• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Metro Rail Project

୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ
Bhubaneswar Metro: '୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ, ପ୍ରତ୍ୟେକ ଦିନ ୯୫ ହଜାର ଲୋକଙ୍କ ପାଇଁ ଯାତାୟତ ସୁବିଧା'

ଏହି ପ୍ରକଳ୍ପରେ ପ୍ରଥମେ ୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ । ମେଟ୍ରୋ ପ୍ରକଳ୍ପରେ ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ।

Bhubaneswar Metro Rail Project
Bhubaneswar Metro Rail Project: ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର; ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, କିଣାଯିବ ୧୩ଟି ଟ୍ରେନ୍

ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ।

Bhubaneswar Metro Rail Project
Bhubaneswar Metro Rail Project: ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, ପ୍ରତି ୧୦ ମିନିଟ୍‌ରେ ଲୋକଙ୍କ ପାଖରେ ଟ୍ରେନ୍‌

ମେଟ୍ରୋ ଟ୍ରେନ୍‌ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ହୋଇଛି ।

Metro Rail Project
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମାଟି ପରୀକ୍ଷଣ, ବିମାନବନ୍ଦରରୁ ତ୍ରିଶୁଳିଆକୁ ଗଡିବ ମେଟ୍ରୋ

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।

Metro Rail
୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ମେଟ୍ରୋ ରେଳ

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି ।

Metro Rail Project
୪ ବର୍ଷ ଭିତରେ ମେଟ୍ରୋରେ ଯିବେ ଟ୍ୱିନସିଟି ବାସିନ୍ଦା

ବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଲାଗି ପଡ଼ିଲା ଭିତ୍ତିପ୍ରସ୍ତର। ଆଜି ନୂଆବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସକାଳୁ ଭୁବନେଶ୍ୱର ବିମାନବନ୍ଦରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପରେ ରୋଡ୍ ସୋ’ କରି ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ବାରଙ୍ଗ ନିକଟସ୍ଥ ରତାଗଡ଼ ଲେଙ୍କାସାହିରେ ।

Metro Rail Project
୪ ବର୍ଷ ଭିତରେ ମେଟ୍ରୋରେ ଯିବେ ଟ୍ୱିନସିଟି ବାସିନ୍ଦା, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ଦୀର୍ଘ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ ।

Metro Rail
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୪ ବର୍ଷ ଭିତରେ ଏହି ମେଟ୍ରୋ ପ୍ରକଳ୍ପ କାମ ସରିବ ଓ ଆଗାମୀ ଦିନରେ ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Metro Train
ତ୍ରିଶୂଳିଆ ନୁହେଁ କଟକ ବସଷ୍ଟାଣ୍ଡ ଯାଏ ଗଡ଼ିବ ମେଟ୍ରୋ

ତ୍ରିଶୂଳିଆ ନୁହେଁ, ଆଉ ଟିକେ ଆଗକୁ, ଅର୍ଥାତ୍ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।

Bhubaneswar metro project,
ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ MOU ସ୍ୱାକ୍ଷର

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବ୍ୟୟ ହେବାକୁ ଥିବା ୬ ହଜାର ୨ ଶହ ୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।

Bhubaneswar Metro Rail
ନୂଆ ବର୍ଷରୁ ମେଟ୍ରୋ କାମ, ୪ ବର୍ଷରେ ସରିବ ପ୍ରକଳ୍ପ !

ଆଜି ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପାଣ୍ଡିଆନ ।

Metro Rail Project
ଜାନୁଆରୀ ୧ ରେ ମେଟ୍ରୋ ଟ୍ରେନ୍ ଶିଳାନ୍ୟାସ

ଜାନୁଆରୀ ୧ରେ ମେଟ୍ରୋ ରେଲ୍‌ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Metro Rail Project
କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ..ଦିନକ ପରେ DPR ଦେଲେ ସରକାର

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।

Metro rail project
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର

ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ
ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହେଲା ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର

Kochi Water Metro
ଆରମ୍ଭ ହେଲା ଦେଶର ପ୍ରଥମ ୱାଟର ମେଟ୍ରୋ : ଜାଣନ୍ତୁ କ’ଣ ସ୍ୱତନ୍ତ୍ର ସୁବିଧା ମିଳିବ ?

୧୦ ଦ୍ୱୀପକୁ ସଂଯୋଗ କରିବ ୱାଟର ମେଟ୍ରୋ . . .ସୁଲଭ ମୂଲ୍ୟରେ ନିରାପଦ ଯାତ୍ରା ସହ ଏଭଳି ୱାଟର ମେଟ୍ରୋ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହେବ ।

The Kochi Water Metro
ଯାତାୟତକୁ ସରଳ କରିବାକୁ ବ୍ୟବସ୍ଥା, କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ

କେରଳର କୋଚି ସହରରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ। ଆସନ୍ତା ୨୫ ତାରିଖରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ଜାମ୍ମୁ, ଶ୍ରୀନଗର ଓ ଗୋରଖପୁରରେ ବି ଚାଲିବ ୱାଟର ମେଟ୍ରୋ ...

Bbsr Metro
ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍

ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍‌ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।

Metro Train
ଟ୍ୱିନ୍‌ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ୍‌

ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।

modi in metro
କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍‌ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।