/odishatv-khabar/media/post_attachments/uploadimage/library/16_9/16_9_0/Panchang_1733799299.jpg)
Panchang
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୨ ଶୀ ରାତ୍ରି ୧୦ .୨୬ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୨୭ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ–୦୬.୧୫ ରୁ ୦୭.୪୨
ସନ୍ଧ୍ୟା-୦୫.୫୭ ରୁ ୦୯.୨୮
ରାତ୍ରି- ୦୧.୧୯ ରୁ ୦୩.୩୮
ନିଶାନ୍ତ- ୦୪.୩୦ ରୁ ୦୬.୧୬
ଅଶୁଭ ସମୟ
ରାହୁକାଳ- ଦିବା ୦୧.୦୧ ରୁ ୦୨.୨୨
କାଳବେଳା- ଦିବା ୦୨.୨୨ ରୁ ୦୩.୪୪
ବାରବେଳା- ଦିବା ୦୩.୪୪ ରୁ ୦୫.୦୫
କାଳରାତ୍ରି- ରାତ୍ରି ୧୧.୪୦ ରୁ ୦୧.୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)