ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।
ଏ ମା’ ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍ ଲାଗିଛି । ମେଡିସନ୍ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି ।
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି ।
ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ?
ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ?
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।
ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ ।
ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କାହାର ୮୧ ଦିନ, ତ କାହାର ୫୨ ଦିନରେ ଆସୁଛି ବିଜୁଳି ବିଲ୍.. ବର୍ଷକୁ ୧୨ଟି ବଦଳରେ ଆସୁଛି ୬ଟି କିମ୍ବା ୮ଟି ବିଲ୍.. ବିଜୁଳି ବିଲ୍ ଦେଖି ଗରିବଙ୍କ ଆଖି ଟେରା..ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ହେଉଛି ସାଂଘାତିକ ଧୋକାବାଜି.. ଓଟିଭି ହାତରେ ଲାଗିଛି ଏହି ଚଞ୍ଚକତାର ଠୋସ ପ୍ରମାଣ..
ଲଘୁଚାପ ବର୍ଷା ପ୍ରଭାବରେ ଅସହ୍ୟ ଗରମରୁ ତ୍ରାହି ମିଳିଛି ସତ ହେଲେ ବନ୍ଦ ହୋଇନି ବିଜୁଳି ଯନ୍ତ୍ରଣା। ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କଟୁଛି। ଏହା ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ କରିଛି ବିକ୍ଷୋଭ। ଉତ୍ତ୍ୟକ୍ତ କର୍ମୀ ଟାଟା ପାୱାର ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ ବି କରିଛନ୍ତି।
କେବଳ ବିଜୁଳି କାଟ୍ ନୁହେଁ, ବିଜୁଳି ଦର ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ଏବଂ ଦୁର୍ବଳ ଭିତ୍ତିଭୂମିକୁ ନେଇ ମଧ୍ୟ ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ।
ଗ୍ରାହକଙ୍କୁ ଲୁଟି ଚାଲିଛି ଟାଟା ପାୱାର। ଭିନ୍ନ ଭିନ୍ନ ଏରିଆରେ ଆପଣେଇଛି ଲୁଟ୍ର ଭିନ୍ନ ଭିନ୍ନ ତରିକା। କେଉଁଠି ନିଜ ବିଭାଗର ଭୁଲ୍ ସତ୍ତ୍ବେ ଜୋର ଜବରଦସ୍ତ ଫାଇନ୍ କାଟି ଉପଭୋକ୍ତାଙ୍କୁ ଶୋଷୁଛି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍ ଦେଇ ହାୟର ସ୍ଲାବରେ ଦେୟ ଆଦାୟ କରୁଛି। ଅପରପକ୍ଷରେ ଟାଟା ପାୱାରର ବିଲ୍ ଚଞ୍ଚକତା ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି।
ଖୋଲୁଛି ଟାଟା ପାୱାର ଲୁଟର ଗୋଟିଏ ପରେ ଗୋଟିଏ ଗୁମର। କିଭଳି ଲୁଟ୍ ର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ପୁଳା ପୁଳା ଅଭିଯୋଗ।
ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ।
ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।
ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ
ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା।
ପୁଣି ମନମାନି କରୁଛି ଟାଟାପାୱାର । ସରକାରୀ କାର୍ଯ୍ୟାଳୟ ଉପରେ ଲକ୍ଷଲକ୍ଷ ଟଙ୍କା ବକେୟା ବିଲ୍ ରହିଛି...ହେଲେ ଗରିବଙ୍କର କିଛି ଟଙ୍କା ବକେୟା ଥିବାରୁ ବିଜୁଳି କାଟି ଦେଇଛି ଟାଟା । ଗାଁକୁ ବିଜୁଳି ନଗଲେ ଏସଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଲେ ଗାଁ ଲୋକେ।
ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।
ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।
ଟାଟା ପାୱାର ଦାୟିତ୍ୱ ନେବା ପରେ ଚିନ୍ତାରେ ଖାଉଟି। ମିଳୁନି ଉନ୍ନତମାନର ସେବା, ହେଲେ ବିଲ୍ ଆସୁଛି ମୋଟା ଅଙ୍କର ଟଙ୍କା...
ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା ସ୍ପଷ୍ଟ କରିପାରୁନାହାନ୍ତି ।
ୟୁନିଟ୍ ଦେୟ ବାହାରେ କାହିଁକି ଆଦାୟ ହେଉଛି, କର୍ତ୍ତୃପକ୍ଷ ନିରୁତ୍ତର . . .
ବିଲ୍ ଦେଖିଲେ ଜଣାପଡ଼ୁଛି କେମିତି ଚାଲିଛି କାରସାଦି । ଅଧିକାଂଶ ଉପଭୋକ୍ତାଙ୍କୁ ୩୦ ଦିନ ବଦଳରେ ୨୫ରୁ ୨୭ ଦିନର ବିଲ୍ ଦିଆଯାଉଛି । ଫଳରେ ବର୍ଷକୁ ୧୨ଟି ବଦଳରେ ୧୩ରୁ ୧୪ଟି ବିଲ୍ ଆସୁଛି ।