5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।
ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି ବିଧାୟକ ।
ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।
ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।
ଗଞ୍ଜାମ ଭେଟନଇ-ଭେଜିପୁଟ ରାସ୍ତାରେ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଓ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ସୂଚନା ।
ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ।
ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି।
ଦୀପିକାଙ୍କ ୩ ବର୍ଷର ଲଢ଼େଇରେ ଆସିଲା ବଡ଼ ଟୁଇଷ୍ଟ । ତାଙ୍କ ଗର୍ଭଜାତ ସନ୍ତାନ ଦିନେଶଙ୍କ ବୋଲି ଦର୍ଶାଇଲା DNA ରିପୋର୍ଟ । ଦିନେଶ ଏବେ ଆପଣାଇବେ ନା ଚାଲିବ ଆଇନଗତ ଲଢ଼େଇ ?
କୋର୍ଟ ଏବଂ ଓକିଲଙ୍କ ଆବଶ୍ୟକତା ଅନୁଯାୟୀ ରିପୋର୍ଟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଏପଟେ ଦେଶୀ ବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସାମନାରେ ଦୀପିକା ପୁଣି ଧାରଣା ଦେଇଛନ୍ତି ।
ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ।
ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ ।
ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସନ୍ତୋଷ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ।
ଭାଙ୍ଗିଗଲା ସ୍ୱପ୍ନ..ଚାଲିଗଲା ଜୀବନ..ପ୍ରେମିକ ପାଲଟିଲା ସୈତାନ୍
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।
୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ ।
୨୫ ବର୍ଷ ପୂର୍ବରୁ ଘଟିଥିଲା ହତ୍ୟାକାଣ୍ଡ ,ଏବେ ଏହି ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ହୋଇଛି ।
ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ।
ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।
ରୋଗୀଙ୍କ ଜୀବନ ସହ ଖେଳ। ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । ସେ +୨ ପାଠ ପଢ଼ି ମେଡିସିନ୍ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ।
ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ?
ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ ।
ଥିଲେ ଥିଲେ ଏକା ସାଙ୍ଗରେ ବାହୁଦା ନଈରେ ଏତେ ମାଛ ମଲେ କେମିତି? କିଏ ଔଷଧ ପକାଇ ମାରିଦେଲା ନା ଆଉ ଅନ୍ୟ କାରଣ ରହିଛି? ଜାଣନ୍ତୁ କଣ ଥିଲା ପୂରା ଘଟଣା।
ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ ।
ବ୍ରହ୍ମପୁର ରେଲ୍ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍ରୁ ବାହାରି ଆସିଥିଲେ।