• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loan

Budget 2024
ବଜେଟ ୨୦୨୪: ଗବେଷଣା ପାଇଁ 'ଜୟ ଅନୁସନ୍ଧାନ'...୫୦ ବର୍ଷ ଯାଏଁ ବିନା ସୁଧରେ ଋଣ

୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ।

RBI issues new guidelines for loans
ଆପଣ ଲୋନ୍‌ ନେଇଛନ୍ତି କି ? ଜାଣି ରଖନ୍ତୁ ଏହି ନୂଆ ଗାଇଡ୍‌ଲାଇନ୍‌...

ଆପଣ ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌, ପର୍ସନାଲ୍‌ ଲୋନ୍‌ କରିଛନ୍ତି କି ? ତା’ହେଲେ ହୁଏତ ଏମିତି ହୋଇଥିବ ପାଖରେ ଟଙ୍କା ନଥିବାରୁ କିମ୍ବା ଅନ୍ୟ କାରଣ ଯୋଗୁ ଠିକ୍‌ ସମୟରେ ଆପଣ ଇଏମ୍‌ଆଇ(EMI) ଦେବାରେ ବିଳମ୍ବ ହୋଇଯାଇଥିବ।

Loan
୧୦ କୋଟି ଋଣ ଦେବେ କହି ସ୍କୁଲରୁ ଠକି ନେଲେ ୩୦ ଲକ୍ଷ !

ମଲ୍ଲିକାର୍ଜୁନ୍‌ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍‌ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍‌ମେଣ୍ଟକୁ ପ୍ରତିଶ୍ରୁତି ଦେଲେ ।

 Markfed after unable to repay loan amount
ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

ନିଲାମ ହେବ ମାର୍କଫେଡ୍ କୋଠା ! ସଂପତ୍ତି ବିକି ଋଣ ଶୁଝିବ ମାର୍କଫେଡ୍ ! ଡେଙ୍ଗୁରା ବାଡ଼େଇ କରାଗଲା ଘୋଷଣା। ଋଣର ପାହାଡ଼ ତଳେ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍- ମାର୍କଫେଡ୍। ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ମାର୍କଫେଡ୍‌ର ସେଇ ହତଭାଗା ମୁଖ୍ୟ କୋଠା, ଯାହାକି ଏବେ ନିଲାମୀ ଅପେକ୍ଷାରେ। ଆସନ୍ତା ଜାନୁଆରୀ ୨ରେ ଡକାଯିବ ନିଲାମୀ।

 Markfed after unable to repay loan amount
ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା?

Cyber Crime । Avoid Entertaining To Loan Oriented Calls & Messages
ଅନଲାଇନ ଲୋନ୍ ପଡିଲା ମହଙ୍ଗା, କାଙ୍ଗାଳ ହୋଇଗଲେ ସୁରଥ!

ଅନଲାଇନ ଲୋନ୍ ପଡି ସର୍ବସ୍ୱାନ୍ତ ହୋଇଗଲେ ସୁରଥ ବାରିକ। ୭୫ ଲକ୍ଷ ଟଙ୍କା ମାୟାରେ ପଡି ଗଲେ ଦିଲ୍ଲୀ। ହେଲେ ଫେରିଲେ ଖାଲି ହାତରେ...

loan
ବଢିଲା ମୁଣ୍ଡ ପିଛା ଋଣ ଭାର

ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।