ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ! ଏଲନ ମସ୍କ, ମୁକେଶ ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତି ମିଶାଇଲେ ମଧ୍ୟ ସମାନ ହେଉନି ।
ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ ।
ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।
ହିଡେନ୍ବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୧୧ ନମ୍ବର ସ୍ଥାନକୁ ଖସି ଟପ୍ ଟେନ୍ ଧନୀ ତାଲିକାରୁ ଆଉଟ୍ ହୋଇଯାଇଛନ୍ତି।
ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି
ପୁଣି ଉପରକୁ ଉଠିଲେ ଗୌତମ ଆଦାନୀ। ଏସିଆ ମହାଦେଶର ସବୁଠୁ ବଡ଼ ଧନୀ ବୋଲାଉଥିବା ଗୌତମ ଆଦାନୀ ଜୁଲାଇରେ ପ୍ରକାଶିତ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିଲେ। ଏବେ ଆମାଜନ୍ ପ୍ରତିଷ୍ଠାତା ଜେବ୍ ବେଜସଙ୍କୁ କାଟି ବିଶ୍ୱର ୨ୟ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।
ବଢୁଛି ଆଦାନୀଙ୍କ ସମ୍ପତ୍ତି। ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ରେକର୍ଡ କଲେ ଆଦାନୀ। ବିଶ୍ୱର ୪ ନମ୍ବର ଶ୍ରେଷ୍ଠ ଧନୀ ତାଲିକାରେ ଲେଖାଇଲେ ନିଜର ନା...ଦେଖନ୍ତୁ ଆମ୍ବାନୀଙ୍କ ସ୍ଥାନ କେଉଁଠି?
ବିଲ୍ ଗେଟ୍ସ ଏବେ ଗୋଟିଏ ପାହାଚ ତଳକୁ ଖସି ୫ ନମ୍ବର ସ୍ଥାନରେ ରହିଛନ୍ତି । ବିଲ୍ ଗେଟ୍ସଙ୍କ ନେଟ୍ ୱର୍ଥ ଖସି ଆସି ଏବେ ୧୦୩ ଆରବ ଡଲାରରେ ପହଞ୍ଚିଛି ।
ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି । ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ।
ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ। ମୁକେଶଙ୍କୁ ପଛରେ ପକାଇ ଧନୀର ଶୀର୍ଷକୁ ଗଲେ ଆଦାନୀ...ଜାଣନ୍ତୁ ମୁକେଶଙ୍କ ସ୍ଥାନ ରହିଛି କେଉଁଠି?
ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।