• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Festival

Anla Navami 2023, Radhapada darshana 2023
Anla Navami 2023: ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତ ମନ ମୋହନ୍ତି ଶ୍ରୀରାଧା

ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।

How kumara purnima is celebrated in Odisha
Kumara Purnima 2023: କୁମାର ପୂର୍ଣ୍ଣିମାରେ ବାଡୁଅ ଝିଅମାନେ କାହିଁକି କରନ୍ତି ଚନ୍ଦ୍ର ପୂଜା

ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ବୋଲି କୁହାଯାଏ। ଏହିଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ଏହିଦିନ କାହିଁକି ହୁଏ ଚନ୍ଦ୍ରପୂଜା ଆସନ୍ତୁ ଜାଣିବା।

Khudurukuni Osha recalls the sweet love of brother and sister
Khudurukuni Osha: ଭାଇ ଭଉଣୀର ମଧୁର ପ୍ରେମକୁ ମନେପକେଇ ଦିଏ ଖୁଦୁରୁକୁଣୀ ଓଷା

ଭାଇ ଭଉଣୀର ସମ୍ପର୍କକୁ ମନେପକେଇ ଦେବାର ପର୍ବଟିଏ ହେଉଛି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ।

ଖୁଦୁରୁକୁଣୀ ଓଷାର ବହି ନଥିଲେ ଦେଖନ୍ତୁ ଏଠି ପୂରା ଗୀତ
Khudurukuni Osha: ଖୁଦୁରୁକୁଣୀ ଓଷାର ବହି ନଥିଲେ ଦେଖନ୍ତୁ ଏଠି ପୂରା ଗୀତ

ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ। ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରାଯାଏ। ଏହି ଓଷାରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ତେବେ ଆସନ୍ତୁ ଏହି ଅବସରରେ ଏହି ଓଷାର ପୂରା ଗୀତକୁ ଜାଣିନେବା।

Khudurukuni Osha narrates the sad story of Tapoi
Khudurukuni Osha: ସାଧବ ପୁଅଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଖୁଦୁରୁକୁଣୀ ଓଷା

ଓଡ଼ିଆ କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।

Chitalagi Amabasya 2023, Chitau Pitha
Chitalagi Amabasya 2023: ଚିତଉ ପିଠାର ନିଆରା ପରମ୍ପରା ଚିତାଲାଗି ଅମାବାସ୍ୟା

ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।

Chitalagi Amabasya 2023
Chitalagi Amabasya 2023: ଆଜି ଚିତାଲାଗି ଅମାବାସ୍ୟା, ଜାଣନ୍ତୁ ପାଣିକୁ କାହିଁକି ପକାଯାଏ ପିଠା…

ଓଡ଼ିଶାର ଗଣପର୍ବ ଚିତାଲାଗି ଅମାବାସ୍ୟା। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହାକୁ କାହିଁକି କୁହାଯାଏ ଚିତାଲାଗି ଅମାବାସ୍ୟା ଓ ପାଣିକୁ କାହିଁକି ପିଠା ପକାଯାଏ ଜାଣିବା ପାଇଁ ପଢନ୍ତୁ।