ଦେଢ଼ ବର୍ଷ ତଳର କଥାକୁ ମନେ ରଖିଛି ଗାଈଟିଏ । ଅଟୋଟି ଯୁଆଡେ ଯାଉଛି ଗାଈଟିଏ ଗୋଡ଼ାଇ ଚାଲିଛି । ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହିବି ନାହାନ୍ତି ।
ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍ ପୂରା କାର୍ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍
ଆଶ୍ଚର୍ଯ୍ୟ ! ଫୁଲ ସ୍ପିଡ୍ରେ ଚାଲୁଥିଲା ଗାଡ଼ି...ହଠାତ୍ ପଙ୍କଚର ହେଲା ଟାୟାର । ଗାଡି ରଖିଲେନି ବରଂ ଚାଲୁଚାଲୁ ଚେଞ୍ଜ ହୋଇଗଲା ଟାୟାର୍ । ଭାଇରାଲ ହେଲା ଭିଡିଓ