ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।
୩୦୮୦ କୋଟିରେ ଗୋପାଳପୁର ପୋର୍ଟ ଲିମିଟେଡ୍ (GPL) ସହ ଚୁକ୍ତି ।
୫ ସେକେଣ୍ଡରେ ୫ ଲକ୍ଷ ଚୋରି । ବ୍ରହ୍ମପୁର ଜୟପ୍ରକାଶ ନଗରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଚାହୁଁ ଚାହୁଁ ଗାଏବ ହୋଇଗଲା ୫ ଲକ୍ଷ ଟଙ୍କା । ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି, କାଖେଇ ପକାଉଛି।
ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ ।
ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ।
ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବୁଲେଇ ବଙ୍କେଇ ସ୍ୱୀକାର । ଚଏସ୍ ଡେଫିସିଟ୍ ଥିବା ପ୍ରଶ୍ନ ଆଟେଣ୍ଡ କରିଥିଲେ ମିଳିବ ଗ୍ରେସ୍ ମାର୍କ ।
ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ।
ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।
ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ କହିଛନ୍ତି।
ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।
ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ।
ବିଦେଶରେ ବଡ଼ ଚାକିରି କରାଇ ଦେବାର ଆଶା ଦେଖାଇ ଶତାଧିକ ଲୋକଙ୍କୁ ଠକେଇ । ଗଞ୍ଜାମ ଜିଲ୍ଲାର ୧୦୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ୩ ଠକ ।
ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ କଳଙ୍କ। ସିନିୟର ଢାକ୍ତରୀଛାତ୍ରଙ୍କ ମାଡ଼ରେ ଆହତ ଜୁନିୟର ଡାକ୍ତରୀ ଛାତ୍ର। କ୍ୟାମ୍ପସରେ ରାଗିଂ ଭଳି କୁତ୍ସିତ ଆଚରଣକୁ ରୋକିବା ପାଇଁ ୟୁଜିସିର କଡ଼ା ଗାଇଡ୍ ଲାଇନ୍ ସତ୍ତ୍ୱେ MKCG ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ।
ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ ।
ବ୍ରହ୍ମପୁରରେ ଦଳର କିଛି ପକେଟ୍ ଭୋଟ ଥିବାରୁ ଦଳ ଏଥର ବିଜେଡି-ବିଜେପି ଶାସନ ବିରୋଧୀ ହାୱାକୁ ଆଧାର କରି ଦୃଢ଼ ମୁକାବିଲା କରିବାକୁ ଆଶା ବାନ୍ଧିଛି।
ଟାଉନ ପ୍ଲାନିଂର ଅଭାବ ସହ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି। ସହରର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେଉଥିବା ରିଂ ରୋଡ୍ ଏବେ ଅଧପନ୍ତରିଆ ଭାବେ ପଡ଼ି ରହିଛି।
ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।
କେଶରୀପାଟଣା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ।
ଦିନକୁ ଦିନ ଜୋର ଧରୁଛି ବ୍ରହ୍ମପୁର ମହାନଗର ନିଗମକୁ ପୂର୍ଣ୍ଣାଙ୍ଗ କରିବା ଦାବି । ଆଖପାଖ ପଞ୍ଚାୟତକୁ ମିଶ୍ରଣ କରି ବ୍ରହ୍ମପୁର ମହାନଗର ନିଗମରେ ମିଶାଇବା ନେଇ ୧୫ ବର୍ଷ ପୂର୍ବେ ନୋଟିଫିକେସନ ହୋଇଥିଲା । ହେଲେ ଆଜି ଯାଏଁ କୌଣସି ମିଶ୍ରଣ ହୋଇନି ।
ଗିରଫ ଡାକ୍ତର MKCGର ନିଶ୍ଚେତକ ବିଭାଗର ଦୁର୍ଗାଦତ୍ତ ଶାସନି ।
ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା ।
ସ୍ୱତନ୍ତ୍ର ମସଲା ପକାଇ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ମୁଆଁ । ପରେ ଛାଞ୍ଚରେ ପକାଇ ତାକୁ ବିଭିନ୍ ଆକୃତିର ରୂପ ଦିଆଯାଇଥାଏ ।