• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: G20

G20
ଜି-୨୦କୁ ଚୀନ୍ ଆଣିଥିଲା ସିକ୍ରେଟ୍ ସୁଟକେସ୍! ଯାଞ୍ଚ ପାଇଁ ସଫା ସଫା ମନା କରିଥିଲେ ପ୍ରତିନିଧି ଟିମ୍‌

ବ୍ୟାଗରେ ସର୍ଭେଲାନ୍ସ ଉପକରଣ ଥିବା ସନ୍ଦେହ ...ଯାଞ୍ଚ ପାଇଁ ମନା କରିଥିଲେ ଚାଇନାର ଟିମ୍ ..୧୨ ଘଣ୍ଟା ଧରି ଜଗି ରହିଥିଲେ ଭାରତର ସୁରକ୍ଷାକର୍ମୀ ..

Rishi Sunak-Akshyata
ସରିଗଲା G20, ଚର୍ଚ୍ଚାରେ ରହିଗଲେ ବ୍ରିଟେନ୍ PM ! ସୁନକ୍-ଅକ୍ଷତାଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା

​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି । ଭଦ୍ର ସ୍ୱଭାବ ଓ ପରିଧାନକୁ ନେଇ ସାରାଦେଶରେ ପ୍ରଂଶସା ।

G 20 Summit 2023
ସରିଲା G20 ଶିଖର ସମ୍ମିଳନୀ; ବିଶ୍ୱ ମଞ୍ଚରୁ ଶାନ୍ତିର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ ।

G20 Summit 2023
ଗୋଟିଏ ମଞ୍ଚରେ ବିଶ୍ୱର ସବୁ ମହାଶକ୍ତି; କୋଣାର୍କଚକ୍ର ସାମ୍ନାରେ ବିଶ୍ୱନେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱମଞ୍ଚରେ ବିଶ୍ୱନେତାଙ୍କ ବିଶ୍ୱ ବିକାଶ ପାଇଁ ମହା ମନ୍ଥନ । ଜି-ଟ୍ୱେଣ୍ଟି ଶିଖର ସମ୍ମେଳନ ଦିଲ୍ଲୀରେ ମହାଶକ୍ତିଙ୍କ ମିଳନ ଭାରତ ପାଇଁ ଇଏ ସେହି ଐତିହାସିକ କ୍ଷଣ । ପ୍ରତି ଭାରତୀୟଙ୍କ ପାଇଁ ଇଏ ସେହି ଗର୍ବର ମୁହୂର୍ତ୍ତ ।

G20 Summit
G20 Summit: G20 ଗ୍ରାଣ୍ଡ ଡିନର ପାର୍ଟି, କାହାକୁ ଡକାଯାଇଛି, କାହାକୁ ଡକାଯାଇନି... ?

ପାଖାପାଖି ୫୦ ବର୍ଷର ରାଜନୀତି ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରୁଛନ୍ତି । ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଏତେ ବଡ଼ ପାହ୍ୟାରେ ରହିଥିଲେ ବି ତାଙ୍କୁ ଡିନର ପାର୍ଟିକୁ ଡକାଯାଇନାହିଁ।

Bharat Mandapam
୨ ଦିନ ପରେ G20 ସମ୍ମିଳନୀ; ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ ଅପେକ୍ଷାରେ ଭାରତ ମଣ୍ଡପମ୍

କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।

G20 Summit
G20 Summit: ଦିଲ୍ଲୀରେ ଅତିଥିଙ୍କୁ ସ୍ୱାଗତ ପାଇଁ ଲାଗିବ ୭ ଲକ୍ଷ ଗଛ !

ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

Buddha Jayanti Park
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Viral Video
Viral Video: ଗାଡ଼ିରେ VIP ନମ୍ବର ! ଧନୀ ବୋଲି ଜଣାପଡ଼ୁଛନ୍ତି, ହେଲେ କରୁଛନ୍ତି ଚୋରି...

ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍‌ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି ।

India In G20
G20 ଅଧ୍ୟକ୍ଷ ହେଲା ଭାରତ, ମୋଦି କହିଲେ ଏଇଟା ଯୁଦ୍ଧର ସମୟ ନୁହେଁ

ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ ।