• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Berhampur

Mother And Daughter Die After Being Hit By Train
ଟ୍ରେନ୍‌ରେ କଟିଗଲେ ମା’,ଝିଅ...ହସ୍ପିଟାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ

ଟ୍ରେନ୍‌ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍‌ପି ଥାନା ଅଞ୍ଚଳରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।

Odisha Power Cut
ବିଜୁଳି ଯନ୍ତ୍ରଣାରେ ଛଟପଟ ସାରା ରାଜ୍ୟ, ଶକ୍ତିମନ୍ତ୍ରୀଙ୍କ ସଭାରେ ବି କଟିଲା ଲାଇନ

ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।

Newborn baby boy abandoned by parents in hospital toilet rescued
୪ ଦିନର ଶିଶୁକୁ ମେଡିକାଲ ଲାଟ୍ରିନରେ ଛାଡ଼ି ପଳାଇଲେ ବାପା-ମାଆ

ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା। 

Child Issue
ଛୁଆ ଗୋଟିଏ..ଦାବିଦାର ୨

ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା

Luxurious Auto
ମାର୍କେଟ୍‌ରେ କମ୍ପିଟିସନ୍‌ ବଢ଼ିଛି, ତେଣୁ କୁଲର-ଟିଭି-ଫ୍ୟାନ୍ ସବୁ ଲାଗିଛି

ପ୍ରବଳ ଖରା ଓ ଝାଂଜି ପବନ ହେଉଥିବାରୁ ଦେଶୀ ଯୁଗାଡ଼ରେ ଅଟୋରେ କୁଲର୍ ଲଗାଇଛନ୍ତି ଜିତେନ୍ଦ୍ର ।

Bahanaga Train Tragedy
Train Tragedy: ଦେବଦୂତ ରାଜୀବ ! ସେବା କରିବାକୁ ଧାଇଁ ଆସିଲେ ୪୦୦ କିଲୋମିଟର

ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ

Mother files FIR against woman after 4 years for allegedly stealing baby son in Berhampur
କିଏ କହୁଛି ସତ ? ୪ ବର୍ଷର ଛୁଆକୁ ନେଇ ଜନ୍ମ କଲା ମାଆ ଓ ପାଳିତା ମାଆ ମଧ୍ୟରେ ଟଣାଓଟରା

୪ ବର୍ଷର ଶିଶୁକୁ ନେଇ ଜନ୍ମକଲା ମାଆ ଓ ପାଳିତା ମାଆ ମଧ୍ୟରେ ବିବାଦ। ବିବାଦ ଏତେ ଜୋର ହୋଇଥିଲା ଯେ, କଥା ଯାଇ ଥାନାରେ ପହଞ୍ଚି ଥିଲା।

Train Tragedy
ଝିଅ ଅପରେସନ୍‌ ପାଇଁ ଯାଉଥିଲୁ...ଆଖି ସାମ୍ନାରେ ଦେଖିଲୁ ମାଳମାଳ ଶବ

ଝିଅ ଅପରେସନ୍‌ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍‌ ବାଲେଶ୍ୱର ପାଖରେ ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ

Train Tragedy
ଭାଗ୍ୟଭଲ…ବଗି ବଦଳେଇଦେଲୁ...ନହେଲେ ସବୁ ମରିଥାଆନ୍ତୁ

କାଳରାତିର କଳାକାହାଣୀ କହିଲେ ଦୁର୍ଘଟଣାରୁ ବଞ୍ଚିଥିବା ପରିବାର । ଖଡ଼ଗପୁରରେ ବଗି ଚେଞ୍ଜ କରିନଥିଲେ ମରିଯାଇଥାଆନ୍ତୁ । ବଞ୍ଚାଇ ଦେଲେ ଭଗବାନ...

Balasore Train Tragedy Survivours share horrific experience
କରମଣ୍ଡଳ କୋଳରେ ଛକିଥିଲା କାଳ, ଭାଗ୍ୟବଳରୁ ବଞ୍ଚିଗଲା ପ୍ରାଣ 

ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।

Drowning
ମାମୁ ଘରକୁ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ, ଚାଲିଗଲା ୨ ନିରୀହ ଜୀବନ

ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

Drowning Death
ନିଖୋଜ ଥିଲେ..ସମୁଦ୍ରରୁ ଉଦ୍ଧାର ହେଲା ପ୍ରଜ୍ଞାଙ୍କ ମୃତଦେହ

ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି ।

Odisha CHSE Plus 2 Result 2023
ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା ।

Fake teachers in Odisha
ଏବେ ବି ରାଜ୍ୟରେ ମାଳ ମାଳ ଫେକ୍ ଶିକ୍ଷକ, ପ୍ରମାଣିତ ହେବା ପରେ ବି ଅଛନ୍ତି ଚାକିରିରେ

କାହିଁକି ଡିଇଓ ଏବଂ ବିଇଓ ମାନେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି? ଏହାପଛରେ ଆଉ କିଛି କାରଣ ଅଛି କି? ନା ଭିତିରି ବୁଝାମଣା?

RBI, Demonisation
ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?

Youth Kills Girlfriend Father In Berhampur
ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ, ଲୋକ ଲଗାଇ ବିଚ୍‌ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ। ପ୍ରେମିକାର ବାପାକୁ ବିଚ୍‌ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯଦିଓ ଅଭିଯୁକ୍ତ ଜଣକ ଜେଲ୍‌ ଭିତରେ ଥିଲା, ତଥାପି ସେଠାରୁ ମର୍ଡର ପ୍ଲାନ୍‌ କରି ଲୋକ ଲଗାଇ ହତ୍ୟା କରିଥିଲା। 

BJD
ଶାସକ ଦଳ ହାତରୁ ଖସୁଛି କି ଗଞ୍ଜାମ? ୨୪ ନିର୍ବାଚନରେ ଅଡୁଆ ସ୍ଥିତି ସୃଷ୍ଟି ହେବା ଆଶଙ୍କା

ଦଳୀୟ ଗୋଷ୍ଠୀ କନ୍ଦଳ ଓ ଜିଲ୍ଲାରେ ନେତୃତ୍ୱବିହୀନ ସ୍ଥିତି ! ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀଙ୍କ ଅରେଞ୍ଜ ରିଭୋଲୁସନ୍ ମନ୍ତବ୍ୟ

Khallikote University
ଛାତ୍ରଛାତ୍ରୀଙ୍କ ବଡ଼ ଦ୍ୱନ୍ଦ୍ୱ!! ଖଲିକୋଟ ସ୍ୱୟଂଶାସିତ କଲେଜ ନା ଖଲିକୋଟ ବିଶ୍ୱବିଦ୍ୟାଳୟ ?

ନାମଫଳକ ବଦଳିଲା, କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ୱୀକୃତି ମିଳିଛି, ନା ଏନ୍‌ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ ଅଛି ।

MKCG hospital
ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ

Brahmapur News
ସିସିଟିଭିରେ କଏଦ ହେଲା ବୀଭତ୍ସ ଦୃଶ୍ୟ ! ପ୍ରଥମେ ପିଟିଲେ ଆଉ ବିଚ୍ ରାସ୍ତାରେ ୩ ଜଣଙ୍କୁ ହାଣିଲେ

ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Blood Bank
ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ: ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା  ବି ମହଜୁଦ ରହୁନାହିଁ।

Kangaroo courts
ମୁଖିଆଙ୍କ କଥା ନ ମାନିବାରୁ ନିଆଁ ପାଣି ବନ୍ଦ: ପଡ଼ୋଶୀଙ୍କ ସହ କଥା ହେଲେ ଲାଗୁଛି ଜରିମାନା

ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।

World Laughter Day
ବିଶ୍ୱ ହସ ଦିବସ; ବିଭିନ୍ନ ପାର୍କରେ ମନ ଖୋଲି ହସିଲେ ଲୋକେ

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ।

Miscreants kill youth with sharp weapon in Berhampur
ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା, ଘରକୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ...

ବିଚ୍‌ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। 

MLA Purna Chandra Swain
ପୂରଣ ହେଲା ମାନସିକ ! ଯେତେ ଭୋଟରେ ବିଜୟୀ ହୋଇଥିଲେ, ସେତିକି ନଡ଼ିଆ ପିଟିଲେ ବିଧାୟକ

୨୦୧୯ରେ ୧୩,୯୬୯ ହଜାର ଭୋଟରେ ଜିତିଥିଲେ । ଏବେ ୧୫ ହଜାର ନଡ଼ିଆ ଫଟାଇଲେ । ପୂର୍ଣ୍ଣଙ୍କ ସହ ଥିଲେ ଆସିକା ସାଂସଦ ପ୍ରମିଳା ବିଶୋୟୀ ।