/odishatv-khabar/media/post_attachments/uploadimage/library/16_9/16_9_0/Panchang_1734404580.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଚନ୍ଦ୍ର-ମିଥୁନ ସନ୍ଧ୍ୟା ୦୬.୪୮ ଗତେ କର୍କଟ,ତିଥି-୨ୟା ଦିବା ୧୦.୫୬ ଗତେ ୩ୟା,ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୪୮ ପର୍ଯ୍ୟନ୍ତ,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦିବା ୧୦.୫୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ପ୍ରାତଃ–୦୬.୧୮ ରୁ ୦୭.୦୧
ଦିବା-୦୯.୦୦ ରୁ ୧୧.୨୧
ସନ୍ଧ୍ୟା-୦୫.୦୭ ରୁ ୦୬.୪୬
ରାତ୍ରି-୦୮.୨୫ ରୁ ୦୮.୩୮
ରାତ୍ରି-୦୯.୩୧ ରୁ ୧୨.୦୯
ରାତ୍ରି-୦୧.୫୫ ରୁ ୦୩.୪୦
ନିଶାନ୍ତ-୦୪.୩୩ ରୁ ୦୬.୧୯
ଅଶୁଭସମୟ:
ରାହୁକାଳ- ଦିବା ୦୨.୨୫ ରୁ ୦୩.୪୬
କାଳବେଳା- ଦିବା ୦୧.୦୩ ରୁ ୦୨.୨୫
ବାରବେଳା-ପ୍ରାତଃ ୦୭.୩୯ ରୁ ୦୯.୦୦
କାଳରାତ୍ରି- ସନ୍ଧ୍ୟା ୦୬.୪୬ ରୁ ୦୮.୨୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)