• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Rented House
Rented House: ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍; ଚୂନା ଲଗାଉଛନ୍ତି ଦଲାଲ୍

ରାଜଧାନୀରେ ମାତିଛନ୍ତି ଘର ଭଡ଼ା ଦଲାଲ। ମାଲିକଙ୍କ ଅଜାଣତରେ ସେମାନଙ୍କ ଘର ଦେଖାଇ, ଘର ଖୋଜୁଥିବା ଲୋକଙ୍କଠାରୁ ଲୁଟି ନେଉଛନ୍ତି ଟଙ୍କା। ପରେ ନା ଘର ମିଳୁଛି ନା ସେମାନଙ୍କ ଟଙ୍କା। ଘର ଖୋଜିବାକୁ ଆସି ଠିକ୍ ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜଣେ ଶିକ୍ଷିତ ଯୁବକ।

Dadan
Bolangir Child Trafficking Case: ଗରିବୀର ବିକଳ ଚିତ୍ର; ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ

ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।

Baba Arrest
Medicine Baba Arrest: ଆଶ୍ରମରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ! ବନ୍ଧା ହେଲା ରଂଗିଲା ବାବା ପ୍ରଫୁଲ୍ଲ

ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲା ଏହି ଭଣ୍ଡ ବାବା। ଗରିବ ଅସୁସ୍ଥ ଯୁବତୀ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା ।

ନେଗେଟିଭ୍ ଲୋକଙ୍କୁ ଚିହ୍ନିବାର ଉପାୟ
Negative People: ନେଗେଟିଭ୍ ଲୋକଙ୍କ ସହ ଡିଲ୍ କରିବାକୁ ୪ଟି ଉପାୟ

ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।

ସନା ମହାକୁଡ଼ଙ୍କ କାଚ ବୋତଲ ଚିନ୍ତା
BJD MLA Demands Alternative Liquor Bottle: ବିଧାନସଭାରେ ବିଜେଡି ବିଧାୟକଙ୍କ ଦାବି, ବଦଳାଯାଉ କାଚ ମଦବୋତଲ

କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।

ବଢୁଛି ମଦ ବିକ୍ରି
Excise Revenue Collection: ଏଇ ଜିଲ୍ଲା ମଦ ବିକ୍ରିରେ କରିଛି ରେକର୍ଡ, ବିଧାନସଭାରେ କହିଲେ ମନ୍ତ୍ରୀ

ଅବକାରୀ ଜିଲ୍ଲା ଭାବେ ବରଗଡରୁ ଅଧିକ ରାଜସ୍ୱ ମିଳିଥିବା ବେଳେ ରାଜସ୍ୱ ଜିଲ୍ଲା ଭାବେ ଅନ୍ୟ ଏକ ଜିଲ୍ଲାରେ ବିକ୍ରି ହୋଇଛି ଅଧିକ ମଦ । କେଉଁ ଜିଲ୍ଲାରେ ବିକ୍ରି ହେଉଛି ଅଧିକ ମଦ, ଦେଖନ୍ତୁ ଏଇ ରିପୋର୍ଟ ।

ASO ଚାକିରି ବିକ୍ରି ପ୍ରସଙ୍ଗ
Odisha Common Examinations Bill 2024: ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ

ବିଧାନସଭାରେ ବିଜେଡି ଦାବି କଲା ରୁଲିଂ । ମୁଖ୍ୟମନ୍ତ୍ରୀ କେଉଁ ସଂସ୍ଥା ଲଗାଇ ତଦନ୍ତ କରି ଜାଣିଲେ, ବିକ୍ରି ହେଉଥିଲା ASO ଚାକିରି ? ବିଜେପି ବିଧାୟକ କଲେ କାଉଣ୍ଟର । କହିଲେ, ବଣିକ ବିକୁଥିଲେ ଚାକିରି ।

ଚାନ୍ଦବାଲିର କୁନି ବୈଜ୍ଞାନିକ
Child Scientist: କୁନି ବୈଜ୍ଞାନିକ ତିଆରି କଲେ ଯାନ୍ତ୍ରିକ ଭୂତ...ଦିନ ରାତି ଜଗିବ ଫସଲ

ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।

Vigilance Arrested ACF
Vigilance Arrested ACF: କେଉଁଠୁ ଆସିଲା ଟଙ୍କା, ଦେଇପାରିଲେନି ଉତ୍ତର; ଗିରଫ କଲା ଭିଜିଲାନ୍ସ

ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

Bolangir Child Trafficking Case
Bolangir Child Trafficking Case: ଦାଦନ ଖଟିବାକୁ ଯିବେ ବୋଲି ଶିଶୁକନ୍ୟାକୁ ସରକାରଙ୍କ ହାତରେ ଟେକି ଦେଲେ ଦମ୍ପତି

ଶାସନ ଅଛି କିନ୍ତୁ ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ଖରାପ । ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ୱେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ ।

Pallahara NH Turning Death Traps
Pallahara NH Turning Death Traps: ପାଦେ ପାଦେ ଦୁର୍ଘଟଣାର ଭୟ, ଟିକେ ଅନ୍ୟମନସ୍କ ହେଲେ ନେଇଯିବ ଯମ !

ଜୀବନ ରେଖା ପାଲଟିଥିବା ରାସ୍ତା କେତେବେଳେ ବି ଜୀବନ ନେଇପାରେ । ଆଉ କେଉଁ ସମୟରେ ବି ଗୋଟିଏ ପରିବାର ନିଃସହାୟ ହୋଇଯାଇପାରେ ।

  • Saturday, 07 December 2024
Winter Intensifies in Odisha
Winter Intensifies in Odisha: ଖସିବ ପାରଦ, ବଢ଼ିବ ଜାଡ଼ ! କମିବ ରାତି ତାପମାତ୍ରା

ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍‌ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।

Is it possible the revival of talented opener Prithvi Shaw's career
Sports: ପ୍ରତିଭାଶାଳୀ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍‌ର ପୁନରୁତ୍ଥାନ ସମ୍ଭବ କି ?

ରଣଜୀ, ଦଲୀପ ଟ୍ରଫି ଓ ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିଥିବା ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ ଆଜି ପ୍ରଶ୍ନଘେରରେ । ଘରୋଇ କ୍ରିକେଟ୍‌ରେ ବିଫଳ ହେଉଛନ୍ତି ଏହି ପ୍ରତିଭାଶାଳୀ ଯୁବ ଓପନର୍ । ତାଙ୍କ ପାଇଁ ଫିଟ୍‌ନେସ୍ ବଜାୟ ରଖିବା ବି ହୋଇଛି ଚାଲେଞ୍ଜ୍ ।

President Droupadi Murmu
President Droupadi Murmu: ମହାମହିମଙ୍କ ଓଡ଼ିଶା ଗସ୍ତର ଶେଷ ଦିନ, ଅପରାହ୍ଣରେ ଫେରିଯିବେ ଦିଲ୍ଲୀ

ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ।

Controversial IPS Ashish Singh
Controversial IPS Ashish Singh: କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ

ଆଶିଷ ସିଂ ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି ।

  • Saturday, 07 December 2024
Panchang
Panchang Today 7th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 07 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 07 December 2024
Nippon Steel Plant
Nippon Steel Plant: ଜାଗିଲା ଆଶାର କିରଣ, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ; କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲପ୍ଲାଣ୍ଟ

ଦୂର ହେଲା ଦ୍ୱନ୍ଦ୍ୱ । ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ଜାଗିଲା ଶିଳ୍ପବିକାଶ ପାଇଁ ଆଶାର କିରଣ ।

Migrant Labourers
Migrant Labourers: ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ

ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଓଟିଭିର ସ୍ପେଶାଲ୍ ରିପୋର୍ଟ ।

Odia Cinema
Odia Cinema: ଦୁର୍ଦ୍ଦିନକୁ ଯାଇଥିବା ଓଡ଼ିଆ ସିନେଶିଳ୍ପରେ ଲାଗିବ କି ରଙ୍ଗ ? 

ସିନେମା ଶିଳ୍ପକୁ ଅଣଦେଖା। ସରକାରୀ ପ୍ରୋତ୍ସାହନର ଘୋର ଅଭାବ। ଭଲ ସିନେମା ନିର୍ମାଣର ଧାରା ବନ୍ଦ । ଏମିତି ଅନେକ କାରଣରୁ ରାଜ୍ୟରେ ଏବେ ନିଶ୍ଚିହ୍ନ ହେବାକୁ ବସିଛି ସିନେମା ହଲ।

Cuttack Rail Station
Cuttack Rail Station: ନୂଆ ରୂପରେ, ନୂଆ ରଙ୍ଗରେ; କଟକ ରେଳ ଷ୍ଟେସନ ଲାଗୁଛି ଏୟାରପୋର୍ଟ... 

ସଜେଇ ହେଲାଣି କଟକ ରେଳ ଷ୍ଟେସନ। ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ସୁବିଧା। ଆରାମଦାୟକ ଚେୟାର, ଶୀତତାପ ନିୟନ୍ତ୍ରିତ ବିଶ୍ରାମାଗାର।

President Droupadi Murmu
President Droupadi Murmu: ଜନ୍ମମାଟି ମୋହରେ ଭାବବିହ୍ୱଳ ମହାମହିମ; ମଜିଲେ ସାନ୍ତାଳି ନାଚରେ, ବଖାଣିଲେ ବାଲ୍ୟ ସ୍ମୃତି

କେଉଁଠି ସାନ୍ତାଳୀ ନୃତ୍ୟ ସଂଗୀତରେ ଝଙ୍କୃତ ହେଉଛି ଗାଁ ଦାଣ୍ଡ ତ ଆଉ କେଉଁଠି ଝଟକୁଛି ହାତ ଅଙ୍କା ଝୋଟି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁର ପ୍ରତିଟି ମଣିଷଙ୍କ ଛାତି କୁଣ୍ଢେମୋଟ...ଗର୍ବିତ...ଉତଫୁଲ୍ଲିତ ।

Per Capita Debt:
Per Capita Debt: ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦ ହଜାରରୁ ଅଧିକ ...

ଗତକାଲି ପାରିତ ହୋଇଛି ଚଳିତ ଆର୍ଥିକ ବର୍ଷ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।

Obscene Acts in Jatra
Obscene Acts in Jatra: କଠୋର ହେଲେ ସରକାର, ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳତା

ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳ ନୃତ୍ୟ । ଏ ନେଇ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା ।

Daughter-in-Law
Manvasa guruvar: ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।