ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ଗାଁ ପାଖରେ ବିଷାକ୍ତ କାରଖାନା ନକରିବାକୁ ଦାବି ।
ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍ରେ ୫ ଜଣ ସାଙ୍ଗ ଯାଉଥିଲେ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା । ୫ ଜଣ ସାଙ୍ଗ ଛିଟିକି ପଡିଲେ।
ବାଣ ବଜାର ଉପରେ ବାତ୍ୟା ଓ ବର୍ଷା ଆଶଙ୍କାର ପ୍ରଭାବ । ବାତ୍ୟା ଭୟ ଯୋଗୁଁ ମାନ୍ଦା ପଡ଼ିଛି ବାଣ ବ୍ୟବସାୟ ।
୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।
OPSC ବିଜ୍ଞାପନ ଅନୁଯାୟୀ, ନଭେମ୍ବର ୨୬ ଏବଂ ୨୭ ରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।
ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା
ଏହି ପରମ୍ପରା ବିଶେଷ କରି ଦକ୍ଷିଣ ଭାରତରେ ପାଳନ ହେଉଥିବା ବେଲେ ବ୍ରହ୍ମପୁରରେ ବି ପାଳନ ହୋଇଥାଏ ଏହି ସ୍ୱତନ୍ତ୍ର ପର୍ବ ।
ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।
ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।
ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ ।
ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଜଣେ ପଶୁପ୍ରେମୀ ଉଦ୍ଧାର କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୨ଟି ବୁଲା କୁକୁରଙ୍କୁ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଉଦ୍ଧାର କରିଛନ୍ତି।
ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।
ସଂପୃକ୍ତ ବ୍ୟକ୍ତି ବସ୍ରେ ବ୍ରହ୍ମପୁରରୁ କଟକ ଯାଉଥିଲା ବୋଲି ପୋଲିସ ଆଗରେ କହିଛି ।
ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀଙ୍କୁ ପୋଲିସ୍ ଗିରଫ କରିଛି।
ବାସନ୍ଦ ଯୋଗୁଁ ଆଖପାଖ ଗାଁରେ ନିଜ ଜାତିରେ ପୁଅ-ଝିଅ ବାହା ଦେଇ ପାରୁନାହାନ୍ତି କି ବୈବାହିକ ସଂପର୍କ ସ୍ଥାପନ କରିପାରୁ ନାହାନ୍ତି ।
ଇଏ ହେଉଛନ୍ତି ବିଜେଡିର ସେଇ ଦିବଙ୍ଗତ ନେତ୍ରୀ, ଯିଏ ନିଜ ପୁଅର ସୁରକ୍ଷାକୁ ନେଇ ପୋଲିସ୍ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲେ ।
ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।
ପତ୍ନୀଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ସ୍ୱାମୀ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ମାରିବା ପାଇଁ ଉଦ୍ୟମ କରିଥିଲେ।
ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା।
ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ।
ବ୍ରହ୍ମପୁର MKCG ମେଡିକାଲ୍ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗି ଧୂଆଁ ବାହାରୁଥିବା ସୂଚନା ମିଳିଛି।
ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ୬୪ ଲକ୍ଷ ଟଙ୍କା ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।