• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nri

ଚିନ୍ତାରେ ଭାରତୀୟ ଯୁବକ
Indian Youth in America: ଆମେରିକାରେ ଥିବା ଭାରତୀୟ ଯୁବଗୋଷ୍ଠୀଙ୍କୁ ଘାରିଛି ଆତ୍ମ ନିର୍ବାସନ ଭୟ: ଚିନ୍ତା ବଢ଼ାଇଛି ଦେଶାନ୍ତର ନିୟମ

ମାର୍ଚ୍ଚ ୨୦୨୩ ରିପୋର୍ଟ ଅନୁସାରେ, ଅନୁମାନ କରାଯାଉଛି ପ୍ରାୟ ୧.୩୪ ଲକ୍ଷ ଭାରତୀୟ ଶିଶୁଙ୍କ ପରିବାର ଗ୍ରୀନ କାର୍ଡ ପାଇବା ପୂର୍ବରୁ ସେମାନଙ୍କର ଆଶ୍ରିତ ଭିସା ଅବଧି ଶେଷ ହୋଇ ଯାଇପାରେ । ଟେକ୍ସାସର ଏକ ଅଦାଲତ ଡେଫର୍ଡ ଆକ୍ସନ ଫର ଚାଇଲଡହୁଡ ଆରାଇଭାଲ୍ସ (DACA) ଅନୁସାରେ ନୂତନ ଆବେଦନକାରୀଙ୍କ ୱର୍କ ପରମିଟ ଦେବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ଯେଉଁଥିପାଇଁ ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି ।

ଶିକୁଳିରେ ବନ୍ଧା ସେଇ ୪୦ ଘଣ୍ଟା
40 Hours of Torture: ପ୍ରବାସୀ ବଖାଣିଲେ ଲୋମଟାଙ୍କୁରା କାହାଣୀ: ୪୦ ଘଣ୍ଟାର ଯନ୍ତ୍ରଣା...ହାତ ଗୋଡ଼ ଓ ଅଣ୍ଟାରେ କଡ଼ି

ୟୁଏସ୍ ବର୍ଡର ପାଟ୍ରୋଲ୍ ପୋଲିସ (USBP) ମୁଖ୍ୟ ମାଇକେଲ୍ ଡବ୍ଲୁ. ବ୍ୟାଙ୍କସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'USBP ଏବଂ ଏହାର ଅଂଶୀଦାରମାନେ ସଫଳତାର ସହ ଅବୈଧ ବିଦେଶୀମାନଙ୍କୁ ଭାରତ ଫେରାଇ ଆଣିଛନ୍ତି। ଯଦି କେହି ବେଆଇନ ଭାବରେ ସୀମା ପାର କରନ୍ତି, ତେବେ ସେମାନଙ୍କୁ ବାହାର କରିଦିଆଯିବା ନେଇ ପରୋକ୍ଷ ଚେତାବନୀ ଦିଆଯାଇଛି।

ଚିଲିକା ବିହଙ୍ଗ ଉତ୍ସବ
Chilika Bihanga Utsav: ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର

ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।

Pravasi Bharatiya Divas
Pravasi Bharatiya Divas: ଭୁବନେଶ୍ବର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି; ଏକାଠି ହେବେ ସାଢ଼େ ୩ ହଜାରରୁ ଅଧିକ NRI

ପ୍ରବାସୀ ଭାରତୀୟଙ୍କୁ ମିଳିବ ଓଡ଼ିଆ ଚଳଣୀର ଅନୁଭୂତି। ଓଡ଼ିଆଙ୍କ ଘରେ ରହିବେ, ଓଡ଼ିଆ ପରଷା ଖାଇବେ। ହୋମ ଷ୍ଟେ’ ବୁକ୍ କରିଥିବା ପ୍ରବାସୀ ଭାରତୀୟ ପାଇବେ ଏଭଳି ସୁବିଧା।

Talaq
ଲଣ୍ଡନରୁ ଭିଡିଓ ପଠାଇ ତିନି ତଲାକ୍‌ ଦେଲା NRI ସ୍ୱାମୀ !

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ପତିପତ୍ନୀଙ୍କ ଭିତରେ ମତାନ୍ତର ଦେଖାଦେଲେ ସେମାନେ କୋର୍ଟରେ ଯାଇ ଛାଡପତ୍ର ବା ଡିଭୋର୍ସ ନେଇ ପାରୁଛନ୍ତି। ମାତ୍ର ଭିଡିଓ ପଠାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର କଥା କେବେ ଶୁଣିଛନ୍ତି କି ?

NRIs marrying Indian citizens
ଆଇନ ଆୟୋଗଙ୍କ ସୁପାରିଶ...ସବୁ ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହେବ ବିବାହ ପଞ୍ଜୀକରଣ !

ଏନ୍‌ଆର୍‌ଆଇ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ଠକେଇ ମାମଲା ବୃଦ୍ଧି ନେଇ ଉଦ୍‌ବେଗ ପ୍ରକାଶ କଲେ ଆଇନ ଆୟୋଗ । ସବୁ ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହେବ ବିବାହ ପଞ୍ଜୀକରଣ !

Honeymoon
ବାହା ହେବାକୁ NRI ଭାରତ ମୁହାଁ, ବଢ଼ିଲା ହୋଟେଲ୍‌ ରେଟ୍‌ ! ହନିମୁନ୍‌ ପାଇଁ ସବୁ ହିଲ୍‌ଷ୍ଟେସନ୍‌ରେ ଗହଳି

ବାହାଘର ସିଜିନ୍‌ ଚାଲିଥିବାରୁ ଏହାର ବେଶ୍‌ ଫାଇଦା ମଧ୍ୟ ନେଉଛନ୍ତି ବ୍ୟବସାୟୀ । ସମସ୍ତଙ୍କର ଭଲ ଦୁଇ ପଇସା ରୋଜଗାର ହେଉଛି ।