• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Senior Citizens

Senior Citizens Marriage
Senior Citizens Marriage: ପିଲାଏ କଲେ ବାପାମାଆଙ୍କ ବିବାହ

ହୋମ ଯଜ୍ଞ ଚାଲିଛି...ମଙ୍ଗଳ ଧ୍ବନି ବାଜୁଛି,,, ବର କନ୍ୟା ମନ୍ତ୍ର ପାଠ ସହ ପରସ୍ପରକୁ ବାହା ହେଉଛନ୍ତି। ସାଧାରଣ ଭାବେ ଗଣ ବିବାହ ଏଇଭଳି ହିଁ ହୁଏ। ତେବେ ଏଠିକାର ବିଶେଷତ୍ବ ଏୟା ଯେ... ଏଠି କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ଦଂପତି ହିଁ ପୁନର୍ବାର ବାହା ହେଉଛନ୍ତି । ତା ବି ସେମାନଙ୍କ ପିଲାମାନେ ହିଁ ବାହାଘର କରାଉଛନ୍ତି ।

Senior Citizens
General Election 2024: ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା; ଘରେ ରହି ଦେବେ ଭୋଟ

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର।

SBI special fixed deposit scheme
ବରିଷ୍ଠ ନାଗରିକଙ୍କ ପାଇଁ SBIର ସ୍ପେଶାଲ ସ୍କିମ୍‌; ସେପ୍ଟେମ୍ବର ୩୦ ଯାଏଁ କରିପାରିବେ ଡିପୋଜିଟ୍‌

ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି SBI ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରୁଛି । ଯାହାଦ୍ୱାରା ବରିଷ୍ଠନାଗରିକମାନେ ଅନେକ ଲାଭ ପାଇପାରିବେ । ଏହି ଯୋଜନାର ନାଁ ହେଉଛି SBI WeCare Deposit Scheme

Odisha Begins Administering COVID-19 Vaccine \'Precaution Dose\' To Healthcare, Frontline Workers, Senior Citizens
ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌

ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍‌ ଡୋଜ୍‌, ଜାଣନ୍ତୁ କେଉଁମାନେ ଓ କେମିତି ନେବେ ଟିକା?

achutya
କିସ୍ କର୍ତ୍ତୃପକ୍ଷ ବଳପୂର୍ବକ ଜମି ମାଡି ବସିଥିବା ପ୍ରସଙ୍ଗ : ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜଧାନୀର ବରିଷ୍ଠ ନାଗରିକଙ୍କ ଫେରାଦ

ଭୁବନେଶ୍ୱର : କିସ୍‌ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି ଏବେ ଠିଆ ହୋଇଛି କିଟ୍ ଜଗନ୍ନାଥ ମନ୍ଦିର। ସ୍ୱାମୀ ଜମି ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ। ଆଉ ଏବେ ଅଧିକାର ପାଇଁ ସେ ଲଢୁଛନ୍ତି। ଏଭଳି […]