ଯେଉଁମାନେ ପ୍ରକୃତରେ କାହାକୁ ଭଲ ପାଆନ୍ତି ଆଉ ଧୋକା ଖାଇଲା ପରେ ସେମାନେ ଅନୁଭବ କରନ୍ତି ଯେପରି ସେମାନଙ୍କର ଦୁନିଆ ଶେଷ ହୋଇଯାଇଛି। ଧୀରେ ଧୀରେ ସେମାନେ ଚାପ, ଚିନ୍ତା ଏବଂ ଉଦାସୀନତାକୁ ଚାଲିଯାଆନ୍ତି। ତେବେ ଆସନ୍ତୁ ଜାଣିବା ୫ଟି ଟିପ୍ସ ଯାହା ଆପଣଙ୍କୁ ବ୍ରେକ୍ଅପ୍ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ।
ସ୍ୱାମୀ ଥାଉ ଥାଉ ପରପୁରୁଷର ପ୍ରେମରେ ଅନ୍ଧ ହେଲେ ସ୍ତ୍ରୀ। ଦୁଇ ଛୁଆ ଆଉ ସ୍ୱାମୀକୁ ଛାଡି ହୋଇଗଲେ ଫେରାର୍। ସ୍ତ୍ରୀର ଏଭଳି କାଣ୍ଡ ପରେ ସ୍ୱାମୀ ଜୀଅନ୍ତା ସ୍ତ୍ରୀର କଲେ ଶୁଦ୍ଧିକ୍ରୀୟା।
ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ବ୍ୟଥିତ ଓ ଆଶଙ୍କିତ କରିଛି। ମାନବିକତା ଓ ପ୍ରେମ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି। ଆସନ୍ତୁ ଜାଣିବା…
ଏ ଦୁନିଆରେ ଅନେକ ପ୍ରକାରର ରୋଗ ଅଛି। ଏହା ମଧ୍ୟରୁ ହୃଦୟ ଭାଙ୍ଗିବା ଏକ ଅଜବ ପ୍ରକାରର ରୋଗ। ଅଷ୍ଟ୍ରେଲିଆର ଜଣେ ମଡେଲ୍ ଏହି ରୋଗରେ ପିଡିତ ହୋଇଥିବା ବେଳେ ପୁରୁଷଙ୍କ ହୃଦୟ ଭାଙ୍ଗିଲେ ତାଙ୍କୁ କୌଣସି ଦୁଃଖ ହୁଏନି ବୋଲି ସେ କହିଛନ୍ତି।