ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ ।
ଘଟଣା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ ।