ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଉଭୟଙ୍କ ମଧ୍ୟରେ ବୟସର ଫରକ ୨୨ ବର୍ଷ ଥିଲେବି ପ୍ରେମ ଆଗରେ ସବୁ ସମସ୍ୟା ହାର ମାନିଥିଲା।
ପ୍ରେମିକକୁ ସିନ୍ଧୁକରେ ଲୁଚାଇ ରଖିଥିଲେ ବିବାହିତ ମହିଳା ଜଣକ । ହେଲେ ସନ୍ଦେହ ହେବାରୁ ପରିବାର ଲୋକ ପୋଲିସକୁ ଡାକିଥିଲେ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୪୦୦ ଟଙ୍କା ରହିଛି
ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍ନିକ୍ ସାରି ବସ୍ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି।
କୁନି କୁନି ପିଲାଙ୍କୁ ଦୁର୍ଘଟଣା ରୋକିବା ଚିନ୍ତା, ତିଆରି କଲେ ସ୍ମାର୍ଟ ହେଲେମେଟ୍ ।
ବିମାନଟି କେରଳର କାଲିକଟରୁ ଉଡ଼ାଣ ଭରିଥିଲା। ଦୁବାଇ ବିମାନ ବନ୍ଦରରେ ପହଁଚୁ ପହଁଚୁ ବିମାନରୁ ଏକ ସାପ ବାହାରିଥିଲା।
ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ହିମାଚଳପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଦୁଇ ଦିନ ହେଲା ଜୋରଦାର କସରତ ଚାଲିଥିଲା।
ବାତ୍ୟା ମାଣ୍ଡୋସ୍ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ।
ଏସି ମରାମତି କରୁଥିବା ଜଣେ ବ୍ୟକ୍ତି ରେସିଡେନ୍ସିଆଲ୍ ବିଲ୍ଡିଂର ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାଭି ମୁମ୍ବାଇରେ ଏହି ଲଜ୍ଜାକର ଘଟଣା ଘଟିଛି।
ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ
ପଞ୍ଜାବର ତରନ ତାରନରେ ଥିବା ଗୋଟିଏ ପୋଲିସ୍ ଷ୍ଟେସନ ଉପରେ ରେକଟ ଲଞ୍ଚର ଦ୍ୱାରା ଗ୍ରେନେଡ ମାଡ଼ କରାଯାଇଛି।
ହାତରେ ବାଡ଼ି, ଆଖିରେ ରାଗ...ସେହି ସମୟରେ ଯିଏବି ସାମ୍ନାକୁ ଆସୁଥିଲେ କି ଅଟକାଇବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କୁ ପିଟି ଚାଲୁଥିଲେ। ଘର ଭିତରେ ପଶି ଜୋରଜବରଦସ୍ତ ୨୪ ବର୍ଷୀୟ ଯୁବତୀଙ୍କୁ ଉଠାଇ ନେଇଥିଲେ କିଛି ଯୁବକ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୫୫୦ ଟଙ୍କା ରହିଛି
ସେବା ଯୋଗାଇବା ନାଁରେ ଚୋରି କରନ୍ତି ଡାଟା
ପ୍ରାୟ ୬ ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ କବଜାରେ
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି।
୪୦୦ ଫୁଟ୍ ଗଭୀର ବୋର୍ୱେଲ୍ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ।
ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଟେନସେନ ବଢ଼ି ଯାଇଛି। ଦଳ ସରକାର ଗଠନ କରିବାକୁ ଯାଉଥିବାରୁ ହାଇକମାଣ୍ଡ ଖୁସି ହେଉଛନ୍ତି। ହେଲେ ନିର୍ବାଚନ ଜିତିବା କ୍ଷଣି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି।
ଏପରି ଏକ ବିବାହ, ଯେଉଁଠି ଖୁବ୍ ଧୁମଧାମରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ କନ୍ୟାଦାନ ପରମ୍ପରା ହୋଇନି ।
ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ଏହି ସମାରୋହର ଆୟୋଜନ କରାଯାଇଛି ।
ଏବେ ରାକ୍ଷୀଙ୍କ ଭବିଷ୍ୟତ କ’ଣ ହେବ ? ବାହାଘର ଦିନ ଧୋକା ଦେଲା ବର