ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।
ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ ।
କାହିଁକି ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ? ଗୋପାଳର ବଡ଼ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ।
ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରୁଛି କ୍ରାଇମ୍ବ୍ରାଞ୍ଚ ।
ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।
ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।
ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ ।
ବନ୍ଦ ପଡ଼ିଛି ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍। ହସ୍ପିଟାଲ୍ ନିର୍ମାଣ କାମ ଶେଷ ହେବାର ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଲାଣି। କୋଭିଡ୍ ସ୍ଥିତି ସମୟରେ ଏହି ହସ୍ପିଟାଲ୍ କାର୍ଯ୍ୟକାରୀ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ସେଥିରେ ଥିବା ବହୁ ସରଞ୍ଜାମ ନଷ୍ଟ ହେବାକୁ ବସିଲାଣି।
କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।
ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।
ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶାର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।
ଗଡ଼ାଣିରେ ଧରିଲାନି ବ୍ରେକ୍। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।
ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲ୍ର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସ୍ପେଣ୍ଡ୍ କରାଯାଇଛି। ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସକୁ ଆସନ୍ତି ତା’ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।
ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।
ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ ।
ଏହି ମେଡିକାଲରେ ରୋଗୀଙ୍କୁ କେବଳ ଭଗବାନ ଭରସା ।
ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍ କରାଯାଇଛି। ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।
ଟାଟା କମ୍ପାନୀର ବିଚିତ୍ର ବିଲ୍। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍..ମାସ ଶେଷକୁ ବିଲ୍ ଆସୁଛି ଦେଢଲକ୍ଷ..
ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି ।
କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ
୫ ଗିରଫ, ୩ କୋର୍ଟ ଚାଲାଣ, ୨ ଗଲେ ସୁଧାର ଗୃହ । ଦେଖଣାହାରୀ ଝିଅ ବିରୁଦ୍ଧରେ ବି ହେବ କାଯର୍ୟାନୁଷ୍ଠାନ ।