• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Women

Bengaluru Bus
ଝରକା ଖୋଲିଦେଲେ ବୋଲି ଚପଲରେ ସେକାସେକି ହେଲେ ମହିଳା

ଚପଲରେ ଆକ୍ରମଣ, ତାହା ପୁଣି ବସ ଭିତରେ । ଦୁଇ ଜଣ ମହିଳା ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଟଣାଭିଡ଼ା, ପିଟାପିଟି... ଉପରେ ଚପଲରେ ସେକାସେକି ।

Flowers
୪୦ ପରିବାର ମୁହଁରେ ହସ ଫୁଟାଇଲା ଗେଣ୍ଡୁ ଫୁଲ

କେବଳ ଫୁଲ ନୁହଁ ୩ ଏକର ଜମିରେ କୋବି ଚାଷ କରି ବି ସ୍ୱାବଲମ୍ବୀ ହେଉଛନ୍ତି ମହିଳା। ବଡମ୍ବା ବ୍ଲକ ମାନପୁର ଗାଁର ମହିଳା ଗୋଷ୍ଠୀ ମାନେ ଏକଜୁଟ ହୋଇ ଏହାର ଲାଭ ଉଠାଉଛନ୍ତି। ତେବେ କୋବି ଗୁଡିକୁ ପାଖ ମାର୍କେଟ ସହ ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ଭଳି ସହରକୁ ମଧ୍ୟ ପଠାଇ ଭଲ ଦୁଇ ପଇସା ଲାକ୍ଭ କରୁଥିବା କହିଛନ୍ତି ମହିଳା।

Budget
ମୋଦି ସରକାରଙ୍କ ନିର୍ବାଚନୀ ବଜେଟ୍, ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରର ଜୋର୍

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।

Young man from Bihar stabbed a woman
ପ୍ରେମିକର ଛୁରା ମାଡ଼ରେ ଗୁରୁତର ପ୍ରେମିକା, ଅଭିଯୁକ୍ତ ଫେରାର

ପ୍ରେମ ଯେତେବେଳେ ତିକ୍ତତାର ନିଆଁରେ ହୁଏ ଦଗ୍ଧ, ପ୍ରେମରୁ ଯେତେବେଳେ ଫୁଟେ ଆକ୍ରୋଶର ଲାର୍ଭା, ସେତେବେଳେ ଛୁରୀ ମାଡ଼ କରିବାକୁ ପଛାଏ ନାହିଁ ମନର ମଣିଷ ।

Women special how to look younger after age of 30 naturally
Women Special: ଏହି ୬ଟି ଟିପ୍ସ ମାନିଲେ ମହିଳାମାନେ ସବୁବେଳେ କମ ବୟସର ଲାଗିବେ

ସୁନ୍ଦର ଆଉ ଫିଟ୍ ରହିବା ସବୁ ବୟସର ମହିଳାମାନଙ୍କର ସ୍ୱପ୍ନ। ଯଦି ଆପଣ ୩୦ ବର୍ଷ ବୟସରୁ ନିଜ ଚର୍ମକୁ ନେଇ ସାବଧାନ ରୁହନ୍ତି ତେବେ ଏଥିରେ କୁଞ୍ଚନ ଦେଖାଯିବା ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରାକୃତିକ ଉପାୟରେ ବାର୍ଦ୍ଧକ୍ୟର ସମସ୍ୟାକୁ ହ୍ରାସ କରିପାରିବେ।

kalashi
ଗାଁରେ ଲାଗିଛି କାଳଶି; ଆଶ୍ଚର୍ଯ୍ୟ କରୁଛି ନିଆଁ ଗିଳା ସହ ନିଆଁରେ ଚାଲିବା ଦୃଶ୍ୟ

ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି ।

naxal attack
ସୀମାରେ ରେଡ୍ ବେଳେ ଲାଲବାହିନୀ ଶିବିରରୁ ମିଳିଲା କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍

ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ୱାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କ’ଣ ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ । ଯେଉଁଠି ପୁଳାପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି ପାଇଛି ପୋଲିସ୍ ।

Maharastra
ଏହି ସରକାରଙ୍କ ବଡ଼ ଘୋଷଣା; ଚାଷୀଙ୍କୁ ମିଳିବ ୬ ହଜାର, ମହିଳାଙ୍କ ପାଇଁ ଅଧାହେଲା ବସ୍‌ ଭଡ଼ା

ରାଜ୍ୟର ବାର୍ଷିକ ବଜେଟ୍ ୨୦୨୩-୨୪ ଉପସ୍ଥାପନ ହୋଇଛି । ମହାରାଷ୍ଟ୍ର ସରକାରର ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାକୁ ଘୋଷଣା କରିଛନ୍ତି ।

Monkey mourns demise of woman in Jagatsinghpur
ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

Women in Deogarh ransack Govt liquor shop
ମଦଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା, ସରକାରଙ୍କୁ ଦେଲେ ଚେତାବନୀ

ମଦ ପାଇଁ ଘରେ ସବୁବେଳେ ଝଗଡା । ତେଣୁ ମହିଳାମାନେ ତିଲେଇବଣିରେ ଗର୍ଜନ କରି ଭାଙ୍ଗିଲେ ସରକାରୀ ମଦଭାଟି ।

News Fuse- Workers Of Women SHG Unearth Country Liquor From Underground Tunnel
ଏ ଗାତରେ କେତେ ପଶିଛି? କଣ ଜମା ବୋତଲ ସରୁନି...

ଆରେ ଆରେ !! ଏ ଗାତରେ ଭିତରେ ଏତେ ଢକଲମ ପୂରାଇଲା କିଏ? ଇଏ କଣ ଗାତୁଆ ସାପ ପରି ସବୁ ଗୁଡ଼େଇ ତୁଡ଼େଇ ହୋଇ ରହିଛନ୍ତି? ସେପଟୁ ପୁଣି କିଏ କହିଲାଣି ଲମ୍ବା ହାତ ଯାହାର ସିଏ ଆସୁ ଆଗକୁ...

Making News ।2 Women Pleads Not Guilty For Shoplifting
ରହ ରହ !! ତୋ ଦୋକାନକୁ କେହି ଯିବୁନି, ସବୁ ସେଇ କାଳିଆ ଦୋକାନରେ ପଶିବୁ

ତୁ ବହୁତ କଥା କହୁଛୁ, ମୋ ନାଁରେ କମ୍ପ୍ଲେନ୍‌ କରିବୁ ନାଇଁ। ରହରେ ପୁଅ...ଆମେ ତୋ ଦୋକାନକୁ କେହି ଯିବୁନି। ସବୁ ସେଇ କାଳିଆ ଦୋକାନରେ ଯାଇ ପଶିବୁ। ବେପାର ନା ଚୋପା ଟେ ହେବ

Cabinet clears push to raise marriage age of women from 18 to 21
ଏଣିକି ୨୧ ନହେଲେ ବାହା ହେବେନି ଝିଅ

ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

BJD Women Wing Stages Protest In Bhubaneswar Over Price Hike Of Cooking Gas
ଦରଦାମ ବୃଦ୍ଧିକୁ ନେଇ ବିଜେଡିର ଧାରଣା

ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି ।

Women In Keonjhar\'s Banshapal Ransack Govt Liquor Counter
ଭାଙ୍ଗିଦେଇଗଲେ ସବୁ ମଦ ବୋତଲ

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ I ସରକାରୀ ମଦ ଦୋକାନରେ ବ୍ୟାପକ ଭଙ୍ଗାରୁଜା I କେନ୍ଦୁଝର ଜିଲ୍ଲା ହାଟପଦାରେ ତାତିଲେ ମହିଳା