ବ୍ୟାଗରେ ସର୍ଭେଲାନ୍ସ ଉପକରଣ ଥିବା ସନ୍ଦେହ ...ଯାଞ୍ଚ ପାଇଁ ମନା କରିଥିଲେ ଚାଇନାର ଟିମ୍ ..୧୨ ଘଣ୍ଟା ଧରି ଜଗି ରହିଥିଲେ ଭାରତର ସୁରକ୍ଷାକର୍ମୀ ..
ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି । ଭଦ୍ର ସ୍ୱଭାବ ଓ ପରିଧାନକୁ ନେଇ ସାରାଦେଶରେ ପ୍ରଂଶସା ।
ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ ।
ବିଶ୍ୱମଞ୍ଚରେ ବିଶ୍ୱନେତାଙ୍କ ବିଶ୍ୱ ବିକାଶ ପାଇଁ ମହା ମନ୍ଥନ । ଜି-ଟ୍ୱେଣ୍ଟି ଶିଖର ସମ୍ମେଳନ ଦିଲ୍ଲୀରେ ମହାଶକ୍ତିଙ୍କ ମିଳନ ଭାରତ ପାଇଁ ଇଏ ସେହି ଐତିହାସିକ କ୍ଷଣ । ପ୍ରତି ଭାରତୀୟଙ୍କ ପାଇଁ ଇଏ ସେହି ଗର୍ବର ମୁହୂର୍ତ୍ତ ।
ପାଖାପାଖି ୫୦ ବର୍ଷର ରାଜନୀତି ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରୁଛନ୍ତି । ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଏତେ ବଡ଼ ପାହ୍ୟାରେ ରହିଥିଲେ ବି ତାଙ୍କୁ ଡିନର ପାର୍ଟିକୁ ଡକାଯାଇନାହିଁ।
କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।
ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।
ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି ।
ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ ।