/odishatv-khabar/media/post_attachments/uploadimage/library/16_9/16_9_0/Panchang_1733799299.jpg)
Panchang
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ଦିବା ୦୧.୧୯ ଗତେ ବୃଷ । ତିଥି-୧୩ଶୀ ରାତ୍ରି ୦୭.୪୦ ଗତେ ୧୪ଶୀ। ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୧.୧୯ ଗତେ ବିଛା ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ପ୍ରାତଃ ୦୭.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୫.୪୭ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ–୦୬.୧୬ ରୁ ୦୬.୫୯
ପ୍ରାତଃ-୦୭.୪୨ ରୁ ୦୮.୫୮
ଦିବା-୧୨.୦୨ ରୁ ୦୨.୫୫
ଦିବା-୦୩.୩୮ ରୁ ୦୫.୦୫
ସନ୍ଧ୍ୟା-୦୫.୫୮ ରୁ ୦୮.୨୩
ରାତ୍ରି- ୧୨.୦୭ ରୁ ୦୧.୫୩
ରାତ୍ରି-୦୨.୪୫ ରୁ ୦୪.୩୧
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୯ ରୁ ୧୧.୪୦
କାଳବେଳା- ଦିବା ୧୦.୧୯ ରୁ ୧୧.୪୦
ବାରବେଳା- ଦିବା ୦୮.୫୮ ରୁ ୧୦.୧୯
କାଳରାତ୍ରି- ରାତ୍ରି ୦୮.୨୩ ରୁ ୧୦.୦୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)