• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

PSLV-C54 takes off from Satish Dhawan Space Centre in Sriharikota
ଇସ୍ରୋର ଐତିହାସିକ ମିଶନ: ମହାକାଶକୁ ଗଲା PSLV-C54 ରକେଟ୍

୯ଟି ସାଟେଲାଇଟ୍‌କୁ ନେଇ PSLV-C54 ଉତ୍‌କ୍ଷେପଣ କରାଯାଇଛି। ଓସେନ୍‌ସାଟ୍‌ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍‌ ଇସ୍ରୋ ପଠାଇଛି।

  • Saturday, 26 November 2022
  • ISRO
satyndra jain new video
କେବେ ଘଷାମୋଡ଼ା କେବେ ଖଟି ! ଜେଲ ଭିତରେ ସୁପରିଟେଣ୍ଡେଣ୍ଟଙ୍କ ସହ ଗପସପ କରୁଛନ୍ତି ସତ୍ୟେନ୍ଦ୍ର ଜୈନ୍

ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୩ ଜଣ ବ୍ୟକ୍ତି ଖଟି କରୁଥିବା ଭିଡିଓ ଭାଇରାଲ୍‌ ।

  • Saturday, 26 November 2022
Constitution Of India
କାହିଁକି ଓ କେବେଠୁ ପାଳନ ହେଉଛି ଭାରତୀୟ ସମ୍ବିଧାନ ଦିବସ?

ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।

26/11 Mumbai Attack
ଭୁଲି ହେବ ନାହିଁ ୨୬/୧୧ର ସେହି କାଳ ରାତି ! ଆତଙ୍କୀ ରଚିଥିଲେ ନରସଂହାର

୨୬/୧୧(26/11 Mumbai Attack) କଳାଦିନକୁ ପୂରିଲା ୧୪ ବର୍ଷ । ଆଜି ବି କାନରେ ପଡ଼ୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର କରୁଣ ସ୍ୱର

Suitcase With Body Parts Found in Haryana Forest
ମିଳିଲା ସୁଟ୍‌କେସ୍‌ ଭିତରେ ଖଣ୍ଡ ଖଣ୍ଡ ଶରୀର ! ଶ୍ରଦ୍ଧା ମର୍ଡର ସହ ଲିଙ୍କ୍‌ ନେଇ ସନ୍ଦେହ...

ଫରିଦାବାଦରୁ ଅଞ୍ଚଳରୁ ଏକ ସନ୍ଦେହଜନକ ସୁଟ୍‌କେସ୍‌ ମିଳିଛି। ଏହା ଭିତରେ ମୃତଦେହର କିଛି ଅଂଶ ଥିବା ଜଣାପଡ଼ିଛି। ତେଣୁ ଏହି ଘଟଣା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା ସହ ଲିଙ୍କ୍ ଥାଇପାରେ ବୋଲି  ପୋଲିସ୍‌ ସନ୍ଦେହ କରୁଛି।

constable
ଚଳନ୍ତା ଗାଡି ସାମ୍ନାକୁ ଆସି...ଚୋରକୁ ଧରିଲେ ଦିଲ୍ଲୀ କନେଷ୍ଟବଳ

ସାବାସ୍‌ !! ପୋଲିସ୍‌ ହେବ ତ ଏମିତି...ଚଳନ୍ତା ଗାଡି ସାମ୍ନାକୁ ଆସିଲେ, ଚୋରକୁ ଧରିଲେ...ଭାଇରାଲ ହେଲା କନେଷ୍ଟବଳଙ୍କ ସାହସିକତାର ଭିଡିଓ

15-yr-old govt vehicles will be scrapped, policy sent to states
ରାସ୍ତାରେ ଗଡ଼ିବନି ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି

ଏ ସମ୍ପର୍କିତ ନିୟମାବଳୀ ସବୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।

Amitabh Bachchan
ମେଗାଷ୍ଚାରଙ୍କ ଗରିମା ବଜାୟ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ

ଅମିତାଭଙ୍କ ନାଁ, ଚେହେରା, କଣ୍ଠସ୍ବର... ସବୁର ରହିଛି ନିଜସ୍ବ ପରିଚୟ, ଅମାପ ଲୋକପ୍ରିୟତା। 

Viral Video
ଚଳନ୍ତା ଗାଡ଼ିରୁ ଡେଇଁ ଫିଲ୍ମ ଷ୍ଟାଇଲ୍‌ରେ ଚୋରକୁ ଧରିଲେ କନଷ୍ଟେବଲ, ଦେଖନ୍ତୁ ଭିଡିଓ

ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ ।

gold price today
Today Gold Price- 25th Nov 2022: ବିବାହ ଋତୁରେ ବଢ଼ିଲା ସୁନା ଓ ରୁପା ଦର; ଜାଣନ୍ତୁ କେତେ ଅଛି ମୂଲ୍ୟ

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୭୩୦ ଟଙ୍କା ରହିଛି

67 Year Old Man Dies During Sex In Bengaluru
ଗର୍ଲଫ୍ରେଣ୍ଡ୍‌ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ

ଘଟଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍‌ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସ୍‌କୁ ଏହି ବ୍ୟାଗ୍‌ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା।

Shraddha murder
ଦୃଶ୍ୟମ ଫିଲ୍ମ ଦେଖି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲା ଅଫତାବ୍‌!

ଗତ ଦୁଇ ଦିନ ଧରି ପଲିଗ୍ରାଫ ଟେଷ୍ଟରେ ଶ୍ରଦ୍ଧା ମର୍ଡରର ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୃଶ୍ୟମ ଫିଲ୍ମ ଦେଖି ଆଫତାବ ଭିଆଇଥିଲା ଏହି କାଣ୍ତ ।

Banks To Be Remain Closed For 13 Days In December
ଡିସେମ୍ବରରେ ୧୩ ଦିନ ବ୍ୟାଙ୍କ ବନ୍ଦ ! ବ୍ୟାଙ୍କ ଯିବା ପୂର୍ବରୁ ଚେକ୍‌ କରି ନିଅନ୍ତୁ ଛୁଟି ତାଲିକା...

କେଉଁ କେଉଁ ଦିନ ଓ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଥାଏ। ପ୍ରତ୍ୟେକ ମାସ ପାଇଁ RBI ପକ୍ଷରୁ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ।

Aaftab Poonawala Used 5 Knives To Chop Up Girlfriend Shraddha
ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିବାକୁ ୫ଟି ଛୁରୀ ବ୍ୟବହାର କରିଥିଲା ଅଫତାବ୍‌, ମିଳିଲା ଛୁରୀ...

ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍‌ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍‌ ପୋଲିସ୍‌ ଆଗରେ କହିଛି।

Ashok Gehlot, Sachin Pilot
‘ପାଇଲଟ୍‌ କେବେ ମୁଖ୍ୟମନ୍ତ୍ରୀ ହେଇପାରିବେ ନାହିଁ’

ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।

Measles
ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ମାତୁଛି ମିଳିମିଳା

ମହାରାଷ୍ଟ୍ର, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ହରିୟାଣା ଓ କେରଳ ଆଦି ୬ଟି ରାଜ୍ୟରେ ମାତିଛି ମିଳିମିଳା । ତେବେ ମୁଣ୍ଡବିନ୍ଧାର କାରଣ ସାଜିଛି ମୁମ୍ବାଇ । ଛୋଟ ଛୁଆଙ୍କ ଜୀବନ ନେଉଛି ମିଳିମିଳା ।

Measles
ଶିଶୁଙ୍କୁ ମାରୁଛି ମିଳିମିଳା!! ମାସକ ଭିତରେ ଗଲାଣି ୧୩ ଜୀବନ

ମୁମ୍ବାଇର ୭ଟି ସ୍ଥାନକୁ ମିଳିମିଳା ହଟ୍‌ସ୍ପଟ୍ କୁହାଯାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ୨୩୩କୁ ବଢ଼ିଛି । ଆଖପାଖ ମାଲେଗା, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ବ୍ୟାପୁଛି ସଂକ୍ରମଣ ।

Jama Masjid
ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।

Koran
କୁନି ହିନ୍ଦୁ ଝିଅର ସୁନ୍ଦର କଣ୍ଠରେ କୋରାନ ପାଠ, ଜାଣନ୍ତୁ ପୁରା କାହାଣୀ...

ଥୋଡ଼ାନୁର ଉପଜିଳ୍ଳା କୋଝିକୋଡ଼େରେ ପକ୍ଷରୁ ଆୟୋଜିତ ହୋଇଥିଲା କଳା ପ୍ରତିଯୋଗୀତା । ଏଠାରେ କୋରାନ ପାଠ ପ୍ରତିଯୋଗୀତା କରାଯାଇଥିଲା ।

  • Thursday, 24 November 2022
  • Keral
Richa Chadha
ମହଙ୍ଗା ପଡ଼ିଲା ‘Galwan says hi ’ ଟ୍ୱିଟ୍ !ସମାଲୋଚନା ପରେ କ୍ଷମା ମାଗିଲେ ଅଭିନେତ୍ରୀ ରିଚା ଚଢ଼ା

ଭାରତୀୟ ସେନାକୁ ଇଙ୍ଗିତ କରି କ୍ଷମା ମାଗିଲେ ଅଭିନେତ୍ରୀ ।

Veg Chicken Shawarma
ଭେଜ୍‌ ବାରରେ ବି ଖାଇପାରିବେ କନ୍ନନଙ୍କ ଏହି ‘ଭେଜ୍‌ ଚିକେନ୍‌ ସୌରମା’

ଏହାର ଟେଷ୍ଟ ମଧ୍ୟ ଅବିକଳ ଚିକେନ୍‌ ସୌରମା ଭଳି ରହିବ । 

  • Thursday, 24 November 2022
Measles Outbreak In India
ରୁହନ୍ତୁ ସତର୍କ ! ବ୍ୟାପୁଛି ମିଳିମିଳା, ମାସକ ଭିତରେ ଗଲାଣି ୧୩ ଶିଶୁଙ୍କ ଜୀବନ

କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି। 

Death of Sushant Singh Rajput's ex-manager Disha Salian
CBIର ବଡ଼ ଖୁଲାସା- ଜଣାପଡ଼ିଲା କେମିତି ୧୪ ମହଲାରୁ ତଳେ ପଡ଼ିଥିଲେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା...

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ରହସ୍ୟ ଉପରୁ ଶେଷରେ ପରଦା ହଟିଛି। ଦିଶାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।

Cops Tells Rats Ate Marijuana Worth Rs 60 lakh
କ’ଣ ଏମିତି ବି ହୋଇପାରେ ? ଥାନାରେ ରଖିଥିବା ଡ୍ରଗ୍ସକୁ ଖାଇଗଲା ମୂଷା !

୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଘଟିଥିବା ଏକ ରିପୋର୍ଟରେ ପୋଲିସ୍‌ କହିଛି।