• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp Mla

Pandian Action Against Naveen
ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ

'ସେତେବେଳେ ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ। ସେ ଆଖି ମାରୁଥିଲେ , ଫ୍ଲାଇଂ କିସ୍ ମାରୁଥିଲେ। ଏବେ କିନ୍ତୁ ସବୁ ଠିକ୍।\' - ପଦ୍ମଲୋଚନ ପଣ୍ଡା, ବିଜେପି ବିଧାୟକ

Pandian Action Against Naveen
Pandian Action Against Naveen: ‘ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା’

ପଦ୍ମଲୋଚନ କହିଛନ୍ତି ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା। କିଛି ବୁଝି ପାରୁ ନଥିଲେ, କିଛି ଜାଣି ପାରୁନଥିଲେ। କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ।

BJP MLA Jayanarayan Mishra
ବରିଷ୍ଠଙ୍କର ଭ୍ୟାଲୁ କ’ଣ ?

‘ବରିଷ୍ଠଙ୍କର ଭ୍ୟାଲୁ କ’ଣ ? ବଡ଼ ବଡ଼ିଆ ନେତାଙ୍କୁ ପଚାର, ଆମ ଭଳିଆ ଛୋଟକାଟିଆଙ୍କୁ କାହିଁ ପଚାରୁଛ । ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି । ସେ ଜାଗାରେ ରାଜ୍ୟ ସଭାପତି, ସମ୍ପାଦକ, ମନ୍ତ୍ରୀ ପାଇଁ ଉଦ୍ଦିଷ୍ଟ ଥିଲା।  ସେଥି ମଧ୍ୟରୁ ମୁଁ କେହି ନୁହଁ, ସେଠି ବସିବାର ଆବଶ୍ୟକତା ନ ଥିଲା।’’ - ଜୟନାରାୟଣ ମିଶ୍ର

jaynarayan
ଘନେଇଲା ଉତ୍କଳ-କୋଶଳ ବିବାଦ

ଘନେଇଲା ଉତ୍କଳ-କୋଶଳ ବିବାଦ। ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଥମୁନି ରାଜନୀତି। ବିଜେଡିର ପ୍ରବଳ ହଟ୍ଟଗୋଳରୁ ଆଜି ବି ଅଚଳ ବିଧାନସଭା। ମୁଖ୍ୟମନ୍ତ୍ରୀଙ୍କୁ ଗୃହରେ ତୁରନ୍ତ ଉତ୍ତର ରଖିବାକୁ ଦାବି। ବ୍ୟକ୍ତିଗତ ମତକୁ ନେଇ ଗୃହ ଚଳାଇ ନଦେବା ଦୁର୍ଭାଗ୍ୟଜନକ କହିଲା ବିଜେପି।

Naveen Patnaik Ignored Biju Patnaik during His Final Days Alleges BJP MLA
‘ବିଜୁ ବାବୁଙ୍କ ଜୀବଦଶାରେ କେବେ ସମ୍ମାନ ଦେଇନଥିଲେ ନବୀନ’

‘ବିଜୁ ବାବୁଙ୍କ ଜୀବଦଶାରେ କେବେ ସମ୍ମାନ ଦେଇନଥିଲେ ନବୀନ । ଶେଷ ସମୟରେ ବି ପାଖକୁ ଯାଇନାହାନ୍ତି । ଏପରିକି ହସପିଟାଲ ବିଲ୍ ପେମେଣ୍ଟ କରିବାକୁ ଲୁଚିଥିଲେ । ଦିଲ୍ଲୀପ ରାୟ ଟଙ୍କା ପଇଠ କରିବା ପରେ ମରଶରୀର ହସପିଟାଲରୁ ଆସିଥିଲା ।’ – ବାବୁ ସିଂ, ବିଜେପି ବିଧାୟକ 

A Tamil Leader In Charge Of a Regional Party on Odisha Soil
‘ଓଡ଼ିଶା ମାଟିରେ ଏକ ଆଞ୍ଚଳିକ ଦଳର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ତାମିଲ୍ ନେତା’

‘ଓଡ଼ିଶା ମାଟିରେ ଏକ ଆଞ୍ଚଳିକ ଦଳର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ତାମିଲ୍ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ଗୃହରେ ଓଡ଼ିଆରେ ବଜେଟ୍ ପଢ଼ିପାରିଲେନି କି ପ୍ରଶ୍ନର ଉତ୍ତର ଦେଇପାରିଲେନି..ଏହା କଣ ଓଡ଼ିଆ ଅସ୍ମିତା? ’- ବିଧାୟକ ସାରଦା ପ୍ରଧାନ 

Opposition Feeling Threatened with Our Developmental Works
'ଆମ କାମ ଦେଖି ବିରୋଧିଙ୍କର ଟେମ୍ପରେଚର ଅପ୍ ଡାଉନ୍ ହେଉଛି'

'ଆମ କାମ ଦେଖି ବିରୋଧିଙ୍କର ଟେମ୍ପରେଚର ଅପ୍ ଡାଉନ୍ ହେଉଛି'

BMC Mayor Questions Government
BMC Mayor Questions Government: ‘ସୁଭଦ୍ରା’କୁ ନେଇ ମେୟର-ବିଧାୟକ କଥା କଟାକଟି; ୫ ହଜାର ଟଙ୍କାରେ କିପରି ସଶକ୍ତ ହେବେ ମହିଳା ? 

 ସୁଭଦ୍ରା ରାଲିରେ କଥା କଟାକଟି ହେଲେ ଭୁବନେଶ୍ୱର ମେୟର ଏବଂ ଏକାମ୍ର ବିଧାୟକ। ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ।

Saroj Padhi Targets Achyuta Samanta
Saroj Padhi Targets Achyuta Samanta: ‘ଅଚ୍ୟୁତଙ୍କୁ ବିଜେଡି ଅହେତୁକ ଅନୁକମ୍ପା ଦେଖାଉଥିଲା‘

ବିଜେଡିର ଅନୁକମ୍ପା ପ୍ରସଙ୍ଗ ଉଠାଇଲେ ବିଧାୟକ ସରୋଜ ପାଢ଼ୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କ’ଣ ବେଆଇନ ନିର୍ମାଣ କରିବେ ବୋଲି ପଚାରିଲେ । ବିନା ଅନୁମୋଦନରେ ନିର୍ମାଣ କେମିତି କଲେ ? 

Odisha Budget Session 2025
BJP MLA Slams Opposition: ବିରୋଧୀଙ୍କ ହଟ୍ଟଗୋଳ ଏବଂ ମୁଲତବୀକୁ ନେଇ ଏମିତି କହିଲେ ବିଜେପି ବିଧାୟକ

ବିଧାୟକ ଅମର ନାୟକ କହିଛନ୍ତି ଲକ୍ଷପତି ଦିଦି ସହାୟିକା ଯୋଜନା କରିଛନ୍ତି ସରକାର । ସରକାର ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା ମଧ୍ୟ କରିଛନ୍ତି । ସୁଭଦ୍ରା ଯୋଜନା ମାଧ୍ୟମରେ କୋଟିଏ ମହିଳାଙ୍କ ପାଖରେ ଋଣ ନୁହେଁ ସହାୟତା ପହଞ୍ଚିଛି ।

BJP MLA Jayanarayan Mishra BIG Statement
BJP MLA BIG Statement: ‘ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ହୋଇଯିବ’

ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । କହିଲେ-ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । 

BJP MLA
BJP MLA Jayanarayan Mishra: ଜୟନାରାୟଣଙ୍କର ସାଂଘାତିକ ବୟାନ ! ଦଳ କରିଦେଲା ଏକ ଘରକିଆ !

ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ?

 SC dismisses anticipatory bail plea of Odisha BJP MLA
Jayanarayan Mishra,: ମହିଳା IICଙ୍କୁ ମାଡ଼ ଘଟଣା: ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ । 

BJD Confident of Regaining Power
ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା

ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା । ଦେବାଶିଷଙ୍କ ପରେ ମୁନ୍ନା ଖାଁଙ୍କ ଅଦ୍ଭୁତ ଗଣିତ । ମୁନ୍ନା ଖାଁ କହିଲେ ବିଜେଡି ସଂପର୍କରେ ବିଜେପିର ୧୪ ବିଧାୟକ । ମୁନ୍ନା ଖାଁଙ୍କୁ କଡ଼ା ଜବାବ ଦେଲେ ଜୟନାରାୟଣ ମିଶ୍ର ।୨୦୨୯ରେ ବିଜେଡି ଥିବ କି ନାହିଁ ସନ୍ଦେହ ।

BJD Confident of Regaining Power
ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା; ଦେବାଶିଷଙ୍କ ପରେ ମୁନ୍ନାଙ୍କ ଅଦ୍ଭୁତ ଗଣିତ

ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି । 

Odisha Politics
'ଇଏ ମୋହନ ସରକାର, ଦୁର୍ନୀତିଗ୍ରସ୍ତଙ୍କୁ ମାଫ୍ ନାହିଁ': ସରୋଜ ପାଢ଼ୀ

ଯିଏ ଦୁର୍ନୀତି କରିଥିବ ସିଏ ନିଶ୍ଚିତ ବନ୍ଧା ହେବ । ବବି ଦାସଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।

District Council Meeting
Special Story: ଜିଲ୍ଳା ପରିଷଦ ବୈଠକରେ ବାଦିପାଲା; କଥା କଟାକଟି ହେଲେ ବିଧାୟକ-ସାଂସଦ 

ଜିଲ୍ଳା ପରିଷଦ ଅଧ୍ୟକ୍ଷା ମଧ୍ୟ ଜିଲ୍ଳା ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ । ଗଣତାନ୍ତ୍ରିକ ପ୍ରକିୟାରେ ଜିଲ୍ଳା ପରିଷଦ ଗଠନ ହୋଇଥିଲେ ବି ଜିଲ୍ଳା ପ୍ରଶାସନ କୌଣସି ସହଯୋଗ କରୁନଥିବା ଅଧ୍ୟକ୍ଷା କହିଛନ୍ତି । 

BJD
ବନ୍ଦ କୋଠରୀରେ ବିଜେଡିର ସବୁ ସଦସ୍ୟ, ମିଳୁନି ଅମ୍ଳଜାନ: ସରୋଜ ପାଢ଼ୀ

‘ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି । ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି । ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି’ ।

Jagatsinghpur MLA
ବିଧାୟକ ହେବ ତ ଏମିତି: ଥାନା ଅଧିକାରୀଙ୍କୁ କାଗଜ କଲମ ଦେଇ ଚର୍ଚ୍ଚାରେ ଜଗତସିଂହପୁର MLA...

ସାଧାରଣ ଲୋକଟିଏ ହଇରାଣ ହେଉଥିବାର ଦେଖି ଥାନାରେ ପଶିଲେ । ଆଉ ଥାନାରେ ଅଧିକାରୀଙ୍କ ଉପରେ ବର୍ଷିଲେ ଜଗତସିଂହପୁରର ନୂଆ ବିଧାୟକ ଅମରେନ୍ଦ୍ର ଦାସ ।

Sidhant Mohapatra
ବିଧାନସଭାକୁ ସାଇକେଲ ଧରି ପହଞ୍ଚିଲେ ସିଦ୍ଧାନ୍ତ; ସୁସ୍ଥ ରହିବା ପାଇଁ କଲେ ଆହ୍ବାନ...

ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି। ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି।

BJP Candidate
ବିଜେପିର ପ୍ରାର୍ଥୀ ଘୋଷଣା: ୧୭ ବିଧାୟକ ରିପିଟ୍‌, ୨ MLAଙ୍କ କଟିଲା ଟିକେଟ୍‌

୧୧୨ ଜଣିଆ ପ୍ରାର୍ଥୀଙ୍କ ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ପୁଣି ଥରେ ଟିକେଟ୍‌ ଦେଇଛି ଭାରତୀୟ ଜନତା ପାର୍ଟି।

Odisha BJP MLAs to meet PM Modi & Amit Shah in New Delhi
ଓଡ଼ିଶା ଦଖଲ କରିବ ବିଜେପି; ଦିଲ୍ଲୀରେ ହେବ ଷ୍ଟ୍ରାଟେଜି

ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ମୋଦି, ଶାହା, ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର ।

BJP MLA
ଆସନ୍ତା ୧୯ରେ ଦିଲ୍ଲୀ ଯିବେ ବିଜେପି ବିଧାୟକ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କରିବେ ସାକ୍ଷାତ

ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି ।

sundargarh news
କିଏ ଏହି ଦୁଇ ମହିଳା ? ବସ୍ତ୍ର ଦେଇ ଇଜ୍ଜତ ବଞ୍ଚାଇଲେ ବିଧାୟିକା କୁସୁମ ଟେଟେ

ମହାନତା ଦେଖାଇଲେ BJP ବିଧାୟିକା କୁସୁମ ଟେଟେ । ବସ୍ତ୍ର ଦେଇ ଉଲଗ୍ନ ଦୁଇ ଅଜଣା ମହିଳାଙ୍କ ବଞ୍ଚାଇଲେ ଇଜ୍ଜତ।

LoP Jayanarayan Mishra
ନବୀନଙ୍କ ବିବୃତି ପରେ ଜୟ ନାରାୟଣଙ୍କ ପ୍ରତିକ୍ରିୟା; କହିଲେ, ଧମକାଇବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଦୁଇ ବିଧାୟକଙ୍କୁ ନିଲମ୍ବନ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହିଁ । ରୁଲ୍‌ ଆଣ୍ଡ ପ୍ରୋସିଜିଓର ବିଷୟରେ ସେ କିଛି ଜାଣିଛନ୍ତି କି ?