• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Medical

Orissa HC
ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ: ହାଇକୋର୍ଟ

ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ ।

Hitech Medical Case
ପରିବାର ଲୋକେ ଚିହ୍ନି ପାରିଲେନି, ଆମର କ’ଣ ଭୁଲ- ହାଇଟେକ

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ ନେଇ ତୁମ୍ବିତୋଫାନ ପରେ ନିଜ ଉପରୁ ଦୋଷ ଛଡ଼ାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Hitech Medical Case
'ଆମକୁ ଆମ ପୁଅ ଦିଅ .. କୁଆଡ଼େ ଗଲା ଆମ ପୁଅ ..'

ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି ।

Hitech Medical Case
ବଞ୍ଚିଛନ୍ତି ଦିଲ୍ଲୀପ, ପ୍ରେସମିଟ କରି ସୂଚନା ଦେଲେ ମେଡ଼ିକାଲ କର୍ତ୍ତୃପକ୍ଷ

ଜୀବିତ ଅଛନ୍ତି ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ପ୍ରେସମିଟ୍‌ । ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ପ୍ରେସମିଟ କରି କହିଲେ ମେଡ଼ିକାଲ କର୍ତ୍ତୃପକ୍ଷ । ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି ବୋଲି ସୂଚନା ।

Health Issue
ଖତ ଖାଉଛି ମହାପ୍ରୟାଣ ଗାଡ଼ି, ମୃତଦେହ ନେବାକୁ ହନ୍ତସନ୍ତ ସଂପର୍କୀୟ

ଗରିବ ରୋଗୀଙ୍କ ପାଇଁ ସରକାରଙ୍କ କାହିଁରେ କେତେ ଯୋଜନା । ମେଡିକାଲରୁ ମୃତଦେହ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ । ହେଲେ କଟକ ସହରରେ ଏହି ଯୋଜନା ଏବେ କୋମା ଅବସ୍ଥାରେ ।

Disturbance in Medical
ଓମସା ପକ୍ଷରୁ ଆନ୍ଦୋଳନ ଜାରି, ଜିଦରେ ଅଟଳ କାର୍ଯ୍ୟରତ ଡାକ୍ତର

କେନ୍ଦ୍ରାପଡ଼ା ଜିଲ୍ଲାରେ ଜଟିଳ ହେବାରେ ଲାଗିଛି ଡାକ୍ତର ବନାମ ପୋଲିସ ବିବାଦ । ଓମସା ପକ୍ଷରୁ ୩ ଦିନ ହେଲା ପୋଲିସକୁ ଅସହଯୋଗ କରିବା ସହ କଳା ବ୍ୟାଜ୍ ପରିଧାନ କରି ଡ୍ୟୁଟି କରୁଛନ୍ତି । ଅଭିଯୁକ୍ତ ମାନଙ୍କ ଇଞ୍ଜୁରୀ ରିପୋର୍ଟ ଦେବାକୁ ପୋଲିସକୁ ସିଧା ମନା କରି ଦେଇଛନ୍ତି ଆନ୍ଦୋଳନରତ ଡାକ୍ତର ।

Health System
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ରାଜଧାନୀ ଉପକଣ୍ଠ ମେଡିକାଲରେ ନାହାନ୍ତି ଡାକ୍ତର

ନିର୍ଭର କରୁଛନ୍ତି ୬ ପଞ୍ଚାୟତର ୫୦ ହଜାର ଲୋକେ । ବିପଦଶଙ୍କୁଳ ପାଲଟିଲାଣି ଡାକ୍ତରଖାନା କୋଠା ।

Kota Suicide
ଶିକ୍ଷାର ସହରରେ କିଏ ବୁଣୁଛି ମୃତ୍ୟୁର ବୀଜ...କାହିଁକି କୋଟାରେ ବଢୁଛି ଆତ୍ମହତ୍ୟା...?

କୋଟାରେ ବଢ଼ି ଚାଲିଛି ଛାତ୍ର ଆତ୍ମହତ୍ୟା। ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ .. ?

Mukhyamantri Medhabi Chhatra Protsahan Yojana
ପୂରଣ ହେବ ଗରିବ ST/SC ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ! ମାଗଣାରେ ପାଠପଢ଼ିବେ ମେଡିକାଲ-ଇଂଜିନିୟରିଂ

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।

Student Suicide
ସ୍କୁଲ ଯିବାକୁ କହିବାରୁ ବିଷ ପିଇଲା ଛାତ୍ରୀ

ସ୍କୁଲ ଯିବାକୁ ବାଧ୍ୟ କରିଥିଲେ ପରିବାର ଲୋକ।