• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Berhampur

Berhampur SP
ସରକାରୀ ବସ୍‌ ଡ୍ରାଇଭରର ବେପରୁଆ ଡ୍ରାଇଭିଂ ପାଇଁ ଦୁର୍ଘଟଣା ହୋଇଛି: ଏସ୍‌ପି

ଉଭୟ ଡ୍ରାଇଭରଙ୍କ ମଦ୍ୟପାନ ଟେଷ୍ଟ ହୋଇଛି, ଉଭୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସରକାରୀ ବସ ଡ୍ରାଇଭରର ଦ୍ରୁତ ଗତି ଓ ଆଖି ପଡ଼ିବା ଯୋଗୁଁ ଏହା ହେବା ସହ ବେପରୁଆ ଗାଡ଼ି ଚାଳନା ପାଇଁ ଡ୍ରାଇଭରକୁ ୩୦୪ ଦଫାରେ ଗିରଫ କରାଯାଇଛି ।

Berhampur Accident
ଅଧା ରାସ୍ତାରେ ଛକିଥିଲା ଯମ...ନେଇଗଲା ଶାଳୀଙ୍କ ସହ ୧୦ ଜଣଙ୍କ ଜୀବନ

ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍‌ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ

Bus Tragedy
ବାହାବେଦୀ ପାଖରେ ଆଜି ବନ୍ଧା କୋକେଇ

ଲୁହରେ ଭିଜିଲା ଖଣ୍ଡଦେଉଳି ଗାଁ, ଏକାଠି ଜଳିଲା ୩ ଜୁଇ । ଅକସ୍ମାତ୍ ଅଫେରା ରାଇଜର ପଥିକ ହୋଇଗଲେ ୧୧ ଆତ୍ମିୟ ।

Bus Tragedy
ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ ।

accident
ନିଷ୍ଠୁର ମୃତ୍ୟୁ, ହାତଗଣ୍ଠି ଫିଟାଇବା ପରେ ସବୁ ଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ...

ହସଖୁସିର ସଂସାରକୁ ସତେ ଯେମିତ କାହାର ନଜର ଲାଗିଗଲା । ଭଉଣୀ ବିବାହ ସାରି ଘରକୁ ଫେରୁଥିବା ବେଳେ ଚାଲିଗଲା ସାନ ଭଉଣୀ ।

Narendra Modi
ଦିଗପହଣ୍ଡି ଦୁର୍ଘଟଣା : ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଘୋଷଣା ହୋଇଛି ।

accident
ଦିଗପହଣ୍ଡି ଦୁର୍ଘଟଣା : ପୂର୍ବତନ ସାଂସଦଙ୍କ ୧୧ ସମ୍ପର୍କୀୟ ମୃତ, ଗାଁରେ ଶୋକାକୁଳ ପରିବେଶ

ଦୁର୍ଘଟଣାରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ସମ୍ପର୍କୀୟଙ୍କ ମୃତ୍ୟୁ । ଖଣ୍ଡଦେଉଳି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

accident
‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

ଅଳ୍ପକେ ବର୍ତ୍ତିଛନ୍ତି ବସର ଡ୍ରାଇଭର୍ । କହିଲେ, ସିଏ ଖୁବ୍ ଜୋରରେ ଆଣି ଲେଫ୍ଟରୁ ପିଟିଲା ।

murder
ଚାଞ୍ଚଲ୍ୟ : ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା !

ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ।

Berhampur Bus Stand
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି !

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।

medical student
କିପରି ଓ କେଉଁ ପରିସ୍ଥିତିରେ ହେଲା ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ?

MKCG ଚର୍ମ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ହଇଚଇ । ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ ।

 medical student dies
ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର MKCG ପିଜି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି

Mother And Daughter Die After Being Hit By Train
ଟ୍ରେନ୍‌ରେ କଟିଗଲେ ମା’,ଝିଅ...ହସ୍ପିଟାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ

ଟ୍ରେନ୍‌ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍‌ପି ଥାନା ଅଞ୍ଚଳରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।

Odisha Power Cut
ବିଜୁଳି ଯନ୍ତ୍ରଣାରେ ଛଟପଟ ସାରା ରାଜ୍ୟ, ଶକ୍ତିମନ୍ତ୍ରୀଙ୍କ ସଭାରେ ବି କଟିଲା ଲାଇନ

ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।

Newborn baby boy abandoned by parents in hospital toilet rescued
୪ ଦିନର ଶିଶୁକୁ ମେଡିକାଲ ଲାଟ୍ରିନରେ ଛାଡ଼ି ପଳାଇଲେ ବାପା-ମାଆ

ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା। 

Child Issue
ଛୁଆ ଗୋଟିଏ..ଦାବିଦାର ୨

ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା

Luxurious Auto
ମାର୍କେଟ୍‌ରେ କମ୍ପିଟିସନ୍‌ ବଢ଼ିଛି, ତେଣୁ କୁଲର-ଟିଭି-ଫ୍ୟାନ୍ ସବୁ ଲାଗିଛି

ପ୍ରବଳ ଖରା ଓ ଝାଂଜି ପବନ ହେଉଥିବାରୁ ଦେଶୀ ଯୁଗାଡ଼ରେ ଅଟୋରେ କୁଲର୍ ଲଗାଇଛନ୍ତି ଜିତେନ୍ଦ୍ର ।

Bahanaga Train Tragedy
Train Tragedy: ଦେବଦୂତ ରାଜୀବ ! ସେବା କରିବାକୁ ଧାଇଁ ଆସିଲେ ୪୦୦ କିଲୋମିଟର

ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ

Mother files FIR against woman after 4 years for allegedly stealing baby son in Berhampur
କିଏ କହୁଛି ସତ ? ୪ ବର୍ଷର ଛୁଆକୁ ନେଇ ଜନ୍ମ କଲା ମାଆ ଓ ପାଳିତା ମାଆ ମଧ୍ୟରେ ଟଣାଓଟରା

୪ ବର୍ଷର ଶିଶୁକୁ ନେଇ ଜନ୍ମକଲା ମାଆ ଓ ପାଳିତା ମାଆ ମଧ୍ୟରେ ବିବାଦ। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା।

Train Tragedy
ଝିଅ ଅପରେସନ୍‌ ପାଇଁ ଯାଉଥିଲୁ...ଆଖି ସାମ୍ନାରେ ଦେଖିଲୁ ମାଳମାଳ ଶବ

ଝିଅ ଅପରେସନ୍‌ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍‌ ବାଲେଶ୍ୱର ପାଖରେ ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ

Train Tragedy
ଭାଗ୍ୟଭଲ…ବଗି ବଦଳେଇଦେଲୁ...ନହେଲେ ସବୁ ମରିଥାଆନ୍ତୁ

କାଳରାତିର କଳାକାହାଣୀ କହିଲେ ଦୁର୍ଘଟଣାରୁ ବଞ୍ଚିଥିବା ପରିବାର । ଖଡ଼ଗପୁରରେ ବଗି ଚେଞ୍ଜ କରିନଥିଲେ ମରିଯାଇଥାଆନ୍ତୁ । ବଞ୍ଚାଇ ଦେଲେ ଭଗବାନ...

Balasore Train Tragedy Survivours share horrific experience
କରମଣ୍ଡଳ କୋଳରେ ଛକିଥିଲା କାଳ, ଭାଗ୍ୟବଳରୁ ବଞ୍ଚିଗଲା ପ୍ରାଣ 

ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।

Drowning
ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ, ଚାଲିଗଲା ୨ ନିରୀହ ଜୀବନ

ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

Drowning Death
ନିଖୋଜ ଥିଲେ..ସମୁଦ୍ରରୁ ଉଦ୍ଧାର ହେଲା ପ୍ରଜ୍ଞାଙ୍କ ମୃତଦେହ

ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି ।

Odisha CHSE Plus 2 Result 2023
ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।