ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।
ପରାଅଲିମ୍ପିକ୍ସରେ ସୁମିତ ଅନ୍ତିଲଙ୍କ ସଫଳତା । ଲଗାତାର ଭାବେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ । ଟୋକିଓରେ ଜିତିଥିଲେ ସ୍ବର୍ଣ୍ଣ ପଦକ । ଏବେ ପ୍ୟାରିସରେ ବି ହାତେଇଲେ ସେଇ ସ୍ବର୍ଣ୍ଣ।
୯୨.୯୭ ମିଟର ସ୍ମରଣୀୟ ଥ୍ରୋ ସହ ନୂଆ ଅଲିମ୍ପିକ୍ ରେକର୍ଡ କରିଥିଲେ ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ ।
ଫାଇନାଲ ରାଉଣ୍ଡରୁ ବାଦ୍ ପଡ଼ିଲେ ଓଡ଼ିଆ ଆଥଲେଟ୍ କିଶୋର ଜେନା । ମଉଳିଲା ପଦକ ଆଶା ।
ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କମାଲ । ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ନୀରଜ ଚୋପ୍ରା ।
କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ନମ୍ବର ୱାନ୍କୁ ଉନ୍ନୀତ ହୋଇଛନ୍ତି ନୀରଜ ।
ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ତୃତୀୟ ଜାତୀୟ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍ରେ ବ୍ରହ୍ମଗିରିର କିଶୋର କୁମାର ଜେନା ୭୪.୨୬ ମିଟର ଥ୍ରୋ କରି ଚାମ୍ପିୟନ ହୋଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସିନିୟର ରିପୋର୍ଟର।
ଭାରତ ପାଇଁ ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ । ଗତ ୧୦୦ ବର୍ଷ ମଧ୍ୟରେ ଆଥଲେଟିକ୍ସରେ ଭାରତ ଜିତିନଥିଲା ସ୍ୱର୍ଣ୍ଣ ।
ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା ।
ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।