ବ୍ୟାଡମିଣ୍ଟନ କର୍କ ଆକୃତିର ବିରାଟ ଷ୍ଟାଡିୟମ୍। ବିଶ୍ବସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ'। ରାତିରେ ଉଡନ୍ତା କର୍କ ଭଳି ଲାଗୁଥିବା ହାଇ ପରଫରମାନ୍ସ ସେଣ୍ଟରରେ ଏବେ ଲାଗିବ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ଗହଳି।
ପରାଜୟ ପରେ ଅଲିମ୍ପିକ୍ସରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଅଶ୍ୱିନୀ ପୋନାପ୍ପା । ପ୍ୟାରିସରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ନିରାଶ ହେବାପରେ ଅବସର ଘୋଷଣା ।
ଦମଦାର ବିଜୟରୁ ପ୍ୟାରିସ୍ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ । ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସିଧାସଳଖ ସେଟ୍ ରେ ବିଜୟୀ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି। ହାତରେ ରାକେଟ୍ ଧରି ସାଇନାଙ୍କ ସହ ବେଶ୍ କିଛି ସମୟ ପେଷାଦାର ଖେଳାଳି ଭଳି ଖେଳିଥିଲେ ରାଷ୍ଟ୍ରପତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି।
ସାତ୍ଵିକ-ଚିରାଗଙ୍କୁ ବଡ଼ ସଫଳତା । ଚାଇନିଜ୍ ତାଇପେ ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ ।
ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।
କେବେବି ଦେଖି ନଥିବେ ଏମିତି ବ୍ୟାଡ୍ମିଣ୍ଟନ୍ ଖେଳ। ଦୁଇ ଜଣ ଝିଅ ସିନା ଖେଳୁଛନ୍ତି ହେଲେ ସେମାନଙ୍କ ପାଖରେ ଅଛି ଗୋଟିଏ ରାକେଟ୍। ଆପଣ ଭାବୁଥିବେ ଏହା କିପରି ସମ୍ଭବ। ଦେଖନ୍ତୁ ଏହି ଭିଡିଓ।
ସେ ପୂର୍ବରୁ ସାରା ଓଡ଼ିଶାରେ ୧ ନମ୍ବର ରାଙ୍କରେ ରହିଥିବା ବେଳେ ଏଥର ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ଅକ୍ତିଆର କରି ରଖିଛନ୍ତି ।
ରାକେଟ, କର୍କ, ନେଟ୍ ଓ ପଡିଆରେ ବିତେ ଅଧିକାଂଶ ସମୟ। ପିଲାଟି ବେଳୁ ସଂଘର୍ଷ କରି ପାଇଲେ ସଫଳତା। ଏବେ ଖେଳାଳିରୁ ବନିଗଲେଣି ରେଫରି। ବ୍ୟାଡମିଣ୍ଟନ୍ କୋଚ୍ ରୀତା ଦାଶ ଆଜି ଆମ ପାଇଁ ପ୍ରେରଣା...
ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଋତପର୍ଣ୍ଣା ୨୦୧୯ରୁ ୨୦୨୧ ମଧ୍ୟରେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିିତାରେ ଦେଶର ପ୍ରତିନିଧିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲେଇଛନ୍ତି। ଋତପର୍ଣ୍ଣାଙ୍କ ସମେତ ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱାସ୍ତି ସିଂ ଉପବିଜେତା ହୋଇଛନ୍ତି।
ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।