରେ ଦୁର୍ଗାପୂଜା ଭସାଣି: ଆସିଲା ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ...

ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । 

Puja Mandap
ପୂଜା ପେଣ୍ଡାଲରେ ମାତିଛନ୍ତି କୁନି ଲୁଟେରା ! ୨୦ରୁ ଅଧିକ ମଣ୍ଡପରେ ପକେଟ୍‌ମାର...

ବିହାରୀ ଓ ଝାଡଖଣ୍ଡି ଗ୍ୟାଙ୍ଗର ୨୬ ଅଟକ । ଛୋଟ ପିଲାଙ୍କ ସହ ଗ୍ୟାଙ୍ଗରେ ଶହେରୁ ଅଧିକ ସଦସ୍ୟ ।

Puja Mandap
ଧରାପୃଷ୍ଠରେ ପୂଜା ପାଉଛନ୍ତି ଶକ୍ତି ସ୍ୱରୂପିଣୀ, ପୂଜା ମଣ୍ଡପରେ ଦହି ପଖାଳ-ମାଛ ଭୋଗ

କନ୍ୟାରତ୍ନଙ୍କୁ ପୂଜି ପୁଣ୍ୟ ଅର୍ଜିଲେ ବ୍ରତଧାରୀ । ସନ୍ଧ୍ୟାରେ ପୂଜା ପେଣ୍ଡାଲରେ ଅସମ୍ଭବ ଭିଡ଼ ।