• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

16-year-old dies while playing cricket in UP
ଖେଳ ପଡ଼ିଆରେ ଯୁବକଙ୍କ ହାର୍ଟ ଆଟାକ୍‌, ରନ୍‌ ପାଇଁ ଦୌଡ଼ୁ ଥିବାବେଳେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ...

କ୍ରିକେଟ ଖେଳୁ ଥିବାବେଳେ ଉତ୍ତର ପ୍ରଦେଶର କାନପୁର ସହରରେ ଜଣେ ୧୬ ବର୍ଷୀୟ ବାଳକଙ୍କ ଅଚାନକ୍‌ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ଘଟିଛି।

Gujarat BJP Record
ଗୁଜରାଟରେ ରେକର୍ଡ କଲା, ଇତିହାସ ଲେଖିଲା ବିଜେପି..

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି,  ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।

PM Modi attacks Congress in election victory speech
'ଜନତାଙ୍କ ନିକଟରେ ନତମସ୍ତକ, ଜନାଦେଶ ଅଭିଭୂତ କରିଛି'

ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ କହିଲେ ମୋଦି।

Gujarat Election
ଗୁଜରାଟରେ ପଦ୍ମର ପ୍ରଚଣ୍ଡ ବିଜୟ :୧୫୬ ଆସନରେ ଜିତି ବିଜେପିର ସର୍ବକାଳୀନ ରେକର୍ଡ

ମୋଦି ହାଓ୍ୱାରେ ହାତ ସାଫ୍, ଆପ୍ ବି ଏକଦମ୍ ଫେଲ

Shocking Death
ଛିଙ୍କିବା ପରେ ଚାଲିଗଲା ଜୀବନ ! ସିସିଟିଭିରେ କଏଦ୍‌ ହେଲା ପୂରା ଦୃଶ୍ୟ

ଏମିତି ବି ଆସେ ମୃତ୍ୟୁ । କେତେବେଳେ ଯେ ଆସିବ ଆଉ ଜୀବନ ନେଇଯିବ ।

This ATM in Hyderabad dispenses gold
ଟଙ୍କା ବଦଳରେ ATMରୁ ବାହାରୁଛି ସୁନା ! ମାତ୍ର ଅଳ୍ପ ସେକେଣ୍ଡରେ ପାଇବେ ଶୁଦ୍ଧ ସୁନା

ଗୋଲ୍ଡସିକ୍କା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫିନ୍‌ଟେକ୍‌ କମ୍ପାନୀ ହାଇଦ୍ରାବାଦରେ ଏକ ଏଟିଏମ୍‌ ଖୋଲିଛି। ହେଲେ ଏହି ଏଟିଏମ୍‌ରୁ ଟଙ୍କା ବଦଳରେ ସୁନା ବାହାରୁଛି।

  • Thursday, 08 December 2022
  • ATM
Sleaze Video Of Rajasthan Minister Video Goes Viral
ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ Viral ! ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି

ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍‌ ପରେ ହଇଚଇ ସୃଷ୍ଟି ହୋଇଛି। ସମ୍ପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଦାବି କରିଛି।

Today Gujarat And Himachal Pradesh Election Results To Be Declared
ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି।

Rescue operation
ଆଓ୍ୱାଜ୍ ଦେଉନି ୫୫ ଫୁଟ୍ ତଳେ ଫସିଥିବା ୮ ବର୍ଷୀୟ ତନ୍ମୟ

ମାତ୍ର ୬ ମାସ ତଳେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି। 

Tanmaya
୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

first transgender member of the MCD
ଦିଲ୍ଲୀ ନଗର ନିଗମକୁ ମିଳିଲା ପ୍ରଥମ କିନ୍ନର କର୍ପୋରେଟର୍

ଏମସିଡି ବିଜୟ ପରେ ଆପ୍ ପକ୍ଷରୁ ଜୋରଦାର ସେଲିବ୍ରେସନ କରାଯାଇଛି। 

  • Wednesday, 07 December 2022
market in Delhi where T-shirts are available for Re 1 and pants for Re 10
ଏଇ ମାର୍କେଟ୍‌ରେ ବଡ଼ ଅଫର: ୧ ଟଙ୍କାରେ ଟି-ସାର୍ଟ, ୧୦ ଟଙ୍କାରେ ପ୍ୟାଣ୍ଟ

ଯଦି ଆପଣଙ୍କ ପାଖରେ ଡ୍ରେସ୍‌ କିଣିବାକୁ ଅଧିକ ଟଙ୍କା ନାହିଁ, ତାହାହେଲେ ଚିନ୍ତା କରନ୍ତୁନି।

  • Wednesday, 07 December 2022
Fraud Allegation Against Youtuber Namra Qadir
ପ୍ରଥମେ ପ୍ରେମ, ପରେ ହନିଟ୍ରାପ୍‌...ବ୍ୟବସାୟୀଙ୍କୁ ହୋଟେଲ୍‌ ନେଇ ଫସେଇ ଦେଲେ ସୁନ୍ଦରୀ ୟୁଟ୍ୟୁବର

ସୁନ୍ଦର ଚେହେରା, ହେଲେ କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଧନୀକ ଶ୍ରେଣୀର ଲୋକଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଉ ଥିଲେ, ଶେଷରେ ହନିଟ୍ରାପ୍‌ କରି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ମହିଳା ୟୁଟ୍ୟୁବର ନାମରା କାଦିର୍‌।

RBI hikes repo rate
ଜନତାଙ୍କୁ ଝଟ୍‌କା ! ମହଙ୍ଗା ହେବ ଲୋନ୍‌, EMI

ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌(Home Loan), ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ।

Rescue Operation Underway To Save 8-Year-Old Boy In Madhya Pradesh
୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

Delhi Civic Polls Result Today
ବିଜେପି ହାତରୁ ଦିଲ୍ଲୀ ମହାନଗର ନିଗମକୁ ଛଡ଼ାଇ ନେବ କି AAP ? କିଏ କରିବ ରାଜ୍‌...

ଆଜି ଦିଲ୍ଲୀ ମହାନଗର ନିଗମ(MCD) ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି।

BoreWell
ଫସିଲା ଜୀବନ, ୫୫ ଫୁଟ୍ ତଳକୁ ଖସିଲା ୮ ବର୍ଷର ପୁଅ

ଫସି ରହିଥିବା ଶିଶୁ ନିକଟକୁ ଅମ୍ଲଜାନ ପଠାଇବାର ବ୍ୟବସ୍ଥା କରାଯାଉଛି ।

Loot
କେଡେ ଚାଲାକ୍‌ ! ଗାଡ଼ି ଚକାରେ ବେଆଇନ ଭାବେ ନେଉଥିଲେ ୯୩ ଲକ୍ଷ ଟଙ୍କା

ରବିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ୪୮ ନମ୍ବର ଜାତୀୟ ରାଜପଥରେ ଏକ ଗାଡିରେ ବେଆଇନ ଭାବରେ ଟଙ୍କା କାରବାର ଚାଲିଛି।

Murder
ଜମି ପାଇଁ ମୁଣ୍ତଗଣ୍ତି ଅଲଗା କରିଦେଲା ସମ୍ପର୍କୀୟ ଭାଇ, ତା’ପରେ..

ଆଶ୍ଚର୍ଯ୍ୟର କଥା ଯେ ହତ୍ୟା ପରେ କଟାମଣ୍ତକୁ ଧରି ସେଲଫି ନେଇଛନ୍ତି ଦୁର୍ବୃତ୍ତ ।

E-Visa
ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା

କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା ।

Rahul Gandhi gives flying kiss to crowd chanting modi modi
ମୋଦି ନାରାବାଜୀଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଲେ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଉଥିବାର ନଜର ଆସିଛନ୍ତି।

Man cuts woman's breast, hands, ears in Bihar market
ବିଚ୍‌ ବଜାରରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟିଦେଲା ସୈତାନ ଯୁବକ

ଉପସ୍ଥିତ ଲୋକମାନେ ମହିଲାଙ୍କୁ ଉଦ୍ଧାର ନକରି କେବଳ ଦର୍ଶକ ସାଜିଥିଲେ। 

  • Monday, 05 December 2022
Maharashtra woman harassed by live-in partner
ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଧମକ- ‘ମୁହଁ ଖୋଲିବୁ ତ...ଶ୍ରଦ୍ଧା ୩୫ ଖଣ୍ଡ ହୋଇଥିଲା, ତତେ ମୁଁ ୭୦ ଖଣ୍ଡ କରିବି’

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଶ୍ରଦ୍ଧାଙ୍କ ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି। ଲିଭ୍‌-ଇନ୍‌ ପାର୍ଟନର ତାଙ୍କୁ ହଇରାଣ କରିବା ସହ ୭୦ ଖଣ୍ଡ କରିବା ପାଇଁ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

Why not one law in one nation
କାହିଁକି ହୋଇପାରୁନି ସମସ୍ତଙ୍କ ପାଇଁ ସମାନ ଆଇନ

ରାଷ୍ଟ୍ର ଏକ ହୋଇଥିଲେ ବି ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ ହେଉ ନାହିଁ କାହିଁକି ? ଭିନ୍ନ ଭିନ୍ନ ଜାତି ସଂପ୍ରଦାୟ ପାଇଁ ଆଇନ ଭିନ୍ନ କାହିଁକି? ମୁଖ୍ୟ ପ୍ରଶ୍ନ ହେଉଛି ଯଦି ସଂବିଧାନ ଏକ ଏବଂ ସଂସଦ ଓ ସଂପ୍ରଭୁତା ଏକ ତେବେ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ କାହିଁକି?

Earthquake In Bay of Bengal
ସମୁଦ୍ର ଭିତରେ ହେଲା ଭୂକମ୍ପ

ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍‌କା ନେଇ NCS ସୂଚନା ଦେଇଛି।