ନୂଆବର୍ଷ ଆସିଲେ ପିକନିକ୍ ପାଇଁ ଗାଁ ବାହାରକୁ ସିନା କେହି ଯାଆନ୍ତି ନାହିଁ । ହେଲେ ଏହି ସ୍ମୃତିସ୍ଥମ୍ଭ ଠାରେ ପୂଜାର୍ଚ୍ଚନା କରି ସେମାନଙ୍କ ସ୍ମୃତିରେ ଫୁଟବଲ ଖେଳ ଅନୁଷ୍ଠିତ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ଏବେର ପୀଢ଼ି ମନେପକାଇ ଏହି ଦିନ କେହି କୁଆଡେ ନଯିବାକୁ ପ୍ରତିଜ୍ଞା କରିଥାନ୍ତି।
ନୂଆବର୍ଷ ନେଇ ଆସିଛି ନୂଆ ଆଶା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠକୁ ଛୁଇଁ ସାରିଛି। ଭକ୍ତମାନେ ସେମାନଙ୍କ ଆଗାମୀ ଜୀବନକୁ ସୁଖମୟ କରିବା ନେଇ ଭଗବାନ ଶିବଙ୍କୁ ପ୍ରାର୍ଥନା ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ ଜମେଇଛନ୍ତି।
ଆଉ କିଛି ସମୟ ପରେ ଆମ ଗହଣରୁ ବିଦାୟ ନେବ ବର୍ଷ ୨୦୨୨। ପଦାର୍ପଣ କରିବ ୨୦୨୩। ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଲାଗି ରହିଛି ଉତ୍ସାହ, ଆନନ୍ଦର ପରିବେଶ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।
ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ
ଇଲୋ ବାପୋଲ...କେତେ ଖୁସି? ଖାଲି ତ ଅନଲାଇନ୍ରେ ଧମାଧମ୍ ଯାଉଛି...କାହାକୁ ହଜାରେ ତ କାହାକୁ ୩ ହଜାରିଆ ଖୁସି... ଇଲେକ୍ସନକୁ ବିରୋଧୀ ଜଗନ୍ତୁ ବାଟରେ, କିନ୍ତୁ ଆମ ନବୀନ ବାବୁଙ୍କ ଟଙ୍କା ପହଞ୍ଚିଲାଣି ହିତାଧିକାରୀଙ୍କ ଖାତାରେ...