ଭଦ୍ରକ ଏସ୍.ପିଙ୍କ ଅଫିସ ଆଗରେ ପୀଡ଼ିତ ପରିବାରଙ୍କ ଧାରଣା
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସନ୍ତୋଷ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ।
ବ୍ରହ୍ମପୁରରେ ସ୍ୱାମୀଙ୍କ ଘର ସାମ୍ନାରେ ବସିଥିଲେ ତପସ୍ୱିନୀ। ଏଠି ଯାଜପୁରରେ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ଡଲିସ୍ମିତା। କହିଲେ ମୋ ଲାଇଫ୍ କୁ ବର୍ବାଦ କରିଛ, ମୁଁ ଛାଡ଼ିବିନି। ତପସ୍ୱିନୀ ୪୭ଦିନ ବସିଛି, ମୁଁ ୧୦୦ ବର୍ଷ ବସିବି। ଶୁଣନ୍ତୁ ପୂରା କାହାଣୀ
ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ୨୫ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ଶୁଣନ୍ତୁ ଧାରଣାରେ ବସିବା କାରଣ ...|
ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ : ଏକାଠି ରହିବେ, କାହାକୁ ଭେଟିବେ ନାହିଁ ଦମ୍ପତି
ସେ ଷ୍ଟୋରୀ କହୁଛନ୍ତି, ଯାହା କହିବାରେ ଅଛି କୋର୍ଟରେ ଯାଇ କୁହନ୍ତୁ। ଆମକୁ ମାନସିକ ଚାପରେ ରଖିଛନ୍ତି...ଦୁଇ ମାସ ଘରେ ଏକାଠି ରହିଥିଲୁ କିନ୍ତୁ ଏବେ ଆଉ ନୁହେଁ। ଘର ସାମ୍ନାରେ ବସି ରହିଲେ କିଛି ଲାଭ ନାହିଁ : ତପସ୍ୱନୀଙ୍କ ସ୍ୱାମୀ
୩୦ ଘଂଟା ପରେ ବି ଶ୍ୱଶୁର ଘର ସାମ୍ନାକୁ ହଟୁନାହାନ୍ତି ନବବଧୂ । ୬ ମାସ ବୋହୂ ହୋଇ ରହିବା ପରେ ଏବେ ପୁଣି କି ବିବାହ ହେବ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମ୍ପକ୍ତ ମହିଳା