ବର୍ତ୍ତମାନର ଯୁବକ ଯୁବତୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ଚୁଟି ଝଡ଼ିବା ଓ ଚୁଟି ପାଚିବା। ସେଥିପାଇଁ କିଏ କେତେ ପ୍ରକାର ତେଲ ଲଗାଉଛନ୍ତି, ପୁଣି କିଏ କିଏ ଔଷଧ ଖାଉଛନ୍ତି। ତେବେ କୌଣସି ଉପଚାର କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚୁଟିର କିସମ ବା ପ୍ରକାର ଜାଣିବା ନିହାତି ଜରୁରୀ । ଜାଣିଲେ ତାହା ଆପଣଙ୍କୁ ଔଷଧ ପ୍ରୟୋଗରେ ସାହାଯ୍ୟ କରିବ।
ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି ।
ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର୍ ବସ୍ ! ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଶାନା କରିବା ସହ ମହିଳା କର୍ମୀଙ୍କ ଦରମା ବନ୍ଦ କରିବାକୁ ସରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହାର ଜବାବ ଦେଇଛି ବିଜେପି।
ରାଜ୍ୟରେ ନୂଆ ସରକର ଆସିବାର ପରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେଲା । ଆଉ ସେହି ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିଲା । ହେଲେ ବଞ୍ଚିତ ହେଲେ ସୌରା ସମ୍ପ୍ରଦାୟ ଲୋକେ ।
ବିଧାନସଭାରେ ଦାଶରଥୀ ଓ ରାଜନଙ୍କ ଯୁକ୍ତିତର୍କ । ଏଭଳି ଅବସ୍ଥା ଦେଖି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପବିତ୍ର ସାଉଁଟା ଉଭୟ ଦାଶରଥୀ ଓ ରାଜନଙ୍କୁ ବୁଝାଇଥିଲେ ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି।
ନିଜ ବୁଢା ବାପାର ସୁଖ ପାଇଁ ଚରମ ତ୍ୟାଗ କଲେ ତାଙ୍କ ଯୁବା ପୁତ୍ର । କେବେବି ବିବାହ କରିବେନି ବୋଲି ବଜ୍ର ଶପଥ ନେଇଥିବା ଯୁବରାଜ ପୁଣି କାହିଁକି କଲେ ତିନି ରାଜକନ୍ୟାଙ୍କ ଅପହରଣ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ ।
ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ ।
କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।
ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l
ଦେବଦତ୍ତଙ୍କ ADIPL ଅଫିସ ସିଲ୍ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ସିଲ ହୋଇଛି । ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ ।
ଗତ ସରକାରରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି ଓଡିଶା ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବାର ସବୁଠାରୁ ବଡ ଲକ୍ଷ୍ୟ ଥିଲା ରାଜ୍ୟକୁ ବେକାରୀ ଓ ବେରୋଜଗାରୀ ଦୂର କରି ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା । ଏହା ପୂର୍ବରୁ ଓ ପରେ ମଧ୍ୟ ଦେଶ ବିଦେଶରୁ ଅନେକ ଶିଳ୍ପ କମ୍ପାନୀ ଓଡିଶାକୁ ଆସିଛନ୍ତି ।
କଟକ ସହରରେ ବାରମ୍ବାର ଡ୍ରେନ୍ ଦୁର୍ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷା ଉପକରଣରେ କେମିତି ଚାଲିଥିଲା ଡ୍ରେନ୍ ନିର୍ମାଣ।
ସୂଚନା ଅନୁସାରେ, କିଛି ଅଣ ଛାତ୍ର ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ପାସ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି ।
ଯଶୋବନ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ତାଙ୍କର ମହାପ୍ରୟାଣ ଦିନ ଜଗନ୍ନାଥ ଏଠାକୁ ଆସି ତାଙ୍କୁ ଦର୍ଶନ ଦେବାକୁ ସେ ବର ମାଗିଥିଲେ ।
ଦୀର୍ଘ ୪୩ ବର୍ଷର ସଂଘର୍ଷ ପରେ ବି ସେ ଆଜି ଥକି ପଡ଼ିନାହାନ୍ତି । ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ି ଚାଲିଛନ୍ତି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ କଥା ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରିନି l
ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଗଲାଣି ।
ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ରାସ୍ତାରେ ଫସିଗଲା ଚାଉଳ ବୋଝେଇ ଟ୍ରକ । କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ।
ବିଧାନସଭାରେ ଆଜି ନାମାଙ୍କନ ଦାଖଲ କରିବେ ସୁଜିତ କୁମାର। ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିବେ।
କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...