• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road

Taptapani Ghat
ଘାଟିରେ ଜଗିଛି ଯମ...

ଇଏ ହେଉଛି ପ୍ରାକୃତିକ ଶୋଭାରାଜି ଭରା ତପ୍ତପାଣି ଘାଟି... ଗଞ୍ଜାମ ଗଜପତି ସୀମାନ୍ତ ପାହାଡ଼ର ପାଦ ଦେଶରେ ରହିଥିବା ଏହି ଘାଟି ଦେଇ ଦିନକୁ ହଜାର ହଜାର ଯାନବାହନ ଚଳାଚଳ ହୋଇଥାଏ। ଏ ଘାଟି ଅଞ୍ଚଳରେ ଯାତ୍ରା କରିବା ଯେତିକି ମନୋରମ ସେତିକି ଭୟାବହ... କାରଣ ଏଇ ରାସ୍ତାରେ ଜଗି ରହିଥାଏ ମୃତ୍ୟୁ ରୂପୀ ଯମ... ସଡ଼କ ଦୁର୍ଘଟଣାର ମରଣ ଯନ୍ତା ବସେଇ...

Self made road
ମୌଳିକ ସୁବିଧା ବି ଅପହଞ୍ଚ

ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।

Railway Bridge
ରେଳପଥ-ସ୍ଥଳପଥ ହେଲା, ଜଳପଥରେ କେବେ ...

ପୁରୀବାସୀଙ୍କୁ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାଟିଆପଡ଼ାଠାରେ ରେଳ ଓଭର ବ୍ରିଜ୍ ନର୍ମାଣ ଲାଗି ଜୋରସୋରରେ ଆଗେଇ ଚାଲିଛି କାମ । ଏପଟେ ପୁରୀରୁ କୋଣାର୍କକୁ ଟ୍ରେନ୍ ଗଡ଼ିବା ନେଇ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିସାରିଛନ୍ତି ।

Nagin dance on road - News Fuse
ବାଃ ବାଃ...ରାସ୍ତାରେ ହର୍ଣ୍ଣ ବାଜିଲା, ଏମାନେ ନାଗିନ ନାଚିଲେ...

ଭିଜା ଭିଜା ପାଗରେ ଲାଗେ ଭାରି ମଜାରେ। ୱା ୱା...ରାସ୍ତାରେ ହର୍ଣ୍ଣ ଦେଲା ଟ୍ରକ୍‌, ଅନ୍‌ କଣ୍ଟ୍ରୋଲ ହେଲେ ପଲେ ପିଲା। ବାସ୍‌ ତା’ପରେ ଦେଖୁନାହାନ୍ତି କେମିତି ଆରମ୍ଭ କରିଦେଲେ ନାଗିନ ଡ୍ୟାନ୍ସ...

News Fuse - Road turns into river, thanks to govt
ଇଲୋ ଇଲୋ....ପିଏଚ୍‌ଡ଼ି ବାଲାଙ୍କ ଝର ଫିଟିଗଲା...

ମୋ ବୋଉଲୋ। ଆଲୋ ଏଇ ରାସ୍ତାରେ ମହାନଦୀ କୁଆଡ଼ୁ ଆଇଲା କିରେ? ଏତେ ଜୋର୍‌ରେ କ’ଣ ପାଣି ମାଡ଼ି ଆସିଲାଣି? ନାରଣ...ମାରିଦେବୁ କି? ବିନା ଟେନ୍‌ସନ୍‌ରେ ବୁଢୀ ମାଉସୀ କିନ୍ତୁ ଅଖା ଧୋଇ ଶୁଖେଇଲାଣି, ଦେଖୁନୁ ଟିକିଏ.....

News Fuse | Brother Beats Sister’s BF On Road
ଭଉଣୀ ପ୍ରେମ କଲା ବୋଲି... ବିଚ୍‌ ରାସ୍ତାରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ

ଭଉଣୀ ପ୍ରେମ କଲା ବୋଲି...ରାସ୍ତା ଉପର, ବିଚ୍‌ ବଜାରରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ। ସ୍ଥାନକାଳ ପାତ୍ର କିଛି ଦେଖିଲାନି, ଭିଡ଼ିଓ ହେଉଛି ଭାଇରାଲ…

Yojana Ra Hariloot । Road Turns Into Death Trap In Pattamundai
ରାସ୍ତାରେ ମୂଳରୁ ମୁଠାଏ ମାଟି ପଡିନି, କିନ୍ତୁ ବିଲ୍‌ କରି ଖାଇଗଲେ ୧୭ ଲକ୍ଷ...

ଏ ରାସ୍ତାକୁ ଟିକିଏ ଭଲରେ ଦେଖନ୍ତୁ...ମୂଳରୁ ମାଟି ମୁଠାଏ ପଡ଼ିନି କିନ୍ତୁ କାମ ପାଇଁ ବିଲ୍‌ ହୋଇଛି ୧୭ ଲକ୍ଷ ଟଙ୍କା...ଜଣାପଡ଼ିବା ପରେ ଏବେ ପଡୁଛି ପ୍ୟାଚ୍‌...